ମମତାଙ୍କ ମନ୍ତ୍ରିମଣ୍ଡଳରୁ ବିଦାହେଲେ ପାର୍ଥ ଚାଟାର୍ଜୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ନୀତି ଅଭିଯୋଗରେ ଛନ୍ଦି ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଫସିଥିବା ପାର୍ଥ ଚାଟାର୍ଜୀଙ୍କୁ...
ରାଷ୍ଟ୍ରପତିଙ୍କଠାରୁ ଆରବିଆଇ ଗଭର୍ଣ୍ଣର- ଜାତୀୟ ସ୍ତରରେ ଚମକୁଛନ୍ତି ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସ୍ତରରେ ଏବେ ଓଡ଼ିଆମାନଙ୍କ ଦବାଦବା ବଢ଼ିଛି। ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ସୂଚାରୂରୂପେ ଦାୟିତ୍ୱ ତୁଲାଇ ସେମାନେ ପ୍ରଶଂସା ସାଉଣ୍ଟିଛନ୍ତି।
ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ
ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ...
“ରାଷ୍ଟ୍ରପତ୍ନୀ” କହି ଅଡ଼ୁଆରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ବଦଳରେ ରାଷ୍ଟ୍ରପତ୍ନୀ କହି ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ସଫେଇ ଦେଇଛନ୍ତି...
ହେପାଟାଇଟିସ୍ ପ୍ରତି ରହୁନ୍ତୁ ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ହେପାଟାଇଟିସ୍ ଅନ୍ୟତମ। ଏହା ଲିଭର ବା ଯକୃତରେ ହେଉଥିବା ଏକପ୍ରକାର ସଂକ୍ରମଣ ଯାହାକି ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ। ଏହା ଯକୃତ କର୍କଟ ଭଳି...
ଏପିଜେ ଅବଦୁଲ କଲାମ – ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଚକ୍ଷଣ ଭାରତୀୟ ମହାକାଶ ବିଜ୍ଞାନୀ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।
ଡକ୍ଟର ଏପିଜେ ଅବଦୁଲ କଲାମ। ଭାରତର ଜଣେ ଏମିତି ବ୍ୟକ୍ତିତ୍ୱ ଯାହାକୁ ପୂରା...
ନ୍ୟାସନାଲ ହେରାଲ୍ଡ ମାମଲା: ଇଡି କାର୍ଯ୍ୟାଳୟରେ ପୁଣି ହାଜର ହେଲେ ସୋନିଆ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାରଣାସ୍ଥଳରୁ ରାହୁଲ ଗାନ୍ଧୀଙ୍କୁ ଉଠାଇ ନେଲା ପୋଲିସ୍
ଦେଶବ୍ୟାପୀ ଇଡି କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ
ନ୍ୟାସନାଲ ହେରାଲ୍ଡ ମାମଲାରେ ଦ୍ଵିତୀୟ ଥର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି କଂଗ୍ରେସ...
କାରଗିଲ ବିଜୟକୁ ପୂରିଲା ୨୩ ବର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି କାରଗିଲ ବିଜୟ ଦିବସ। ଆଜିର ଦିନରେ ନିଜ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେଇ ବୀର ଯବାନଙ୍କ ସ୍ମୃତିଚାରଣ କରୁଛନ୍ତି ଦେଶବାସୀ। ୧୯୯୮ ମସିହାରୁ ପାକିସ୍ତାନ ଆରମ୍ଭ କରିଥିବା...
କାରଗିଲ ବିଜୟ ଦିବସ: ମେଜର ପଦ୍ମପାଣି ଆଚାର୍ଯ୍ୟ ଅନ୍ତଃସତ୍ତ୍ଵା ପତ୍ନୀଙ୍କୁ ଚିଠିରେ ଯାହା ଲେଖିଥିଲେ…
ଓଡ଼ିଶାଲାଇଭ୍ ବ୍ୟୁରୋ
୨୩ତମ କାରଗିଲ ବିଜୟ ଦିବସରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି।
କେବଳ ଭାରତ ପାଇଁ ନୁହେଁ, ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ପଦ୍ମପାଣି...
ବଦଳିଲା ଠିକଣା: ରାଷ୍ଟ୍ରପତି ଭବନରୁ ବିଦାୟ ନେଲେ ରାମନାଥ କୋବିନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଛନ୍ତି। ଏବେ ତାଙ୍କ ଠିକଣା ବଦଳି ନୂଆଦିଲ୍ଲୀ ସ୍ଥିତ ୧୨ ଜନପଥ ନୂଆ ଠିକଣା ପାଲଟିଛି।
ଜୁଲାଇ ୨୪ ତାରିଖରେ...
ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ। ଶପଥ ଗ୍ରହଣ ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ନୂଆ ରାଷ୍ଟ୍ରପତି...





















