National

ବୌଦ୍ଧରେ ପହଞ୍ଚିଲେ ଜାତିପ୍ରଥା ଉଚ୍ଛେଦ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରୁଥିବା ଧୀରଜ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିଛନ୍ତି ବିହାରର ଯୁବକ ଧୀରଜ କୁମାର। ଏକ ନିର୍ଦିଷ୍ଟ ଲକ୍ଷ୍ୟ ନେଇ ତାଙ୍କର ଏହି ଯାତ୍ରା। ସମାଜରୁ ଜାତିଆଣ ଭେଦଭାବ ଦୂର...

କୋଭିଡ୍ ମୁକାବିଲା ପାଇଁ ଆସିଲା ନାଜାଲ୍ ଭ୍ୟାକ୍ସିନ୍ ‘ଇନକୋଭ୍ୟାକ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କୋଭିଡ୍ ଟୀକାକରଣ ଲାଗି କେନ୍ଦ୍ର ସରକାର ଭାରତ ବାୟୋଟେକ୍‌ର ନାଜାଲ୍ ଭ୍ୟାକ୍ସିନ୍ ‘ଇନକୋଭ୍ୟାକ୍’କୁ ମଞ୍ଜୁରୀ ଦେଇଛନ୍ତି। କୋ-ୱିନ ଆପରେ ବୁକିଂ ପାଇଁ ଏହି ନାଜାଲ୍ ଭ୍ୟାକ୍ସିନକୁ ସାମିଲ କରାଯାଇଛି। ଏହା...

ଚୀନ, ପାକିସ୍ତାନ ସୀମାରେ ମୁତୟନ ହେବ ‘ପ୍ରଳୟ’, ପ୍ରତିରକ୍ଷା ବିଭାଗ କିଣିବ ୧୨୦ ମିସାଇଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ ସହ ବିବାଦ ଭିତରେ ଭାରତ ଏଲଏସିରେ ମୁତୟନ କରିବ ଅତ୍ୟାଧୁନିକ ବାଲାଷ୍ଟିକ ମିସାଇଲ ‘ପ୍ରଳୟ’। ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟ...

ଆସନ୍ତାକାଲି ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ସମ୍ଭାବ୍ୟ କୋଭିଡ ମୁକାବିଲା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ତଥା ମଙ୍ଗଳବାର ଅପରାହ୍ନ ୪ଟା ୩୦ରେ...

ଦେଶ ପରିକ୍ରମା କରିବା ପରେ ସାରା ଓଡ଼ିଶାରେ ବୁଲିବ ହକି ବିଶ୍ଵକପ୍ ଟ୍ରଫି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବିଭିନ୍ନ ସହରରେ ବିଶ୍ଵକପ୍ ହକି ଟ୍ରଫି ଟୁର୍ ଶେଷ ହେବା ପରେ ଓଡ଼ିଶା ଫେରିଛି ବିଶ୍ୱକପ୍ ଟ୍ରଫି। ଏହି ଟ୍ରଫି ଟୁରରେ ଦେଶର ୧୩ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ...

ଆଜି ବଡ଼ଦିନ: ପାଳନ ହେଉଛି ପ୍ରଭୁ ଯୀଶୁଙ୍କ ଜନ୍ମଦିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ। ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ସବୁଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ। କୋଭିଡର ଦୁଇ ବର୍ଷ...

ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ପୋଡ଼ି ନଷ୍ଟ କଲା ବିଶାଖାପାଟଣା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ପ୍ରାୟ ଅଢ଼େଇ କୋଟି ଟଙ୍କାର ଗଞ୍ଜେଇକୁ ଶନିବାର ଦିନ ପୋଡ଼ି ନଷ୍ଟ କରିଛି ବିଶାଖାପାଟଣା ପୋଲିସ। ଆନ୍ଧ୍ରପ୍ରଦେଶ ପୋଲିସ ଓଡ଼ିଶା ସୀମାନ୍ତବର୍ତ୍ତୀ ୨ଟି ଜିଲ୍ଲା ଆଲୁରୀ ସୀତାରାମ...

କୋଭିଡ ସଂକ୍ରମିତ ୫ ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା’ ଫର୍ମ ପୂରଣ କରିବା ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଆରମ୍ଭ ହୋଇଛି କୋଭିଡ ଭୟ। ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡ ଭଳି ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। କୋଭିଡ ମୁକାବିଲା ଲାଗି ଆଗୁଆ...
oxygen_covid19

କୋଭିଡ ନିୟମ କଡ଼ାକଡ଼ି: ଅସ୍କିଜେନ ସିଲିଣ୍ଡର ମହଜୁଦ ରଖିବାକୁ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ, ଜାପାନ ଏବଂ ଆମେରିକା ଆଦି ୫ଟି ଦେଶରେ କୋଭିଡ ସ୍ଥିତି ଅଣାୟତ ହେବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ .୭କୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି।...

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ଗିରଫ କଲା ସିବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି। ଭିଡିଓକନ୍ ଗ୍ରୁପ୍ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସେମାନେ ଗିରଫ...