ସ୍କୁଲ ରୂପାନ୍ତରଣର ଦ୍ଵିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ୪ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୪ଟି ଜିଲ୍ଲାର ୪୪୦ଟି ରୂପାନ୍ତର ସ୍କୁଲକୁ ଲୋକାର୍ପଣ କରିଛନ୍ତି। ଏଥିରେ ରହିଛି କେନ୍ଦୁଝର ଜିଲ୍ଲାର ୧୪୫ଟି ହାଇସ୍କୁଲ, ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି, ରାୟଗଡ଼ାର ୭୦ଟି...

ନବୀନଙ୍କ ନୂଆ ଷ୍ଟାଇଲ୍‌ – ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ

ସରୋଜ କୁମାର ମହାପାତ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ନବକଳେବର। ପଞ୍ଚମ ପାଳି ସରକାରର ତୃତୀୟ ବର୍ଷ ପୂରଣ ପରେ ନବୀନଙ୍କ ନୂଆ ଷ୍ଟାଇଲକୁ ନେଇ ଜୋରଦାର ଚର୍ଚ୍ଚା। ଓଡ଼ିଶା ରାଜନୀତିକ ଇତିହାସରେ ଆଉ ଏକ ନୂଆ...

କ୍ରାନ୍ତିକାରୀ ନେତା ଭାଗବତ ବେହେରାଙ୍କୁ ନୟାଗଡ଼ରେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ମାଟିର ଲୋକପ୍ରିୟ ନେତା ସ୍ୱର୍ଗତ ଭାଗବତ ବେହେରାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। ନୟାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱର୍ଗତ ନେତାଙ୍କର ଏକବିଂଶତମ...

ବାଚସ୍ପତି ପଦବୀରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ଶନିବାର ଦିନ ସେ ନିଜ ଇସ୍ତଫାପତ୍ର ଉପବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଉପବାଚସ୍ପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ୨୦୧୯ ମସିହାରୁ ସୂର୍ଯ୍ୟନାରାୟଣ ପାତ୍ର...

ପାଞ୍ଚଟି ରାଜ୍ୟରେ କୋଭିଡ ସ୍ଥିତି ଅଣାୟତ: ଓଡ଼ିଶାକୁ ପୁଣି ଫେରିପାରେ ମାସ୍କ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ପାଞ୍ଚଟି ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣ ରୋକିବା ନିମନ୍ତେ ସତର୍କ ରହିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟର ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ,...

ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଜୁନ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ଶନିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବର୍ତ୍ତମାନ ମାଟ୍ରିକ୍...

ସ୍କୁଲ ରୂପାନ୍ତରଣର ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତା’ ସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି। ପାଠ ସହ ଖେଳ ଆଦି କ୍ରିଏଟିଭ୍ ଟାଲେଣ୍ଟର...

ବ୍ରଜରାଜନଗରରେ ଉଡ଼ିଲା ବିଜେଡିର ବିଜୟ ଧ୍ଵଜା, ଦ୍ଵିତୀୟରେ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗରରେ ପୁଣି ଜନତାଙ୍କ ଭରସା ଜିତିବାରେ ସଫଳ ହୋଇଛି ବିଜେଡି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। କଂଗ୍ରେସ ଏଠାରେ ଦ୍ଵିତୀୟ...

ନୂଆ ରୂପ ନେବ ମା’ ସାରଳାଙ୍କ ପୀଠ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହେଉଛି ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ଼ ପୀଠ ତନ୍ମଧ୍ୟରୁ ଅନ୍ୟତମ। ଏବେ ମା’ ଝଙ୍କଡ଼ ଶାରଳାଙ୍କ ପୀଠ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ...

ରାଜ୍ୟରେ ଦୁଇ ସ୍ଵାଇନ ଫ୍ଲୁ ରୋଗୀ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟକୁ ପୁଣି ଫେରିଛି ସ୍ଵାଇନ ଫ୍ଲୁ। ରାଜ୍ୟରେ ଶୁକ୍ରବାର ଦୁଇଜଣ ସ୍ଵାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ଯୁବକ ଏବଂ ଜଣେ ୨୮ ବର୍ଷୀୟ...