କତାର: ୮ ପୂର୍ବତନ ଭାରତୀୟ ନୌସୈନିକଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଲା ରୋକ

ଓଡ଼ିଶାଲାଇଭ୍ ବ୍ୟୁରୋ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗୁରୁବାର କତାରର ଏକ ଅଦାଲତ ସମସ୍ତ ୮ ଜଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ...

ନୟାଗଡ଼ରେ ଆହତ ଦନ୍ତାହାତୀର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳରେ ଗୋଟିଏ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି। ଦନ୍ତାହାତୀଟିର ଗୋଡ଼ରେ ଆଘାତ ଲାଗିଥିବାରୁ ଗତ ୩ ଦିନ ଧରି ନନ୍ଦନକାନନର ବିଜେଶଷଜ୍ଞ ଦଳ...

ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହେଲେ ଓଡ଼ିଶାର ସତବୀର ସିଂ ରିୟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହୋଇଛନ୍ତି ଓଡ଼ିଶାର ସତବୀର ସିଂ ରିୟର। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ପଦ ପାଇଁ ବିସିସିଆଇ ପକ୍ଷରୁ ମନୋନୀତ କରାଯାଇଛି। ଏନେଇ ଓଡ଼ିଶା କ୍ରିକେଟ...

ଓଡ଼ିଶାରେ ଧୀରେ ଧୀରେ କମୁଛି ଶୀତ, ୧୦ ଡିଗ୍ରୀ ତଳେ ୫ଟି ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଧୀରେ ଧୀରେ ପାରଦ ଉପରକୁ ଉଠୁଥିବାବେଳେ ଶୀତର ପ୍ରକୋପ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ଆକଳନ କରିଛି...

ତୋଷାଳି ମେଳାରେ ଆକର୍ଷଣ ସାଜିଲା ବାଉଁଶ କଳାକୃତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ୧୮ତମ ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା। ଏଠାରେ ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରୁ ବୁଣାକାର ଓ ହସ୍ତଶିଳ୍ପୀମାନେ ଆସି ଲଗାଇଥିଲେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ଆସର।...

ମଧ୍ୟପ୍ରଦେଶ ଗୁନାରେ ଭୟଙ୍କର ଦୁର୍ଘଟଣା, ବସ ଜଳି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର ଗୁନାରେ ଭୟଙ୍କର ଦୁର୍ଘଟଣା ଘଟି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ...

କଟକ ହେରିଟେଜ ୱାକସ୍ ପକ୍ଷରୁ ଐତିହ୍ୟ ପ୍ରେମୀଙ୍କ ବିରଜା କ୍ଷେତ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ହେରିଟେଜ ୱାକସ୍ ପକ୍ଷରୁ ବଡ଼ଦିନ ଅବସରରେ ଯାଜପୁରର ବିରଜା କ୍ଷେତ୍ର ପରିଦର୍ଶନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଯାଜପୁରେ ଆୟୋଜିତ ଏହି 'ଯଯାତି କଲିଂ' ନାମକ ଯାତ୍ରାରେ ୨୫ ଜଣ ଐତିହ୍ୟ...

ଓଡ଼ିଶାରେ ଚିନ୍ତା ବଢ଼ାଉଛି କୋଭିଡ୍, ଚିହ୍ନଟ ହେଲେ ଆଉ ୩ ନୂଆ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚିନ୍ତା ବଢ଼ାଉଛି କୋଭିଡ୍। ରାଜ୍ୟରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆଉ ୩ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ...

ପ୍ରକାଶ ପାଇଲା ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ପରୀକ୍ଷା ୨୦୨୨ ଫଳାଫଳ, ଶୁଶ୍ରିତା ମିଶ୍ର ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପରୀକ୍ଷା ୨୦୨୨ର ଫଳାଫଳ ବୁଧବାର ଦିନ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଏକ ନମ୍ବର ସ୍ଥାନରେ ରହି...

ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି- ଚିତାବାଘ ଓ ଧଳା ସିଂହ ଶାବକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ନୂଆବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ୨୦୨୪ ଜାନୁଆରି ମାସରେ ଦୁବାଇରୁ କନ୍ଦନକାନନକୁ ଆସିବ ଚିତାବାଘ। ପ୍ରାଣୀ ବଦଳ ପ୍ରକ୍ରିୟାରେ ଦୁବାଇ ଚିଡ଼ିଆଖାନାରୁ ନନ୍ଦନକାନନକୁ ପ୍ରାଣୀ ଉଦ୍ୟାନକୁ ଚତାବାଘ...