National

କର୍ଣ୍ଣାଟକ ନାଟକର ଅବସାନ, ସିଦ୍ଦରମେୟା ହେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଂଗ୍ରେସରେ ୯୬ ଘଣ୍ଟାର ଆଲୋଚନା ପରେ ବିଭିନ୍ନ ତର୍କରୁ ନିଷ୍କର୍ଷ ବାହାରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତିରେ ସିଦ୍ଦରମେୟାଙ୍କ ନାମରେ ମୋହର ବାଜିଛି। କର୍ଣ୍ଣାଟକ ରାଜନୀତିରେ ଗତ ୪୦ ବର୍ଷ ଭିତରେ...

‘ଅପରେସନ ଲୋଟସ’ ୨୦୨୩ରେ ଫେଲ୍: ବିଧାନସଭା ପାହାଚ ଚଢ଼ିପାରିଲେନି ବହୁ ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଅପରେସନ ଲୋଟସରେ ବିଜେପିକୁ ଆସିଥିବା କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ଏଥର ବିଧାନସଭା ମୁହଁ ଦେଖିବାରେ ବିଫଳ ହୋଇଛନ୍ତି। ଜେଡିଏସ୍-କଂଗ୍ରେସ ସରକାରକୁ ଭାଙ୍ଗିବା ଏବଂ ବିଜେପିକୁ କର୍ଣ୍ଣାଟକରେ ସରକାର ଗଠନ...

କର୍ଣ୍ଣାଟକ ନିର୍ବାଚନ ପୋଷ୍ଟମର୍ଟମ: ଭୁଲ ଗଣୁଛି ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ନିଜକୁ ଆଇନାରେ ଦେଖି ନଥିବା ବିଜେପି ଏବେ ଆଇନାରେ ନିଜ ମୁହଁ ଦେଖି ଚମକୁଛି। ଭୁଲ୍ ରହିଲା କେଉଁଠି? ନିଜେ ଭୁଲ୍ ଜାଣିକି ବି ଅଜଣା ରହୁଥିଲା...

‘ସଂଚାର ସାରଥି’ ପୋର୍ଟାଲ ଉନ୍ମୋଚିତ, ଏଣିକି ସହଜରେ ଖୋଜି ହେବ ହଜିଲା ମୋବାଇଲ ଫୋନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ହଜି ଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ ସହଜରେ ଠାବ କରିହେବ। ଏଥିପାଇଁ କେନ୍ଦ୍ର ସଂଚାର ମନ୍ତ୍ରାଳୟ ପକ୍ଷରୁ ‘ସଂଚାର ସାରଥି’ ପୋର୍ଟାଲ ଆରମ୍ଭ କରାଯାଇଛି। ମଙ୍ଗଳବାର କେନ୍ଦ୍ର...

ସିଦ୍ଧରମେୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ସିଦ୍ଧରମେୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭବନା ରହିଛି। ଦଳୀୟ ନେତୃତ୍ଵଙ୍କ ଘନ ଘନ ବୈଠକ ପରେ ସିଦ୍ଧରମେୟାଙ୍କ ନାଁରେ ମୋହର ବାଜିଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ ୪୦ ବର୍ଷର ରେକର୍ଡ...

ଜୁନ ୪ରେ କେରଳ ଛୁଇଁବ ମୌସୁମୀ ବାୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ ୪ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏ ବର୍ଷ ସାମାନ୍ୟ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବ। ଏନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ...

ଶିବ କୁମାର ନା ସିଦ୍ଧରମେୟା, କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକ ନିର୍ବାଚନରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା କଂଗ୍ରେସ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ସିଦ୍ଧରମେୟା ନା ଡିକେ ଶିବକୁମାର କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ଆସନ? କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ...

ବାହା ହେବେ ରାଘବ-ପରିନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ କରିବାକୁ ଯାଉଛନ୍ତି ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ଏବଂ ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ ପରିନୀତି ଚୋପ୍ରା। ଧୁମଧାମରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି। କିଛି ଦିନ ହେଲା ଅଭିନେତ୍ରୀ...

ହାଇଦ୍ରାବାଦରେ ଅନୁଷ୍ଠିତ ହେଲା ‘ତେଲେଙ୍ଗାନା ଓଡ଼ିଶା ଡାକ୍ତର ସଂଘ’ର ପ୍ରଥମ ବାର୍ଷିକ ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ 'ତେଲେଙ୍ଗାନା ଓଡ଼ିଶା ଡାକ୍ତର ସଂଘ'ର (ଟୋଡା) ପ୍ରଥମ ବାର୍ଷିକ ସମ୍ମିଳନୀ ରବିବାର ଦିନ ହାଇଦ୍ରାବାଦରେ ଆୟୋଜିତ ହୋଇଯାଇଛି। ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ...

ବିଜେପିର ଶୋଚନୀୟ ପରାଜୟ, କଂଗ୍ରେସ ହାତକୁ ଗଲା କର୍ଣ୍ଣାଟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଂଗ୍ରେସ ଏକାଠି ଲଢ଼ିଲା, ପୂରା ଦମରେ ଲଢ଼ିଲା। କଂଗ୍ରେସର ରଣନୀତି ଆଗରେ ଫେଲ୍‌ ମାରିଲା ବିଜେପିର ସବୁ ଷ୍ଟ୍ରାଟେଜି। କର୍ଣ୍ଣାଟକର ପ୍ରାକ୍ ନିର୍ବାଚନୀ ସର୍ଭେ କଂଗ୍ରେସ ସପକ୍ଷରେ ଥିଲା। ତଥାପି...