ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ବୁଧବାର ହଠାତ ନିଜ ପଦବୀରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଅନିଲ ବୈଜଲ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି।...
ରାତିରେ ବିଜୁଳି କାଟ୍ ନକରିବାକୁ ବିଦ୍ୟୁତ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁଳି କାଟ୍ ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ସହିତ ଆଲୋଚନା ପରେ ଶକ୍ତି ସଚିବ ନିକୁଞ୍ଜ ଧଳ କହିଛନ୍ତି ମେଣ୍ଟେନାନ୍ସ ପାଇଁ ରାଜ୍ୟରେ ବିଜୁଳି କାଟ୍ ହେଉଛି। ବିଦ୍ୟୁତ୍...
ସଙ୍କଟରେ ଶ୍ରୀଲଙ୍କା: ଏୟାରଲାଇନ୍ସ ବିକିବେ, ନୋଟ ଛାପିବେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ସରକାରଙ୍କ ପାଖରେ ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ସାମର୍ଥ୍ୟ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏବେ ଶ୍ରୀଲଙ୍କା ସରକାର ନୋଟ...
କଂଗ୍ରେସ ଛାଡ଼ିଲେ ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ଦଳ ବିରୋଧରେ ଅଣଦେଖା ଅଭିଯୋଗ ଆଣି ସେ ବୁଧବାର କଂଗ୍ରେସ ଛାଡ଼ିଥିବା କହିଛନ୍ତି। କଂଗ୍ରେସର ହାତ ଛାଡ଼ିବା ପରେ ହାର୍ଦ୍ଦିକ...
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁରଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲାପାଳଙ୍କ ଉପସ୍ଥିତିରେ ୧୭୦ଟି ଆବେଦନର ଶୁଣାଣି
୫୪ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ୧୦ ଜଣଙ୍କୁ ମ୍ୟୁଟେସନ ପଟ୍ଟା ବଣ୍ଟନ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଆଜୀବିକା...
ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଖୋଜ ହୋଇଥିବା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଉଦ୍ଧାର କରାଯାଇଛି। ସରୋଜ ପାଢ଼ୀ ତାମିଲନାଡ଼ୁ ବୁଲିବାକୁ ଯାଇ ପରିବାର ଲୋକଙ୍କ ସହ ଯୋଗାଯୋଗ କରିନଥିଲେ। ଫଳରେ ସରୋଜ ପାଢ଼ୀ ନିଖୋଜ...
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପ୍ରଚାର କରିବେ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୩୧ ତାରିଖ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ମଙ୍ଗଳବାର ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି ବିଜେଡି। ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ...
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ଏଥର ବି ବାଦ ପଡ଼ିଲେ ଅନୁଭବ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ନିର୍ବାଚନ ମଇଦାନରେ। ନିଜ ନିଜର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଜୋର ସୋର ପ୍ରସ୍ତୁତି ଚଳାଇଛନ୍ତି ବିଜେଡି,...
ନୟାଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଜଜ୍ କୋର୍ଟ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୪୮ଟି ଫୌଜଦାରୀ, ଜମିଜମା ବିବାଦ...
ଆଣ୍ଡାମାନ ଛୁଇଁଲା ମୌସୁମୀ, ମେ’ ୨୭ରେ କେରଳ ଛୁଇଁବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଛି। ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ଚଳିତ ବର୍ଷ ସ୍ଵାଭାବିକ ସମୟ...





















