National

ବିଶାଖାପାଟଣା – ଅଧା ବାଟରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵରରୁ ଗୋଆ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଛି। ବିଶାଖାପାଟଣା ଜିଲ୍ଲା ପାୟାକରାଉପେଟା ୫ ନମ୍ଵର ଜାତୀୟ ରାଜପଥର ଓ୍ଵାଇ ଜଙ୍କସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ ଇଞ୍ଜିନରେ ସର୍ଟସର୍କିଟ...

୧୯୯୧ରୁ ୨୦୨୧ – ଦେବଭୂମି ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ଏହିସବୁ ବଡ଼ ବିପର୍ଯ୍ୟୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରାଖଣ୍ଡରେ ରବିବାର ହୋଇଥିବା ହିମସ୍ଖଳନ ସାରାବିଶ୍ୱକୁ ସ୍ତବ୍ଧ କରିଦେଇଛି। ମାତ୍ର କେଇ ମୁହୁର୍ତ୍ତରେ ଏକ ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ ପୂରା ଦେଶକୁ ଦୋହଲାଇ ଦେଇଛି। ତେବେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ...

ବଡ଼ ପରଦାରେ ନଜର ଆସିବେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲଙ୍କ ଝିଅ ଆରୁଷୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ। କଥକ ଡ୍ୟାନ୍ସର ତଥା ପରିବେଶବିତ୍ ଭାବେ ବେଶ୍ ପରିଚିତ ଆରୁଷୀ ଏବେ...

ପ୍ରଥମ ଟେଷ୍ଟରେ ୧୯୨ରେ ଅଲଆଉଟ୍ ହେଲା ଭାରତ – ୨୨୭ ରନ୍‌ରେ ଜିତିଲା ଇଂଲଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଘରୋଇ ମାଟିରେ ହାରିଲା ଭାରତ ୨୨୭ ରନ୍‌ରେ ଜିତିଲା ଇଂଲଣ୍ଡ ୧୯୨ରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ ଭାରତ-ଇଂଲଣ୍ଡ ଚେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ହାସଲ କରିଛି ଭାରତ। ଟିମ୍...

ମୋଦୀଙ୍କ ଆଖିରେ ଲୁହ – ରାଜ୍ୟସଭାରେ ଗୁଲାମ ନବୀଙ୍କ ବିଦାୟୀ ବେଳେ ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଆଜି ରାଜ୍ୟସଭାରୁ ବିଦାୟ ନେଇଛନ୍ତି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହକୁ ସମ୍ବୋଧିତ କରିଥିଲେ। ଗୃହରେ...

ଋଷଭ ପନ୍ତ ହେଲେ ଆଇସିସି ପ୍ଲେୟର ଅଫ୍ ଦି ମନ୍‌ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆର ଯୁବ ଓ୍ଵିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଜାନୁଆରି ମାସ ପାଇଁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦି ମନ୍‌ଥ ବା ଶ୍ରେଷ୍ଠ କ୍ରିକେଟର ଭାବେ ମନୋନିତ...

ଉତ୍ତରାଖଣ୍ଡ ଟ୍ରାଜେଡି – ଟନେଲରେ ଫସି ରହିଛନ୍ତି ଆହୁରି ୩୫

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଟନେଲ ଭିତରେ ଏବେ ବି ଆହୁରି ୩୫ ଜଣ ଫସି ରହିଛନ୍ତି। ଦଉଡ଼ି ଜରିଆରେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର...

ଉତ୍ତରାଖଣ୍ଡ ପ୍ରଳୟରେ ହଜିଗଲେ ଓଡ଼ିଆ ପୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଜଣେ ଓଡ଼ିଆ ପୁଅ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣଙ୍କ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ବୋଲି ଜଣାପଡ଼ିଛି। ଯୁବକଙ୍କ ନାମ ନାଗାର୍ଜୁନ...

ଗଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସା ଘଟଣା – ଅଭିନେତା ଦୀପ୍ ସିଦ୍ଧୁ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁଙ୍କୁ ଗିରଫ କରାଯାଇଛି। ପଞ୍ଜାବର ଜିରକପୁରରୁ ସେ ଗିରଫ ହୋଇଛନ୍ତି। ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସୂଚନା ଦେଇଛି। ଦୀପ୍‌...

ଆଜି ଚକୋଲେଟ ଦେଇ ସଂପର୍କରେ ଆଣନ୍ତୁ ସୁଆଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଲିଛି ଭାଲେଣ୍ଟାଇନ ସପ୍ତାହ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ସପ୍ତାହ ଟି ସାଧାରଣ। ହେଲେ ପ୍ରେମୀଯୁଗଳଙ୍କ ପାଇଁ ଏହା ଖାସ୍‌। ଭାଲେଣ୍ଟାଇନ ସପ୍ତାହରେ ଆଜି ହେଉଛି ଚକୋଲେଟ ଡେ'। ଆଜିର ଦିନରେ...