କଂଗ୍ରେସ ଛାଡ଼ିଲେ ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ଦଳ ବିରୋଧରେ ଅଣଦେଖା ଅଭିଯୋଗ ଆଣି ସେ ବୁଧବାର କଂଗ୍ରେସ ଛାଡ଼ିଥିବା କହିଛନ୍ତି। କଂଗ୍ରେସର ହାତ ଛାଡ଼ିବା ପରେ ହାର୍ଦ୍ଦିକ...
ମହଙ୍ଗା ପଡ଼ିଲା ପତଳା ହେବା: ଭୁଲ ସର୍ଜରୀ ଯୋଗୁଁ ପ୍ରାଣ ହରାଇଲେ କନ୍ନଡ଼ ଅଭିନେତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପତଳା ହେବା ମହଙ୍ଗା ପଡ଼ିଲା ୨୧ ବର୍ଷୀୟ କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କୁ। ଭୁଲ କସମେଟିକ୍ ସର୍ଜରୀ ଯୋଗୁଁ ଚେତନାଙ୍କର ମୃତ୍ୟୁ ହୋଇଛି।
ନିଜକୁ ପତଳା କରି ଆକର୍ଷଣୀୟ ଦିଶିବାର ମୋହ ଶେଷରେ...
କୋର୍ବେଭ୍ୟାକ୍ସର ମୂଲ୍ୟ ୨୫୦ଟଙ୍କାକୁ ହ୍ରାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭ୍ୟାକ୍ସିନ ନିର୍ମାତା କମ୍ପାନି ବାୟୋଲୋଜିକାଲ ଇ. ଲିମିଟେଡ(ବିଇ) କୋଭିଡ-୧୯ ଟିକାକରଣ ପାଇଁ କୋର୍ବେଭ୍ୟାକ୍ସର ମୂଲ୍ୟରେ ହ୍ରାସ କରିଥିବା ଘୋଷଣା କରିଛି। କୋର୍ବେଭ୍ୟାକ୍ସର ମୂଲ୍ୟ ୮୪୦ ଟଙ୍କାରୁ ହ୍ରାସ ହୋଇ ବର୍ତ୍ତମାନ ୨୫୦...
ସଦଗୁରୁଙ୍କ ମୃତ୍ତିକା ସଂରକ୍ଷଣ ଅଭିଯାନ: ବାଇକ ଯାତ୍ରାରେ ପହଞ୍ଚିଲେ ବାହାରିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୃତ୍ତିକା ସଂରକ୍ଷଣ ନିମନ୍ତେ ବିଶ୍ଵବାସୀଙ୍କୁ ସଚେତନ କରିବା ପାଇଁ ପରିବେଶବିତ ତଥା ଆଧ୍ୟାତ୍ମିକ ଗୁରୁ ସଦଗୁରୁ ୧୦୦ ଦିନର ବାଇକ୍ ଯାତ୍ରାରେ ବାହାରିଛନ୍ତି। ବାଇକ୍ରେ ସଦଗୁରୁ ୨୭ଟି ଦେଶରେ ପହଞ୍ଚି ଲୋକଙ୍କୁ...
‘ଥମାସ୍ କପ’ ଜିତିଲା ଭାରତୀୟ ବ୍ୟାଡମିଣ୍ଟନ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ବ୍ୟାଡମିଣ୍ଟନର ଅନ୍ୟତମ ମର୍ଯ୍ୟାଦାଜନକ ପ୍ରତିଯୋଗିତା ‘ଥମାସ କପ’ ପୁରୁଷ ବର୍ଗ ପ୍ରତିଯୋଗିତାରେ ଇତିହାସ ରଚିଛି ଭାରତ। ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା ଭାରତୀୟ ଦଳ ବିଜେତା ଟ୍ରଫି ହାସଲ...
ବିପ୍ଳବ ଦେବଙ୍କ ଇସ୍ତଫା, ମାନିକ ଶାହ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାନିକ ଶାହ ହେବେ ତ୍ରିପୁରାର ନୂଆ ମୁଖମନ୍ତ୍ରୀ। ବିପ୍ଳବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦବୀରୁ ଶନିବାର ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଥିଲା ବିଜେପି। ବିପ୍ଳବ ଦେବଙ୍କ...
ଆଇପିଏଲରୁ ସନ୍ନ୍ୟାସ ନେବେ ଅମ୍ବାତି ରାଇଡୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଷ୍ଟାର ପ୍ଲେୟର ଅମ୍ବାତି ରାଇଡୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ୨୦୨୨ ସିଜିନ ତାଙ୍କର ଶେଷ ଆଇପିଏଲ ହେବ ବୋଲି ସେ କହିଛନ୍ତି। ଏହି ସିଜିନରେ...
ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ମୁକୁଳାଇବେ ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ସୁଧୁରିବ ଶ୍ରୀଲଙ୍କାର ପରିସ୍ଥିତି। ଆର୍ଥିକ ସଙ୍କଟରୁ ମୁକୁଳିବ ଦେଶ। ଏବେ ଦୂର ହେବ ଦେଶବାସୀଙ୍କ ଦୁଃଖ। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏମିତି କିଛି କହିଛନ୍ତି...
ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁନ ୧୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ ମହାନଗର ନିଗମ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ରାଜ୍ୟସଭା ସାଂସଦ...
ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର। ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ନିଯୁକ୍ତି ମିଳିଛି। ଆସନ୍ତା ମେ’ ୧୫ ତାରିଖରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ...





















