ଭାରତ-ୱେଲ୍ସ ଟକ୍କର, ବୃହତ ବ୍ୟବଧାନରେ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵକପରେ ଭାରତ ଖେଳିବ ନିଜର ଅନ୍ତିମ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ଟିମ୍ ଇଣ୍ଡିଆ କରିବ ମୁକାବିଲା।ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଏହି ମ୍ୟାଚ। ସିଧାସଳଖ...
ଗୁରୁବାର କଳିଙ୍ଗରେ ୪ ମ୍ୟାଚ, ସନ୍ଧ୍ୟାରେ ଭାରତ-ୱେଲ୍ସ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ଵକପ ୨୦୨୩ର ଗ୍ରୁପ୍ ପର୍ଯ୍ୟାୟ ଅନ୍ତିମ ସ୍ଥିତିରେ ପହଞ୍ଚିଛି। ସବୁ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳି ସାରିଥିବାବେଳେ ଗୁରୁବାରଠାରୁ ତୃତୀୟ ତଥା ଶେଷ ଗ୍ରୁପ୍ ମ୍ୟାଚ ଖେଳିବେ। ଏହି...
ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ହେଲା ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲର୍ଣ୍ଣର ଲାଇସେନ୍ସ କିମ୍ବା ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରୁଥିବା ୪୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଆସିଛି ନୂଆ ନିୟମ। ଆସିଥିବା ନିୟମ ଅନୁଯାୟୀ ସେମାନଙ୍କୁ ଏବେ...
ତିନି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା: ଫେବ୍ରୁଆରିରେ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହେବ ବିଧାନସଭା ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଲାଗି ବୁଧବାର ଦିନ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଫେବ୍ରୁଆରି ୧୬ ତାରିଖରେ...
ହକି ପୁରୁଷ ବିଶ୍ଵକପ: ୨-୨ ଗୋଲରେ ଡ୍ର ରହିଲା ବେଲଜିୟମ-ଜର୍ମାନୀ ମ୍ୟାଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଗ୍ରୁପ୍ ‘ବି’ ମ୍ୟାଚ। ମଙ୍ଗଳବାର ବେଲଜିୟମ ଓ ଜର୍ମାନୀ ମଧ୍ୟରେ ହୋଇଥିବା ମୁକବିଲାଟି ୨-୨ ଗୋଲରେ ଡ୍ର ରହିଛି। ୟୁରୋପର ଦୁଇ...
ଜେପି ନଡ୍ଡାଙ୍କ ନେତୃତ୍ଵରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଲାଗି ପାଗ ଭିଡ଼ୁଛି ବିଜେପି। ନିର୍ବାଚନ ବୈତରଣୀ ପାର ହେବା ଲାଗି ଦଳର ବଡ଼ ଆସ୍ଥା ପାଲଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
ଆଗାମୀ ସାଧାରଣ...
ହକି ପୁରୁଷ ବିଶ୍ଵକପ: କଳିଙ୍ଗ ଷ୍ଟାଡିୟମରେ ଜାପାନକୁ ପରାସ୍ତ କଲା ଦକ୍ଷିଣ କୋରିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଛି ହକି ବିଶ୍ଵକପ ଗ୍ରୁପ୍ ‘ବି’ ମ୍ୟାଚ। ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯାଇଛି ପ୍ରଥମ ମୁକାବିଲା। ଗ୍ରୁପ ପର୍ଯ୍ୟାୟର ଏହି ପ୍ରଥମ ମ୍ୟାଚରେ...
ହକି ପୁରୁଷ ବିଶ୍ଵକପ ୨୦୨୩: ପ୍ରଥମ ଦଳ ଭାବେ କ୍ଵାର୍ଟର ଫାଇନାଲରେ ପ୍ରବେଶ କଲା ନେଦରଲାଣ୍ଡସ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ପୁରୁଷ ବିଶ୍ଵକପ ୨୦୨୩ରେ ନେଦରଲାଣ୍ଡସ ପ୍ରଥମ ଦଳ ଭାବେ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସୋମବାର ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡକୁ ୪-୦ ଗୋଲରେ ହରାଇ...
ହକି ପୁରୁଷ ବିଶ୍ଵକପ ୨୦୨୩: ପଞ୍ଚମ ଦିନରେ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ପୁରୁଷ ବିଶ୍ଵକପ ପହଞ୍ଚିଛି ପଞ୍ଚମ ଦିବସରେ। ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ଵକପର ଦୁଇଟି ମ୍ୟାଚ। ବିଶ୍ଵକପ ଗ୍ରୁପ୍ ‘ବି’ରେ ପ୍ରଥମେ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ...
ହକି ପୁରୁଷ ବିଶ୍ଵକପ ୨୦୨୩: କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ବିଜୟୀ ଏବଂ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ ମ୍ୟାଚ ଡ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵକପରେ ସୋମବାର କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚଟି ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ଫ୍ରାନ୍ସ ୨-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ...





















