National

୩୯ ବର୍ଷରେ ପଦାର୍ପଣ କଲେ ସାଉଥ୍ ସୁନ୍ଦରୀ ଅନୁଷ୍କା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅନୁଷ୍କା ସେଟ୍ଟୀ, ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସକ୍ରିୟ ଅଭିନେତ୍ରୀ। ତାଙ୍କର ଦମଦାର ଅଭିନୟ ଓ ଚୁଲବୁଲି ଚେହୋରା ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ଆଜି ଏହି...

ଆଜି ବିହାରରେ ଶେଷ ପର୍ଯ୍ୟାୟ ଭୋଟ – ୧,୨୦୭ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାର ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସନରେ ଭୋଟ ପଡ଼ିବ। ଯେଉଁଥିରେ ପ୍ରାୟ ୧,୨୦୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ...

ଚର୍ଚ୍ଚାରେ ମୁମ୍ଵାଇର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ, ଯାହାଙ୍କ ନାଁରେ ରହିଛି ୬୩ ଏନ୍‌କାଉଣ୍ଟରର ରେକର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ଵାଇ ପୋଲିସର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବଜେ ଦୀର୍ଘଦିନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର କୌଣସି ଏନ୍‌କାଉଣ୍ଟର ପାଇଁ ନୁହେଁ ବରଂ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କ...

ଆସନ୍ତାକାଲି ବିହାରରେ ଶେଷ ପର୍ଯ୍ୟାୟ ଭୋଟ – ୧,୨୦୭ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାର ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସନ ଲାଗି ଭୋଟ ପଡ଼ିବ। ଯେଉଁଥିରେ ପ୍ରାୟ ୧,୨୦୭ ପ୍ରାର୍ଥୀଙ୍କ ଭାଗ୍ୟ...

ପୁଣି ପରଦାରେ ଏକାଠି ହେବେ ଶାହରୁଖ, ସଲମାନ – ପୂର୍ବରୁ ଦେଇଛନ୍ତି ଏହି ହିଟ୍ ଫିଲ୍ମ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଦୁଇ ଖାନ୍‌ ସଲମାନ ଓ ଶାହରୁଖଙ୍କୁ ଅତୀତରେ ପରଦା ଉପରେ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ। କିନ୍ତୁ ଗତ କିଛି ବର୍ଷ ଏହି ଦୁଇ ଷ୍ଟାରଙ୍କୁ ଆଉ ଏକାଠି...

ଚାକିରି ନକରି ଚାଷକୁ ବୃତ୍ତି କରିଥିଲେ ଯୋଗେଶ – ଏବେ ବର୍ଷକୁ ଆୟ କରୁଛନ୍ତି ୫୦ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ ଜାଲୋର ଜିଲ୍ଲାର ଯୋଗେଶ ଯୋଶୀ ନିଜକୁ ଜଣେ ସଫଳ ଚାଷୀ ରୂପେ ଏବେ ପୁରା ଦେଶରେ ପ୍ରତିଷ୍ଠିତ କରିପାରିଛନ୍ତି। ଘରଲୋକଙ୍କ ବାରଣ ସତ୍ତ୍ଵେ ଚାକିରି ପାଇଁ ମନ ନବଳାଇ ଦିନେ...

ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବ କି ଅନୁକମ୍ପା କାର୍ଡ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଶେଷ ଅସ୍ତ୍ର ପ୍ରୟୋଗ କରିଛନ୍ତି ନୀତିଶ। ସେହି ଅସ୍ତ୍ର ହେଉଛି ସମ୍ବେଦନାର ରାଜନୀତି। ବିହାର ବିଜୟ ନେଇ ଆଶଙ୍କାରେ ଅଛନ୍ତି କି ନୀତିଶ? ଛଅ ଥର ମୁଖ୍ୟମନ୍ତ୍ରୀ ହୋଇଥିବା...

କିଏ କମଳା ହ୍ୟାରିସ? ପ୍ରଥମ ଭାରତୀୟ ବଂଶଜ ଭାବେ ହୋଇପାରନ୍ତି ଆମେରିକାର ଉପରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବିଶ୍ୱବାସୀ ଚାହିଁ ବସିଛନ୍ତି। ବର୍ତ୍ତମାନ ଯାହା ଚିତ୍ର ରହିଛି ସେଥିରୁ ଅନୁମାନ କରାଯାଉଛି ଯେ ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହୋଇପାରନ୍ତି। ଯଦି ଡେମୋକ୍ରାଟିକ୍ ପାର୍ଟିର...

ମହାରାଷ୍ଟ୍ରରେ ଖୋଲିଲା ସିନେମା ହଲ୍‌ – ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସୋ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୮ ମାସ ପରେ ମହାରାଷ୍ଟ୍ରରେ ଶୁକ୍ରବାରଠାରୁ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ସମସ୍ତ ସିନେମା ହଲ୍‌ ଖୋଲିଛି। କୋଭିଡ ଗାଇଡଲାଇନକୁ ପାଳନ କରି ଦର୍ଶକ ଏବେ ହଲ୍‌ରେ ବସି ଫିଲ୍ମ...

ଆସନ୍ତାବର୍ଷ ରୁଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ପୁଟିନ୍!

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୯୯ ମସିହାରୁ ଆଜି ପର୍ଯ୍ୟନ୍ତ ରୁଷର ରାଷ୍ଟ୍ରପତି ରହିଥିବା ଭ୍ଲାଦିମିର ପୁଟିନ୍ ୨୦୨୧ ମସିହାରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ୬୮ ବର୍ଷୀୟ ଏହି ନେତା ପାର୍କିନ୍ସନ ନାମକ ଏକ ଭୟଙ୍କର...