ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ରେଲୱେ ସେଫ୍ଟି କମିଶନର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ରେଳ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୋମବାର ବାହାନଗା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ରେଲୱେ ସେଫ୍ଟି କମିଶନର...
ବାହାନଗା ସିରିଜ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ସିରିଜ ରେଳ ଦୁର୍ଘଟଣା। ଭାରତୀୟ ରେଳ ଇତିହାସର ଏକ ବଡ଼ ଦୁର୍ଘଟଣା। ଏହା ପଛରେ କ’ଣ ରହିଛି ଅସଲ କାରଣ? ଏବେ, ଏହି କାରଣ ଖୋଜିବ ସିବିଆଇ।
ରେଳ ମନ୍ତ୍ରାଳୟ ପାଇଁ...
ବାହାନଗା ଟ୍ରେନ ଟ୍ରାଜେଡି ତଦନ୍ତ କରିବ ସିବିଆଇ – ରେଳମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ। ଏଥିପାଇଁ ପାଇଁ ସୁପାରିସ କରିଛି ରେଳବାଇ ବୋର୍ଡ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଓ କେଉଁମାନେ ଏଥିରେ ଦାୟୀ...
ବାହାନଗା ଟ୍ରେନ ଟ୍ରାଜେଡିର ‘କବଚ’ ସିଷ୍ଟମ ସହ କୌଣସି ସମ୍ପର୍କ ନାହିଁ – ରେଳବାଇ ବୋର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଆଣ୍ଟି କୋଲିଜନ ସିଷ୍ଟମ ‘କବଚ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନଗୁଡ଼ିକରେ ‘କବଚ’ ସିଷ୍ଟମ କାହିଁକି ଲଗାଯାଇନଥିଲା ବୋଲି ବିରୋଧୀମାନେ ପ୍ରଶ୍ନ...
ବାହାନଗା ଟ୍ରେନ ଟ୍ରାଜେଡି: ଆହତଙ୍କ ଚିକିତ୍ସା ସମୀକ୍ଷା ପାଇଁ ଓଡ଼ିଶାରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଚିକିତ୍ସା ବିଷୟରେ ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ରବିବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ରବିବାର ଦିନ ଭୁବନେଶ୍ଵର ଏମ୍ସରେ...
ବାହାନଗା ଟ୍ରେନ୍ ଟ୍ରାଜେଡି: ବିଏମ୍ସି ପକ୍ଷରୁ ମୃତକଙ୍କ ଫଟୋ ଓ ତାଲିକା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ବଜାର ଷ୍ଟେସନ୍ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଭୁବନେଶ୍ୱରକୁ ୧୬୧ଟି ମୃତ ଶରୀରକୁ ଅଣାଯାଇଛି। ଏହି...
ବାହାନଗା ଟ୍ରେନ ଟ୍ରାଜେଡି ମୃତକଙ୍କ ସଂଖ୍ୟା ୨୮୮ ନୁହେଁ ୨୭୫ – ମୁଖ୍ୟ ଶାସନ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ମୃତକଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସରକାର ନୂଆ ତଥ୍ୟ ଦେଇଛନ୍ତି। ଏହି ଦୁର୍ଘଟଣାରେ ମୋଟ ୨୭୫ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। କେତେକ ମୃତ ଦେହର ଦୁଇଥର...
ବାହାନଗା ଟ୍ରାଜେଡି: ପ୍ରଧାନମନ୍ତ୍ରୀଙ୍କ ସହ ଆହତମାନଙ୍କ ଚିକିତ୍ସା ବିଷୟରେ କଥା ହେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କ ଜୀବନ ରକ୍ଷା...
ବାହାନଗା ଟ୍ରାଜେଡି: ରେଳଧାରଣାର ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଚାଲିଗଲା ଶତାଧିକ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରେଳଧାରଣାର ବୈଦୁତିକ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଭୟଙ୍କର ଟ୍ରେନ ଟ୍ରାଜେଡି...
ବାହାନଗା ଟ୍ରେନ ଟ୍ରାଜେଡି: ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାନଗା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ...





















