odisha sasana

ରାଜ୍ୟର ସରକାରୀ ଓ ବେସରକାରୀ ଆଇ.ଟି.ଆଇଗୁଡ଼ିକରେ ଚାଲିଛି ଅନଲାଇନ ନାମ ଲେଖା ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକରୀ ଆଇ.ଟି.ଆଇଗୁଡ଼ିକରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଆଇ.ଟି.ଆଇ ତାଲିମ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଅନଲାଇନ ଆବେଦନ କରିପାରିବେ। ଷ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ...
sonu sood-5

ହାପି ବାର୍ଥ ଡେ’ ସୋନୁ ସୁଦ: କରୋନା ସମୟରେ ଗରିବଙ୍କ ପାଇଁ ଦେବତା ସାଜିଛନ୍ତି ସୋନୁ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ କରୋନା ସମୟରେ ହଜାର ହଜାର ପ୍ରବାସୀ ତଥା ଛାତ୍ରଛାତ୍ରୀ ଓ ଗରିବଙ୍କ ସେବାରେ ଲାଗିଛନ୍ତି ଅଭିନେତା ସୋନୁ ସୁଦ। ଏହି ରିଲ୍ ଲାଇଫର ଅଭିନେତା ଆଜି ସାଜିଛନ୍ତି ରିଅଲ୍ ଲାଇଫ୍...
Coronavirus blood test

ଭାରତରେ ୧୫୦ ଦିନରେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶବ୍ୟାପି ବଢ଼ିଚାଲିଛି କରୋନା ସଂକ୍ରମଣ। ତେବେ ଭାରତରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସୁଧାର ଦେଖିବାକୁ ମିଳିଛି। ଭାରତରେ ୧୫୦ ଦିନରେ ସୁସ୍ଥ ହୋଇଛନ୍ତି ଦଶ ଲକ୍ଷ୍ୟରୁ ଅଧିକ ଆକ୍ରାନ୍ତ। ଭାରତରେ...
aditya das

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଖୋଳତାଡ଼ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଅଡ଼ୁଆ ହୋଇ ହୋଇ ଯାଉଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ତେବେ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି। ଏନେଇ ତନାଘନା ଆରମ୍ଭ କରିସାରିଛି କ୍ରାଇମବ୍ରାଞ୍ଚ...
corona death

ରାଜ୍ୟରେ ପୁଣି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୬୯ରେ ପହଁଚିଲା ମୃତ୍ୟୁସଂଖ୍ୟା

ଓଡିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରାଣ ହରାଇଛନ୍ତି ୧୦ ଜଣ...
sushant-Rhea

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଗର୍ଲଫ୍ରେଣ୍ଡ ରିୟାଙ୍କ ବିରୋଧରେ ଏଫଆଇଆର କଲେ ପରିବାର ଲୋକେ

ଓଡ଼ିଶାଲାଇଭ୍ ଏଣ୍ଟଟେନମେଣ୍ଟ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛର ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତେବେ ଗତ ରବିବାର ଦିନ ସୁଶାନ୍ତଙ୍କ ବାପା କେକେ ସିଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ...
rafale landed-2

ଭାରତରେ ପହଞ୍ଚିଲା ଯୁଦ୍ଧ ବିମାନ ‘ରାଫେଲ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପହଞ୍ଚିଲା ଯୁଦ୍ଧ ବିମାନ ରାଫେଲ୍। ହରିୟାଣାର ଅମ୍ବାଲା ଏୟାରବେସଠାରେ ଲ୍ୟାଣ୍ଡ କଲା ଏହି ଫାଇଟର ଜେଟ୍। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ...
google-1

ଜୁଲାଇ ୨୦୨୧ ଯାଏଁ ଘରୁ କାମ କରିବେ ଗୁଗଲ୍ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଗଲ୍ ବିଶ୍ୱବ୍ୟାପି ନିଜର କର୍ମଚାରୀଙ୍କୁ ୨୦୨୧ ଜୁଲାଇ ଯାଏଁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଏନେଇ ଗୁଗଲ୍ ସିଇଓ ସମସ୍ତ କର୍ମଚାରୀଙ୍କୁ...
aditya-dash-1

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଉ ଦୁଇ ଟ୍ରେନ ଡ୍ରାଇଭରଙ୍କୁ ଜେରା କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛି ଦିନ ଧରି ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଖୋଲତାଡ଼ରେ ଲାଗିଛି ପୋଲିସ୍। ଏନେଇ ଆଉ ଦୁଇଟି ଟ୍ରେନ ଡ୍ରାଇଭରଙ୍କୁ ପଚରାଉଚରା କରାଯାଇଛି। ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟକୁ...
Aditya-Dash-1

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆକ୍ସନ ଟେକେନ ରିପୋର୍ଟ ମାଗିଲେ ଏନଏଚଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ଏନେଇ ବର୍ତ୍ତମାନ ଏନଏଚଆରସି ପୋଲିସ୍ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି। ଆଦିତ୍ୟା ଦାଶ ମୃତ୍ୟୁ ମାମଲାରେ ଏଯାଏଁ...