National

ମହାରାଷ୍ଟ୍ର ମହାନାଟକ: ଅଜିତ ନେଲେ ଶରଦଙ୍କ ପାୱାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ କ୍ଷମତା ଲଢ଼େଇ। ଦାଦାଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଛନ୍ତି ଅଜିତ ପାୱାର। ରାଜନୀତିରେ କେତେବେଳେ କ’ଣ ହେବ ଏହାର ଆକଳନ କରିହୁଏ ନାହିଁ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

ଅଜିତ ଅଗରକର ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ସେ ଏବେ ଚେତନ ଶର୍ମାଙ୍କ ସ୍ଥାନରେ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ଵ ତୁଲାଇବେ। ଏନେଇ...

ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ‘ଏମଟିଏସ’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଜୁଲାଇ ୨୧ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକରେ ୧୧୯୮ ଟି ଗ୍ରୁପ୍-ସି ‘ମଲ୍ଟିଟାସ୍କିଂ ଷ୍ଟାଫ’ (ଏମଟିଏସ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ସବୁ ପଦବୀଗୁଡ଼ିକ ପାଇଁ ୭...

ସିଗନାଲିଂ ତ୍ରୁଟି ଯୋଗୁଁ ହୋଇଥିଲା ବାହାନଗା ଟ୍ରେନ ଟ୍ରାଜେଡି – ରେଳ ସୁରକ୍ଷା କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ରେଳ ଦୁର୍ଘଟଣା ସିଗନାଲିଂ ତ୍ରୁଟି ଯୋଗୁଁ ହୋଇଥିଲା। ସିଗନାଲ ବ୍ୟବସ୍ଥା ମରାମତି ସମୟରେ ସିଗନାଲିଂ ସର୍କିଟ୍ ଏପଟ ସେପଟ ହୋଇଯାଇଥିବାରୁ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା। ଯାହାଫଳରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ...

ବଢ଼ିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ। କିନ୍ତୁ ଘରୋଇ ରନ୍ଧନ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଜୁଲାଇ ପହିଲାରେ ୧୯ କିଲୋଗ୍ରାମ ଯୁକ୍ତ ନୀଳ ରଙ୍ଗର ବ୍ୟବସାୟିକ ଗ୍ୟାସ ମୂଲ୍ୟରେ ୭...

ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ରଥଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (କାନବେରା): ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା ପର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି। ଏଠାରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ...

ପରିବେଶ ସୁରକ୍ଷା ଚିନ୍ତା: କଟକଣା ପରେ ବି ବନ୍ଦ ହେଉନି ପଲିଥିନ ବ୍ୟବହାର

ଓଡ଼ିଶାଲାଇଭ୍ ବ୍ୟୁରୋ ପଲିଥିନର ପ୍ରଚୁର ବ୍ୟବହାର ପରିବେଶ ତଥା ଜନସମାଜ ପାଇଁ ଚିନ୍ତା ବଢ଼ାଇଛି। ସତେନତନା ଆଉ କଟକଣା ପରେ ବି ବନ୍ଦ ହେଉନି ପଲିଥିନର ବ୍ୟବହାର। ଯଦିଓ ପଲିଥିନ ଉତ୍ପାଦନ, ଆମଦାନୀ, ରପ୍ତାନୀ...

ମହାରାଷ୍ଟ୍ରରେ ପାଓ୍ଵାର ପଲିଟିକ୍ସ: ଚାଲିଛି ଦାଦା-ପୁତୁରା ଲଢ଼େଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏନ୍‌ସିପିରେ ବିଭାଜନ, ଅଜିତଙ୍କ କ୍ଷମତା ଲୋଭ ନା ଭୟ ତାହା ସ୍ପଷ୍ଟ ନୁହେଁ। ଏହା ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାର ଅନ୍ତ ମଧ୍ୟ ନୁହେଁ। ବିଭାଜନ ପଛରେ କ୍ଷମତା ଲୋଭ ନା ଭୟ? ...

ଚନ୍ଦ୍ରଯାନ-୩ ମିଶନ: ଜୁଲାଇ ୧୩ରେ ଜହ୍ନକୁ ଯାତ୍ରା ଆରମ୍ଭ କରିବ ‘ଇସ୍ରୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩ ମିଶନକୁ ଲଞ୍ଚ କରାଯିବ। ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶର ସତିଶ ଧୱନ ସ୍ପେସ...

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼: ଏନସିପି ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହେଲେ ଅଜିତ ପାୱାର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ରାଜନୀତି ପୁଣିଥରେ ନାଟକୀୟ ମୋଡ଼ ନେଇଛି। ଏନସିପି ନେତା ଅଜିତ ପାୱାର ରବିବାର ଦଳର ୩୫ ଜଣ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇଛନ୍ତି। ଏଥିସହ...