ଭାରତରେ ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ରାଷ୍ଟ୍ରପତି କିଭଳି ନିର୍ବାଚିତ ହୋଇଥାନ୍ତି ତାହାକୁ ନେଇ କେତେକଙ୍କ ମନରେ ପ୍ରଶ୍ନ ରହିଥାଏ। ତେଣୁ ଓଡ଼ିଶାଲାଇଭ୍ର ଏହି ରିପୋର୍ଟରେ ଆସନ୍ତୁ ଜାଣିବା ଭାରତରେ ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ?
ଭାରତୀୟ ସମ୍ବିଧାନର...
୧୮ ବର୍ଷ ପୁରୁଣା ମାନବ ଚାଲାଣ ମାମଲା: ଦଲେର ମେହନ୍ଦିଙ୍କୁ ୨ ବର୍ଷ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବର ପ୍ରସିଦ୍ଧ ଗାୟକ ଦଲେର ମେହନ୍ଦିଙ୍କୁ ଝଟକ୍। ୧୮ ବର୍ଷ ତଳର ମାନବ ଚାଲାଣ ମାମଲାରେ ଦଲେର ମେହନ୍ଦିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ପଞ୍ଜାବ ପଟିଆଲା କୋର୍ଟ। କୋର୍ଟଙ୍କ...
୯୪ ବର୍ଷ ବୟସରେ ଭଗଓ୍ଵାନୀ ଦେବୀଙ୍କ କମାଲ: ଦେଶ ପାଇଁ ଆଣିଲେ ଗୋଲ୍ଡ ମେଡାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୟସ ମାତ୍ର ଏକ ଆକଳନ। ଓ୍ଵାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ସିନିଅର ସିଟିଜେନ କାଟାଗୋରିରେ ୧୦୦ ମିଟର ରେସରେ ଗୋଲ୍ଡ ମେଡାଲ ଜିତି ଏହି କଥାଟିକୁ ସାବ୍ୟସ୍ତ କରି ଦେଖାଇଛନ୍ତି ଦିଲ୍ଲୀ...
ଆମେରିକାରେ ଓଡ଼ିଶା ପରମ୍ପରା: ମାସାଚ୍ୟୁଟସଠାରେ ବଡ଼ଠାକୁରଙ୍କ ନୀଳାଦ୍ରି ବିଜେ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ମାସାଚ୍ୟୁଟସଠାରେ ବଡ଼ଠାକୁରଙ୍କର ରଥଯାତ୍ରା, ବାହୁଡ଼ା ପର୍ବ, ସୁନାବେଶ ଏବଂ ନୀଳାଦ୍ରି ବିଜେ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନିୟୁ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିୟୁ ଇଂଲଣ୍ଡ ଶିରିଡ଼ି...
ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ବୟାନ: ବିଧାନସଭାରେ କଂଗ୍ରେସ-ବିଜେପି ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ବୟାନକୁ ନେଇ ବିଧାନସଭାରେ ଝଡ଼ ଉଠିଛି। ଏହି ଘଟଣାକୁ ବିଜେପି ନିନ୍ଦା...
ନୂତନ ‘ଅଶୋକ ସ୍ତମ୍ଭ’କୁ ନେଇ ବଢୁଛି ବିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ନୂତନ ‘ଅଶୋକ ସ୍ତମ୍ଭ’କୁ ନେଇ ଆରମ୍ଭ ହୋଇଛି ବିବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ନୂଆ ସଂସଦ ଭବନ ଛାତ ଉପରେ ସ୍ଥାପନ କରାଯାଇଥିବା ରାଷ୍ଟ୍ରୀୟ ପ୍ରତୀକ ଚିହ୍ନ...
ଜୁଲାଇ ୧୫ରୁ ମିଳିବ ମାଗଣା ବୁଷ୍ଟର ଡୋଜ୍: ସରକାରୀ ଡାକ୍ତରଖାନାରେ ୧୮ରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ଦିଆଯିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ମାଗଣାରେ ମିଳିବ ବୁଷ୍ଟର ଡୋଜ। ସବୁ ସରକାରୀ ଡାକ୍ତରଖାନାଗୁଡ଼ିକରେ ୧୮ରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ମିଳିବ ଏହି ବୁଷ୍ଟର ଡୋଜ। ଜୁଲାଇ ୧୫ ତାରିଖରୁ ମାଗଣା ବୁଷ୍ଟର ଡୋଜ ଉପଲବ୍ଧ ହେବ...
ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ: ଚର୍ଜସିଟ୍ ଦାଖଲ କଲା ଏନସିବି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଲଖ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ...
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ସମର୍ଥନ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାରି ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ରର...
ବେଙ୍ଗାଳୁରୁ ଜଗନ୍ନାଥ ମନ୍ଦିରରେ ବଡ଼ ଠାକୁରଙ୍କର ସୁନାବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଙ୍ଗାଳୁରୁଠାରେ ବଡ଼ ଠାକୁରଙ୍କର ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଧା ମୂର୍ତ୍ତି ୯ ଦିନ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ରହିବା ପରେ ଆଗ୍ରା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିର...



















