National

ଝାରସୁଗୁଡ଼ାରୁ ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ, ନଭେମ୍ବରରେ କୋଲକାତା ଓ ବେଙ୍ଗାଳୁରୁକୁ ଦୈନିକ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣ ଆରମ୍ଭ କରିବ। ଏଠାରୁ ନଭେମ୍ବର ମାସରେ କୋଲକାତା ଓ ବେଙ୍ଗାଳୁରୁକୁ ଇଣ୍ଡିଗୋର ଦୈନିକ ବିମାନ ଚଳାଚଳ ହେବ। ଏନେଇ ଝାରସୁଗୁଡ଼ା...

ଅପରେସନ ଅଜୟ: ଇସ୍ରାଏଲରୁ ପ୍ରଥମ ବିମାନରେ ସ୍ଵଦେଶ ଫେରିଲେ ୯ ଓଡ଼ିଆଙ୍କ ସମେତ ୨୧୨ ଭାରତୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ସ୍ଵଦେଶ ଫେରିଛନ୍ତି ୨୧୨ ଭାରତୀୟ ନାଗରିକ। ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅପରେସନ ଅଜୟ ଅଧୀନରେ ପ୍ରଥମ ବିମାନ ଦିଲ୍ଲୀରେ...

ହମାସର ଅନ୍ତ ଘଟାଇବା ପାଇଁ ଇସ୍ରାଏଲକୁ ଆମେରିକାର ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ହମାସ ଆକ୍ରମଣ ପରେ ଏବେ ପ୍ରତିଶୋଧ ନେବାରେ ଲାଗିଛି ଇସ୍ରାଏଲ। ଏବେ ଇସ୍ରାଏଲର ସମର୍ଥନରେ ଆମେରିକା ଆଗକୁ ଆସିଛି। ଅନେକ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା କରୁଛନ୍ତି ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ଚାଲିଛି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା। ଏଥିରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ କରୁଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକାନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ...

ଇସ୍ରାଏଲରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ, ଆରମ୍ଭ ହେଲା ଅପରେସନ ‘ଅଜୟ’

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଭାରତ ସରକାର। ଏହାର ନାମ ‘ଅପରେସନ ଅଜୟ’ ରଖାଯାଇଛି। ଏଥିରେ ଇସ୍ରାଏଲରୁ...

ବିହାରର ବକ୍ସର ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା, ୪ ଯାତ୍ରୀ ମୃତ ଏବଂ ୭୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ବକ୍ସର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଷ୍ଟେସନ ନିକଟରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ହୋଇଛି। ମଙ୍ଗଳବାର ରାତିରେ ଉକ୍ତ ଷ୍ଟେସନ ନିକଟରେ ‘ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ’ର ୨୧ଟି ବଗି ଲାଇନଚ୍ୟୁତ ହୋଇଛି।...

ୟୁଜିସି-ନେଟ୍ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଅକ୍ଟୋବର ୨୮ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ଓ ଜୁନିୟର ରିସର୍ଚ୍ଚ ଫେଲୋ ପଦ ପାଇଁ ଏହି ପରୀକ୍ଷା...

ଆଇସିସି ବିଶ୍ଵକପ: ଆଫଗାନିସ୍ତାନର ଭଲ ବ୍ୟାଟିଂ, ଭାରତ ଆଗରେ ୨୭୩ ରନର ଟାର୍ଗେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଖେଳାଯାଉଛି ଭାରତ-ଆଫଗାନିସ୍ତାନ ମ୍ୟାଚ। ଏଥିରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରି ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଛି। ବୁଧବାର ମ୍ୟାଚ ଆରମ୍ଭରେ ଆଫଗାନିସ୍ତାନ ଟସ୍...

ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ, ନଭେମ୍ବର ୨୩ ନୁହେଁ ୨୫ରେ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ନୁହେଁ ୨୫ ତାରିଖରେ ହେବ ମତଦାନ। ଏ ନେଇ ବୁଧବାର ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ...

ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, ୪୦ ଶିଶୁଙ୍କୁ ବିଭତ୍ସ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ପଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ଏହି ଯୁଦ୍ଧରେ ଦିନ ବିତିବା ସହ ହମାସର ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ...