National

ବାହାନଗା ଟ୍ରେନ ଟ୍ରାଜେଡି: ଚନ୍ଦକା ଥାନାରେ ସିବିଆଇ, ଗିରଫ ଅଭିଯୁକ୍ତଙ୍କୁ ଜେରା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଏବେ ଖୋଳତାଡ଼ କରୁଛି ସିବିଆଇ। ଏହି ମାମଲାରେ ଗିରଫ ହୋଇଥିବା ୩ ଜଣ ରେଳ ଅଧିକାରୀଙ୍କୁ ପଚରାଉଚରା କରିବାପାଇଁ ଶନିବାର ସିବିଆଇର ଟିମ୍...

ହକି ଖେଳ ପାଇଁ ବାପାଙ୍କଠୁ ଦିନେ ମାଡ଼ ଖାଇଥିଲେ ହକି ତାରକା ସୁଭଦ୍ରା ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=mgj4kkcAwAQ] ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ। ସୁନ୍ଦରଗଡ଼ର ଏକ ଗରିବ କିଷାନ ପରିବାରରେ ତାଙ୍କ ଜନ୍ମ। ପିଲାବେଳେ ସୁଭଦ୍ରାଙ୍କୁ ହକି ଖେଳିବାର ନିଶା ଏମିତି ଘାରିଥିଲା...

ଆଗକୁ ଏସି କ୍ୟାବିନରେ ବସି ଟ୍ରକ୍ ଚଲେଇବେ ଡ୍ରାଇଭର

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର। ଆଗକୁ ଏସି କ୍ୟାବିନରେ ବସି ଟ୍ରକ ଚଲେଇବେ ଡ୍ରାଇଭର। ଆସନ୍ତା ୨୦୨୫ ମସିହାଠାରୁ ସମସ୍ତ ଟ୍ରକର କ୍ୟାବିନ ଶୀତତାପ ନିୟନ୍ତ୍ରିତ ହେବାକୁ ଯାଉଛି। କେନ୍ଦ୍ର ସଡ଼କ...

ସ୍ପେନ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ: ୨୪ ଜଣିଆ ଭାରତୀୟ ଟିମ୍ ଘୋଷିତ, ଦଳରେ ୨ ଓଡ଼ିଆ ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ପେନରେ ହେବାକୁ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଶୁକ୍ରବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଜୁଲାଇ ୨୫ ରୁ ୩୦ ଯାଏଁ ସ୍ପେନର ତେରାସାଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।...

ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ମାମଲା: କୋର୍ଟରେ ହାଜର ହେବାକୁ ବ୍ରିଜଭୂଷଣଙ୍କୁ ସମନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ସ୍ଥିତ ରାଉଜ ଏଭେନ୍ୟୁ କୋର୍ଟ। ମହିଳା କୁସ୍ତି...

ବାହାନଗା ଟ୍ରେନ୍ ଟ୍ରାଜେଡି – ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ୍ ଟ୍ରାଜେଡିରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ। ଶୁକ୍ରବାର ଦିନ ସିନିୟର ସେକ୍ସନ ଅଫିସର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ...

ହୁତୁ ହୁତୁ ହୋଇ ଜଳିଗଲା ଫାଲକନୁମା ଏକ୍ସପ୍ରେସର ୩ଟି ବଗି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳକୁ ଏବେ ସଙ୍କଟ ପଡ଼ିଛି। ଗତ ଜୁନ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୩୦୦ରୁ ଊର୍ଦ୍ଧ୍ଵ ଯାତ୍ରୀଙ୍କର ଜୀବନ...

‘ମୋଦୀ’ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା: ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମୋଦୀ’ ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ମିଳିଛି। ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏବେ ରାହୁଲଙ୍କ ୨ ବର୍ଷର ସଜା ବଳବତ୍ତର...

ଥମୁନି ମଣିପୁର ହିଂସା, ମହିଳାଙ୍କୁ ଗୁଳି କରି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଥମୁନି ମଣିପୁର ହିଂସା। ପ୍ରାୟ ଦୁଇ ମାସ ପୂର୍ବରୁ ଜାତିକୁ ନେଇ ମଣିପୁରରେ ଦେଖା ଦେଇଥିବା ହିଂସା ଏବେ ସୁଦ୍ଧା ଥମିନାହିଁ। ମଣିପୁରର କେତେକ ଅଞ୍ଚଳରୁ ହିଂସାକାଣ୍ଡର ଖବର ପ୍ରତିଦିନ ଆସୁଛି। ଗୁରୁବାର...

ପାଓ୍ଵାର ପାଇଁ ଫ୍ୟାମିଲି ଓ୍ଵାର୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାଓ୍ଵାର ପରିବାରର କ୍ଷମତା ଲଢ଼େଇ, ବିଗତ ଦିନରେ ଘଟିଥିବା ଅନେକ ରାଜନୈତିକ ପରିବାରର ଲଢ଼େଇକୁ ତାଜା କରିଛି। ଭାରତୀୟ ରାଜନୀତିରେ ନୂଆ ନୁହେଁ ପରିବାର ଲଢ଼େଇ ଚୌକି ପାଇଁ ଦାଦା-ପୁତୁରା...