ଜବଲପୁରର ଘରୋଇ ହସ୍ପିଟାଲରେ ନିଆଁ: ଜଳିଗଲେ ୧୦ ଜଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶ ଜବଲପୁରର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଅନେକ ଗୁରୁତର ଆହତ ହୋଇଛନ୍ତି। ହସ୍ପିଟାଲ ଭିତରେ ଅନେକ ଫସି ରହିଥିବାରୁ ମୃତାହତଙ୍କ ସଂଖ୍ୟା...
କମନୱେଲଥ୍ ଗେମ୍ସ: ଭାରତ ପାଇଁ ତୃତୀୟ ସ୍ଵର୍ଣ୍ଣ ପଦକ ଆଣିଲେ ଅଚିନ୍ତା ସେଉଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମ୍ସରେ ଭାରତକୁ ମିଳିଛି ତୃତୀୟ ସ୍ଵର୍ଣ୍ଣ ପଦକ। ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ଭାରତୀୟ ଭାରୋତ୍ତଳକ ଅଚିନ୍ତା ସେଉଳି। ଭାରୋତ୍ତଳନର ୭୩ କିଲୋଗ୍ରାମ...
ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। କେରଳ ତ୍ରିସୁର ଜିଲ୍ଲାର ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ଜଣେ ଯୁବକଙ୍କର ଶନିବାର ବଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହି ମାମଲାର ଉଚ୍ଚସ୍ତରୀୟ...
କିଆରାଙ୍କ ଲଭ୍ ଓ ବ୍ରେକଅପ୍ର କଥା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏବେ ଜଣେ ବେଶ୍ ପରିଚିତ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ଆକର୍ଷଣୀୟ ଚେହେରା ଓ ସୁନ୍ଦର ଅଭିନୟ ପାଇଁ ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ଏହି...
ମଇଦାନକୁ ଫେରିବେ ସୌରଭ ଗାଙ୍ଗୁଲି, ଚାଲିଛି ଜୋରସୋର ପ୍ରସ୍ତୁତି
ଓଡ଼ିଶାଲାଇଭ ବ୍ୟୁରୋ
ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୁଣି ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ୭ ବର୍ଷ ପରେ ସେ ଫେରିବେ କ୍ରିକେଟ ମଇଦାନକୁ। ଏ ନେଇ...
କମନୱେଲଥ୍ ଗେମ: ଭାରତକୁ ମିଳିଲା ପ୍ରଥମ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମରେ ଭାରତକୁ ମିଳିଛି ପ୍ରଥମ ପଦକ। କମନୱେଲଥ୍ ଗେମର ଆଜି ଦ୍ୱିତୀୟ ଦିନରେ ରୌପ୍ୟ ପଦକ ହାସଲ କରିଛନ୍ତି ଷ୍ଟାର ଭାରୋତ୍ତଳକ ମହାରାଷ୍ଟ୍ର ସାଙ୍ଗଲି...
ଆଜି ଫ୍ରେଣ୍ଡସିପ୍ ଡେ’ – ସାଙ୍ଗକୁ ଦିଅନ୍ତୁ ଏହି ଉପହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତ୍ୟେକଙ୍କ ଜୀବନରେ ବନ୍ଧୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୁଖ ଦୁଃଖ ସବୁଥିରେ ସାଙ୍ଗ ହିଁ ସାଥୀରେ ଥା‘ନ୍ତି। ଏହି ବନ୍ଧୁତାକୁ ଆହୁରି ଖାସ୍ କରିବା ପାଇଁ ବିଶ୍ଵାବ୍ୟପୀ ଏବେ ଫ୍ରେଣ୍ଡସିପ୍ ଡେ’ ପାଳନ...
ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଭୁଲ ମାଗିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଶେଷରେ ଭୁଲ ମାଗିଲେ। ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ...
ଶିକ୍ଷକ ନିଯୁକ୍ତି ଘୋଟାଲା: ବଢ଼ୁଛି ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖର୍ଜୀଙ୍କ ଅଡ଼ୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷକ ନିଯୁକ୍ତି ଘୋଟାଲାରେ ଛନ୍ଦି ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି।
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଛନ୍ଦି ହୋଇଥିବା...
‘ଲାଇଗର’କୁ ଅପେକ୍ଷା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସାଉଥ୍ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ବଲିଉଡରେ ଡେବ୍ୟୁ କରିଛନ୍ତି। ତାଙ୍କର ଡେବ୍ୟୁ ଫିଲ୍ମ ‘ଲାଇଗର’ ଅଗଷ୍ଟ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ବିଜୟଙ୍କ ନୂଆ ଲୁକ୍ ସାଙ୍ଗକୁ...




















