ଦିଲ୍ଲୀରେ ଚାଞ୍ଚଲ୍ୟ: ସ୍କୁଲ ଯାଉଥିବାବେଳେ ନାବାଳିକା ଉପରେ ଏସିଡ୍ ମାଡ଼ କଲେ ଦୁଇ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ନାବାଳିକା ଉପରେ ଏସିଡ ଆକ୍ରମଣ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଧବାର ସକାଳ ପ୍ରାୟ ୭ଟାରେ ନାବାଳିକା ଜଣଙ୍କ ସ୍କୁଲ ଯାଉଥିବାବେଳେ ଦୁଇ ଦୁବୃତ୍ତ ବାଇକରେ ଆସି...
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଖାରଜ କଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟ ବେଞ୍ଚ୍ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲିସ...
୫ଜି ଷ୍ଟାଣ୍ଡ୍-ଆଲୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ଆସିଲେ ୱାନ୍ପ୍ଲସ୍ ଏବଂ ରିଲାଏନ୍ସ ଜିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଜିଓର ୫ଜି ଷ୍ଟାଣ୍ଡ୍-ଆଲୋନ୍ ଟେକ୍ନୋଲୋଜିରେ ଚାଲିବ ୱାନ୍ପ୍ଲସ୍ ସ୍ମାର୍ଟଫୋନ୍। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି। ବେଙ୍ଗାଳୁରୁରେ ହୋଇଥିବା ଏକ ସ୍ଵତନ୍ତ୍ର...
ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ଦୌଡ଼ରେ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ଆରଆରଆର’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ସମ୍ମାନ ଜନକ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ ବର୍ଗରେ ମନୋନୀତ ହୋଇଛି । ଏହାଛଡ଼ା ଏହି...
ଦୃଷ୍ଟିହୀନ ଟି-୨୦ ବିଶ୍ଵକପ୍ – ଭାରତର ଧୂଆଁଧାର ବ୍ୟାଟିଂ ଆଗରେ ବାଂଲାଦେଶ ଚିତ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଗ୍ରାଉଣ୍ଡରେ ହେଲା କଡ଼ା ଟକ୍କର
ବାଂଲାଦେଶକୁ ୭ ଓ୍ଵିକେଟରେ ହରାଇଲା ଭାରତ
ଟିମ୍ ଇଣ୍ଡିଆରେ ଓଡ଼ିଆ ପୁଅ ନକୁଳ ବଡ଼ନାୟକ
ଦୃଷ୍ଟିହୀନ ଟି-୨୦ ବିଶ୍ଵକପ୍ରେ ବାଂଲାଦେଶକୁ ୭ ଓ୍ଵିକେଟରେ...
୨୦୨୩ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ଜାତୀୟ ହକି ଶିବିର, ଓଡ଼ିଶାରୁ ସାମିଲ ହେବେ ୩ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ(ସାଇ)ର ବେଙ୍ଗାଳୁରୁସ୍ଥିତ ଏକାଡେମୀରେ ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି ଶିବିର ଆୟୋଜିତ ହେବ। ଏହା ଡିସେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତୀୟ...
ତୱାଙ୍ଗରେ ଭାରତ-ଚୀନ ସେନା ମୁହାଁମୁହିଁ ପ୍ରସଙ୍ଗ: ସଂସଦରେ ଉତ୍ତର ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ ଏବଂ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଚୀନ ସେନା ଭାରତର ସୀମାରେ ପ୍ରବେଶ କରିଥିବା ବେଳେ ଏହାର ଦୃଢ ଜବାବ ଦେଇଥିଲା...
କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ, ୫ ବର୍ଷୀୟ ଶିଶୁର ରିପୋର୍ଟ ପଜିଟିଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ପରେ ଏବେ ଚିନ୍ତାର କାରଣ ପାଲଟିଛି ଜିକା ଭାଇରସ। କର୍ଣ୍ଣାଟକର ରାୟଚୁର ଅଞ୍ଚଳର ଜଣେ ୫ ବର୍ଷର ଶିଶୁ ଜିକା ଭାଇରସ ପଜିଟିଭ ଥିବା ସ୍ଵାସ୍ଥ୍ୟମନ୍ତ୍ରୀ ସୁଧାକର ସ୍ପଷ୍ଟ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସର ବରିଷ୍ଠ ନେତା ରାଜା ପଟେରିଆ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିୟାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସକାଳେ ତାଙ୍କୁ ଗିରଫ କରିଛି...
ପୁଣି ମୁହାଁମୁହିଁ ଭାରତ-ଚୀନ ସେନା, ଜରୁରୀ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ ଏବଂ ଚୀନ ସେନା ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଡିସେମ୍ବର ୯ ତାରିଖ ରାତିରେ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲ୍ଏ)ର ୩୦୦ ରୁ ଅଧିକ...





















