National

ହକି ପୁରୁଷ ବିଶ୍ଵକପ ୨୦୨୩: ବିର୍ସା ମୁଣ୍ଡା ଷ୍ଟାଡିୟମରେ ମାଲେସିଆ ଓ ନେଦରଲାଣ୍ଡସ ବିଜୟୀ  

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ଵକପ ୨୦୨୩ ସୋମବାର ଚତୁର୍ଥ ଦିନରେ ପହଞ୍ଚିଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଛି ଦୁଇଟି ମ୍ୟାଚ। ପ୍ରଥମ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ କରିଛି।...

ହକି ପୁରୁଷ ବିଶ୍ଵକପ ୨୦୨୩: ଚତୁର୍ଥ ଦିନରେ ଖେଳାଯିବ ୪ଟି ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖେଳାଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଦିନ ଗଡ଼ୁଥିବା ସହିତ ବିଶ୍ଵକପର ରୋମାଞ୍ଚ ବଢିବାରେ ଲାଗିଛି। ସୋମବାର ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ...

ହକି ପୁରୁଷ ବିଶ୍ଵକପ ୨୦୨୩: ଭାରତ ବନାମ ଇଂଲଣ୍ଡ ମ୍ୟାଚ ଡ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଡ୍ର ରହିଛି। ପୁରୁଷ ହକି ବିଶ୍ଵକପ ୨୦୨୩ରେ ଖେଳାଯାଇଥିବା ଗ୍ରୁପ୍ ‘ଡି’ର ମୁକାବିଲାଟି ଗୋଲ ଶୂନ୍ୟ...

ହକି ପୁରୁଷ ବିଶ୍ଵକପ ୨୦୨୩: ଦ୍ଵିତୀୟ ଦିନରେ ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ରେ ୪ଟି ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ଵକପ ୨୦୨୩। ଶୁକ୍ରବାର ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଛି ୪ଟି ମ୍ୟାଚ। ଶନିବାର ବିଶ୍ଵକପର ଦ୍ଵିତୀୟ ଦିବସରେ...

ହକି ପୁରୁଷ ବିଶ୍ଵକପ ୨୦୨୩: ସ୍ପେନକୁ ହରାଇ ଦମଦାର ଅଭିଯାନ ଆରମ୍ଭ କଲା ଭାରତ 

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଆରମ୍ଭ ହୋଇଛି ହକି ପୁରୁଷ ବିଶ୍ଵକପ୨୦୨୩। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଦୁଇଟି ମ୍ୟାଚ ପରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଛି ଦୁଇଟି ମ୍ୟାଚ। ପ୍ରଥମ ମ୍ୟାଚରେ...

ହକି ପୁରୁଷ ବିଶ୍ଵକପ ୨୦୨୩: ଦ୍ଵିତୀୟ ମ୍ୟାଚରେ ଫ୍ରାନ୍ସକୁ ୮-୦ ଗୋଲରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି ହକି ପୁରୁଷ ବିଶ୍ଵକପ। ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଛି ବିଶ୍ଵକପର ଦ୍ଵିତୀୟ ମୁକାବିଲା। ଗ୍ରୁପ ପର୍ଯ୍ୟାୟର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୮-୦...

ଆରମ୍ଭ ହେଲା ହକି ପୁରୁଷ ବିଶ୍ଵକପ ୨୦୨୩, ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଆର୍ଜେଣ୍ଟିନା

ଓଡ଼ିଶାଲାଇଭ୍ ବ୍ୟୁରୋ   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି ହକି ପୁରୁଷ ବିଶ୍ଵକପ। ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଛି ବିଶ୍ଵକପର ପ୍ରଥମ ମୁକାବିଲା। ଗ୍ରୁପ ପର୍ଯ୍ୟାୟର ଏହି ପ୍ରଥମ ମ୍ୟାଚରେ...

ବିଶ୍ଵକପ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆକୁ ଲାଜରୁସ୍ ବାର୍ଲାଙ୍କ ଉପଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପରେ ଶୁକ୍ରବାର ଭାରତ ଓ ସ୍ପେନ ମୁହାଁମୁହିଁ ହେବେ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ ମୁକାବିଲା। ମ୍ୟାଚ ପୂର୍ବରୁ ଭାରତୀୟ ଦଳର...

ହକି ବିଶ୍ଵକପରେ ଭାରତୀୟ ଦଳର ଆଜିର ମ୍ୟାଚ ପାଇଁ ଓଡ଼ିଶାଲାଇଭର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ସମ୍ବିତଙ୍କ ସମୀକ୍ଷା’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ହକି ପୁରୁଷ ବିଶ୍ଵକପ। ବିଶ୍ଵକପର ପ୍ରଥମ ଦିବସରେ ଭାରତୀୟ ଦଳ ସ୍ପେନ ବିପକ୍ଷରେ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ନିଜର ପ୍ରଥମ ଗ୍ରୁପ...

ଆଜି ଆରମ୍ଭ ହେଉଛି ପୁରୁଷ ହକି ବିଶ୍ଵକପ, ପ୍ରଥମ ଦିନରେ ଭାରତ-ସ୍ପେନ ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ବିଶ୍ଵକପ ପ୍ରାରମ୍ଭରୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଗ୍ରୁପ ପର୍ଯ୍ୟାୟରେ ଦଳମାନେ ନିଜ ନିଜ ଗ୍ରୁପରେ ବିରୋଧୀ ଦଳ ସହ ପ୍ରତିଦ୍ଵନ୍ଦ୍ଵିତା...