ପୁଣି କମିଲା ତେଲ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦରରେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ନିକଟରେ ଅଶୌଧିତ ତେଲ ଦର ପାଖାପାଖି ଦେଢ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ଶୁକ୍ରବାର...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଜେଲ ଗଲେ ଶର୍ମିଷ୍ଠା ଓ ଝୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ହୋଇଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଗୁରୁବାର ଜେଲ ଯାଇଛନ୍ତି। ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍...

ସଂକ୍ରାନ୍ତି ପୁରୁଷ ଫକିରମୋହନ ସେନାପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ। ଆଜି ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ ଓଡ଼ିଆଙ୍କୁ ଜଣାଇବା...

ବେଙ୍ଗାଳୁରୁ ଜଗନ୍ନାଥ ମନ୍ଦିରରେ ବଡ଼ ଠାକୁରଙ୍କର ସୁନାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଙ୍ଗାଳୁରୁଠାରେ ବଡ଼ ଠାକୁରଙ୍କର ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଧା ମୂର୍ତ୍ତି ୯ ଦିନ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ରହିବା ପରେ ଆଗ୍ରା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିର...

‘ଦ ଲଙ୍ଗ୍ ୱାକ ଫ୍ରମ ଡାର୍କନେସ ଟୁ ଲାଇଟ’ ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ କିମ୍ବଦନ୍ତୀ ପର୍ବତାରୋହୀ ଶ୍ରୀ କୁସାଙ୍ଗ ଦୋର୍ଜି ଶେର୍ପାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ପୁସ୍ତକ 'ଦ ଲଙ୍ଗ୍ ୱାକ ଫ୍ରମ ଡାର୍କନେସ ଟୁ ଲାଇଟ' ଉନ୍ମୋଚିତ ହୋଇଛି। ବିଶିଷ୍ଟ ବନ୍ୟପ୍ରାଣୀବିତ୍ ତଥା ଦୁଃସାହସିକ କ୍ରୀଡ଼ା...

ଭୁବନେଶ୍ଵର ପଳାଶୁଣୀ ଭୟାନକ ସିରିଜ୍ ଦୁର୍ଘଟଣା – ଏକ ଦୁର୍ଘଟଣା ନା ସ୍ପଷ୍ଟ ଦିବାଲୋକରେ ହତ୍ୟା?

ନୀଳାମ୍ବର ରଥ ବେପରୁଆ ଭାରିଯାନ ଚାଳନା ଆମ ରାଜ୍ୟରେ ସଡ଼କକୁ କିପରି ମୃତ୍ୟୁ ପଥରେ ପରିଣତ କରିଛି ଭୁବନେଶ୍ଵର ପଳାଶୁଣୀ, କଟକର ୪୨ ମୌଜା ଏବଂ ରାଜଗାଙ୍ଗପୁରର ତିନୋଟି ଦୁର୍ଘଟଣା ତା’ର ତାଜା ଉଦାହରଣ।...

୧୧ ଦିନର ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସମସ୍ତ ସ୍କୁଲ ୧୧ ଦିନର ଖରାଛୁଟି ପରେ ଆଜି, ଜୁନ ୧୭ ତାରିଖଠାରୁ ଖୋଲିଛି। ଶ୍ରେଣୀ ଗୃହରେ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ। ସକାଳୁଆ ସ୍କୁଲ ବଦଳରେ ଆଜିଠାରୁ...

ମାର୍ଚ୍ଚ ୧୬ରୁ କୋଭିଡ ଟିକା ନେବେ ୧୨ରୁ ୧୪ ବର୍ଷର ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ଼ ଟିକା। ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ କରାଯିବ। ଏହା ସହ ୬୦ ବର୍ଷରୁ...

ଅନ୍ତରା ଚକ୍ରବର୍ତ୍ତୀଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ‘ମୁଁ ଯେ ଅମୃତ ସାଗର ବିନ୍ଦୁ’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=5bB_Hq0Olk4 ଆଜି ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ‘ମୁଁ ଯେ ଅମୃତ ସାଗର ବିନ୍ଦୁ’ ଅନ୍ତରା ଚକ୍ରବର୍ତ୍ତୀଙ୍କ କଣ୍ଠରୁ। ଅକ୍ଷୟ ମହାନ୍ତି – କେବଳ ଜଣେ...

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନ ୨୦୨୨ରେ  ବିପୁଳ ଜନ ସମର୍ଥନ ପାଇଥିବା ଆମ ଆଦମୀ ପାର୍ଟି(ଆପ)ର ଭଗବନ୍ତ ସିଂ ମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆପ୍‌ର ବିପୁଳ ବିଜୟ ପରେ...