ସୁନ୍ଦରଗଡ଼ରେ ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନନ୍ୟ ପ୍ରତିଭା ପ୍ରଦର୍ଶନ ସହ ନୂଆ ଅନୁଭୂତି ନେଇ ଫେରିଲେ ଜନଜାତି ଛାତ୍ରଛାତ୍ରୀ। ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଥିବା ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ରବିବାର...

ଭାରତୀୟ ରେଳବାଇର ଉତ୍ତର ଜୋନରେ ୩,୦୯୩ ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜାନୁଆରି ୧୧

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ଉତ୍ତର ଜୋନରେ (ଏନଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତର ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୦୯୩ଟି ପଦବୀ ପୂରଣ ହେବ। ଏହି...

ନୟାଗଡ଼: ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ବାମୀର ଆତ୍ମସମର୍ପଣ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ସ୍ତ୍ରୀର କଟାମୁଣ୍ଡଧରି ଥାନାରେ ପହଞ୍ଚିଲେ ସ୍ବାମୀ। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ବିଡ଼ାପାଜୁ ଗାଁରେ। ବିଡ଼ାପାଜୁ ଗ୍ରାମର ଅର୍ଜୁନ ବାଘ...

ସୁନ୍ଦରଗଡ଼ରେ ଜୋନସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗି ଫୁଲ୍’ର ତୃତୀୟ ଦିନ: ବିଜ୍ଞାନ ପ୍ରଦର୍ଶନୀ ସହିତ କାଗଜ କଣ୍ଢେଇ ପ୍ରସ୍ତୁତି...

ଓଡ଼ିଶାଲାଇଭ୍ ବ୍ୟୁରୋ (ସୁନ୍ଦରଗଡ଼): ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ। ଏହି ଅବସରରେ ଶନିବାର ଦିନ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜନଜାତି ଛାତ୍ରଛାତ୍ରୀମାନଙ୍କ...

ବଜ୍ରକାପ୍ତ ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ, ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ା): ବ୍ରହ୍ମପୁର-ରୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ନିକଟ ଅଖୁସିଙ୍ଗି ଛକ ନିକଟରେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଡିଲ ହେଉଥିବାବେଳେ ଚଢ଼ଉ କରିଲା ଏସଟିଏଫ। ଚଢ଼ଉ ବେଳେ ଗୋଟିଏ ଜୀବନ୍ତ...

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟୁଆର୍‌ କୋଡ୍‌ ସ୍କାନ କରି ଜାଣିହେବ ଅଣ୍ଡାର ଉତ୍ପାଦନ ତାରିଖ ଓ ଗୁଣବତ୍ତା ଡ୍ରାଏ କ୍ଲିନ୍‌, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପଦ୍ଧତିର ପ୍ରୟୋଗ ଦିନକୁ ୧୦ ଲକ୍ଷ ଅଣ୍ଡା...

ଏପିଜେ ଅବଦୁଲ କଲାମ ଦ୍ଵୀପରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା: ଜାନୁଆରିରୁ ମାର୍ଚ୍ଚ ଯାଏଁ ବନ୍ଦ ରହିବ କ୍ଷେପଣାସ୍ତ୍ର...

ଓଡ଼ିଶାଲାଇଭ୍ ବ୍ୟୁରୋ ଭଦ୍ରକର ଏପିଜେ ଅବଦୁଲ କଲାମ ଦ୍ଵୀପରୁ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଅଳ୍ପ ସମୟ ପାଇଁ ରୋକ୍ ଲଗାଇବ ଡିଆରଡିଓ। ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ଏହି ପଦକ୍ଷେପ...

ମଦ ବ୍ୟବସାୟୀଙ୍କ ଟଙ୍କା ପାହାଡ଼, ଗଣିଗଣି ମେସିନ ଅଚଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟକର ଫାଙ୍କିବା ଅଭିଯୋଗରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରିଥିଲା ଆୟକର ବିଭାଗ। ଏହି ଚଢ଼ଉ ବେଳେ ଆୟକର ବିଭାଗକୁ ଯେତିକି ନଦଗ ଟଙ୍କା ମିଳିଲା ତାହା ସମସ୍ତଙ୍କୁ...

ଆତଙ୍କବାଦୀ ଲିଙ୍କ ଅଭିଯୋଗ: ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ରୁ ଅଧିକ ସ୍ଥାନରେ ‘ଏନଆଇଏ’ ଚଢ଼ଉ, ୧୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଇନଭେସ୍ଟିଗେସନ ଏଜେନ୍ସି (ଏନଆଇଏ) ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଛି। ଏଥିରେ ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ୍’ ଓ ଅଲ-କାଏଦା ସହ ସମ୍ପର୍କ ରଖିବା ଅଭିଯୋଗରେ...

ଖୋଲିବ ପାରାଦୀପ ବନ୍ଦରରେ ଜାହାଜରୁ ମିଳିଥିବା ୨୨୦ କୋଟି ଟଙ୍କାର ‘କୋକେନ’ ରହସ୍ୟ, ସହଯୋଗ ପାଇଁ ଆସିଲେ ଅନୁବାଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପ ବନ୍ଦରରେ ଜାହାଜରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଖୁବ ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବାକୁ ଯାଉଛି। ଭାଷାଗତ...