‘ରୋଜିସ୍ କିଚେନ’ରୁ ସଫଳ ମହିଳା ଉଦ୍ୟୋଗୀ ସରୋଜା ଚୌଧୁରୀ

ସଂଗୀତା ମାନସିଂହ ରୋଷେଇ ଆସୁନଥିଲା ବୋଲି ଦିନେ ଯିଏ ଶାଶୂଙ୍କଠାରୁ ପଦିଏ ମିଠା ଗାଳି ଶୁଣିଥିଲେ, ଏବେ ତାଙ୍କ ହାତ ରନ୍ଧା ଖାଦ୍ୟ ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା। ଭୁବନେଶ୍ୱରରେ ‘ରୋଜିସ୍...

୨୦୨୧-୨୨ ଆର୍ଥିକ ବର୍ଷରେ ନାଲ୍‌କୋର ରେକର୍ଡ ଲାଭ ୨,୯୫୨ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ନାଲ୍‌କୋର ୪୧ତମ ବାର୍ଷିକ ସାଧାରଣ ବୈଠକ ୧୪,୧୮୧ କୋଟି ଟଙ୍କାର ରେକର୍ଡ ଆୟ ଟିକସ ପରିବର୍ତ୍ତୀ ଲାଭ ୨,୯୫୨ କୋଟି ଦେଶର ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ୨୦୨୧-୨୨ ଆର୍ଥିକ ବର୍ଷରେ...

‘ଫୋର୍ବସ ଇଣ୍ଡିଆ’ ମାଗାଜିନ କଭରରେ ୟୁନିକର୍ନ କ୍ଳବରେ ସାମିଲ ହୋଇଥିବା ଭାରତର ପ୍ରଥମ ଉଦ୍ୟୋଗୀ ଦମ୍ପତି ଆଶିଷ-ରୁଚି

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିଷ୍ଠିତ ବିଜିନେସ୍ ପତ୍ରିକା ‘ଫୋର୍ବସ ଇଣ୍ଡିଆ’ର କଭର ପେଜରେ ସ୍ଥାନ ପାଇଛନ୍ତି ୟୁନିକର୍ନ କ୍ଲବରେ ଏଣ୍ଟ୍ରି କରିଥିବା ପ୍ରଥମ ଭାରତୀୟ ଉଦ୍ୟୋଗୀ ଦମ୍ପତି ଆଶିଷ ମହାପାତ୍ର ଏବଂ ରୁଚି କାଲ୍‌ରା। ମାତ୍ର...

କୋରାପୁଟ ମାଟିରେ ସଫଳ ଡ୍ରାଗନ ଫଳ ଚାଷ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ମାଟିରେ ଫଳୁଛି ବେଦଶୀ ଫଳ। ଛତିଶଗଡ଼ର ଦୁଇଜଣ ଚାଷୀ କୋରାପୁଟରେ ଡ୍ରାଗନ ଏବଂ ପିଜୁଳି ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି। (ଜୟପୁର): ଛତିଶଗଡ଼ର ହସମୁଖ...

ଭୁବନେଶ୍ୱରସ୍ଥିତ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ରେ ‘ବ୍ୟୁଟି ଥେରାପି ଏବଂ ହେୟାର ଡିଜାଇନିଂ’ ପାଠ୍ୟକ୍ରମ ପାଇଁ ନାମଲେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନିଂ’ରେ କ୍ୟାରିୟର କରିବାକୁ ଚାହୁଁଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଏକ ସୁଯୋଗ। ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ ଖୋଲିଥିବା...

ମୁମ୍ବାଇରେ ୧୫ଟି କମ୍ପାନି ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ମେକ୍ ଇନ୍ ଇଣ୍ଡିଆ କନ୍‌କ୍ଲେଭ୍ ଆୟୋଜିତ ହେବାକୁ ଯାଉଛି। ଏଥିପାଇଁ ବୃହତ୍ କମ୍ପାନିଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା...

ଇଣ୍ଟରନେଟ ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଓଡ଼ିଆ ପୁଅ ଅରବିନ୍ଦ ପାଣି

ଓଡ଼ିଶାଲାଇଭ୍ ବ୍ୟୁରୋ 'ଓଡ଼ିଶାଲାଇଭ୍' ପ୍ରସ୍ତୁତ ୱେବ୍ ସିରିଜ୍ 'ଷ୍ଟାର୍ଟଅପ୍ ଷ୍ଟୋରି' କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା 'ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍'ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ପାଣିଙ୍କ ସହ...

ଏଣିକି ମାଗଣାରେ ପାଇପାରିବେ ଭିଆଇପି ମୋବାଇଲ ନମ୍ବର

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଆଇପି ମୋବାଇଲ ନମ୍ବର ବ୍ୟବହାର କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥାଏ। ତେବେ ଭିଆଇପିମୋବାଇଲ ନମ୍ବର ପାଇବାକୁ ଅତିରିକ୍ତ ଦେୟ ଦେବାକୁ ପଡ଼ୁଥିବାରୁ ଅନେକ ବ୍ୟବହାରକାରୀ ଏହି ସବୁ...

ଶିଳ୍ପ ଜଗତର ଉଦୀୟମାନ ତାରକା ଥିଲେ ସାଇରସ ମିସ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଦୀୟମାନ ଶିଳ୍ପୋଦ୍ୟୋଗୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ହେଉଛନ୍ତି ସାଇରସ ମିସ୍ତ୍ରୀ। ରବିବାର ଅପରାହ୍ଣରେ ମହାରାଷ୍ଟ୍ରର ପାଲଘର ନିକଟରେ କାର୍ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ...

ଅକ୍ଟୋବରରୁ ଏହି ସବୁ ଫୋନରେ କାମ କରିବନି ହ୍ୱାଟସଆପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ହ୍ୱାଟସଆପ୍ ବ୍ୟବହାରକାରୀଙ୍କୁ ଝଟକା। ଆସନ୍ତା ଅକ୍ଟୋବରରୁ କେତକ ଫୋନରେ କାମ କରିବନି ହ୍ୱାଟସଆପ୍। ଆଇଫୋନ୍-୫ ଏବଂ ଆଇଫୋନ୍-୫ସିରେ ଏହି ଆପ୍ କାମ କରିବ ନାହିଁ। ଉପଭୋକ୍ତାଙ୍କ ଆଇଫୋନରେ ଆଇଓଏସ୍୧୦ କିମ୍ବା ଆଇଓଏସ୍୧୧...