ବିଶ୍ୱସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମରେ ଏସୀୟ କ୍ରୀଡାର ସଫଳତା ପରେ ବିଶ୍ୱ ହକି ଲିଗ୍ ଏବଂ ହକି ବିଶ୍ୱକପକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ମଙ୍ଗଳବାର ରାଜ୍ୟ ସଚିବାଳୟରେ ଏକ ବୈଠକ ବସିଥିଲା। ମୁଖ୍ୟ...

କଳିଙ୍ଗ ଷ୍ଟାଡିୟମରେ ‘ହକି ୱାର୍ଲ୍‌ଡ ଲିଗ୍’ ପାଇଁ ଅନଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ମାସରେ ହେବାକୁ ଥିବା ହକି ୱାର୍ଲ୍‌ଡ ଲିଗ୍ ଫାଇନାଲ୍ ପାଇଁ ଶୁକ୍ରବାର ଦିନ ଅନ୍‌ଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଟିକେଟ୍ ମୂଲ୍ୟ ୫୦ଟଙ୍କାରୁ ୨୫୦ ଟଙ୍କା ଯାଏ ଧାର୍ଯ୍ୟ...

ପେପ୍ସିକୁ ନା’ କଲେ କୋହଲି

ଓଡ଼ିଶାଲାଇଭ୍‍ ବ୍ୟୁରୋ “ମୁଁ ପେପ୍ସି କିମ୍ବା କୌଣସି ମୃଦୁ ପାନୀୟ ପିଏନାହିଁ, ତେଣୁ ସେହିସବୁ ପ୍ରଡକ୍ଟ ପାଇଁ ଆଉ ପ୍ରଚାର କରିବିନାହିଁ,” ଏପରି ଇଚ୍ଛା ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ...

ଧୋନିଙ୍କୁ ‘ପଦ୍ମ ଭୂଷଣ’ ପାଇଁ ସୁପାରିଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ତୃତୀୟ ବଡ଼ ନାଗରିକ ସମ୍ମାନ ପଦ୍ମ ଭୂଷଣ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ନାମ ସୁପାରିଶ କରାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ପକ୍ଷରୁ ଏହା କୁହାଯାଇଛି। ସାମଗ୍ରିକ ବିକାଶ...

୨ୟ ଦିନିକିଆରେ ଟିମ୍‌ ଇଣ୍ଡିଆର କମାଲ୍‌: ଅଷ୍ଟ୍ରେଲିଆକୁ ୫୦ ରନ୍‌ରେ ହରାଇଲା ‘ବିରାଟ’ ବାହିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୁଲଦୀପ ଯାଦବଙ୍କ ଜବରଦସ୍ତ ବୋଲିଂ ଆଜି କମାଲ୍ କରିଛି। କୋଲକାତାର ଇଡେନ୍ ଗାର୍ଡନରେ ଚାଲିଥିବା ୫ଟି ଦିନିକିଆ ଶୃଙ୍ଖଳାର ୨ୟ ଦିବା-ରାତ୍ର ମ୍ୟାଚରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୫୦ ରନ୍‌ରେ ପରାସ୍ତ...

ବେଙ୍ଗାଳୁର ୪ର୍ଥ ଦିନିକିଆ: ଟିମ୍‌ ଇଣ୍ଡିଆକୁ ୨୧ ରନ୍‌ରେ ହରାଇଲା କଙ୍ଗାରୁ ଟିମ୍‌

ଓଡିଶାଲାଇଭ୍ ବ୍ୟୁରୋ ବେଙ୍ଗାଳୁର ୪ର୍ଥ ଦିନିକିଆରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଟିମ୍ ଇଣ୍ଡିଆ ୨୧ ରନ୍‌ରେ କଙ୍ଗାରୁ ଟିମ୍‌ଠାରୁ ହାରିଯାଇଛି। ଚିନ୍ନା୍ସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚରେ ଭାରତ...

ମାଉଣ୍ଟ ଏଲବ୍ରୁସ୍‌ ଶିଖରରେ ପହଞ୍ଚିଲେ ଓଡ଼ିଆ ପୁଅ ନୃସିଂହ ସାହୁ

ଓଡିଶାଲାଇଭ୍ ବ୍ୟୁରୋ ଦେଶ ତଥା ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ନୃସିଂହ ସାହୁ। ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ୍(୫୬୪୨୩/୧୮୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି...

ଆଜମଗଡରେ ପହଞ୍ଚିଲେ ଓଡ଼ିଶାର ଦୁଃସାହସିକ ସାଇକେଲ୍ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରୁ କାଠମାଣ୍ଡୁ ସାଇକେଲ ଯାତ୍ରା। ଏଭଳି ଦୁଃସାହସିକ ପଦକ୍ଷେପ ନେଇଛନ୍ତି ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ। ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ କାଠମାଣ୍ଡୁକୁ ଯାତ୍ରା କରିଥିବା...

ପ୍ରେମିକାଙ୍କୁ ବିବାହ କରିବେ ଭୁବି; ନିର୍ବନ୍ଧ ସରିଲା, ଡିସେମ୍ବରରେ ବିବାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଇଞ୍ଜିନିୟର ନୁପୂର ନାଗରଙ୍କୁ ବିବାହ କରିବେ। ଗୁରୁବାର ଦିନ...

ଗୋରଖପୁରରେ ପହଞ୍ଚିଲେ ଓଡ଼ିଶାର ଦୁଃସାହସିକ ସାଇକେଲ୍‌ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ୯ ଦିନରେ ପହଞ୍ଚିଛି କଟକରୁ କାଠମାଣ୍ଡୁ ସାଇକେଲ ଯାତ୍ରା। ଏହି ଯାତ୍ରାରେ ସାମିଲ୍‌ ହୋଇଥିବା ୮ ଜଣିଆ ଟିମ୍‌ ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ଗୋରଖପୁରରେ ପହଞ୍ଚିଛନ୍ତି। ଗୋଟିଏ ଦିନରେ ୧୨୩ କି...