ସ୍ଥଳଭାଗ ଛୁଇଁବନି ବାତ୍ୟା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ। କିନ୍ତୁ ଅତି ନିକଟରେ ଗତି କରିବ। ତେଣୁ ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ବହିବାର ଆଶଙ୍କା ରହିଛି। ଏହାକୁ...

ସ୍ଥଗିତ ରହିଲା ନିଟ୍ ପିଜି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ହେବାକୁ ଥିବା ଏନ୍ଇଇଟି(ନିଟ୍) ପିଜି ପରୀକ୍ଷା ସ୍ଥଗିତ ରଖାଯାଇଛି। ୨୦୨୨ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ନିଟ୍...

ସ୍କୁଲ ରୂପାନ୍ତରଣର ଦ୍ଵିତୀୟ ପର୍ଯ୍ୟାୟର ଶେଷ ଦିନ: ୫ଟି ଜିଲ୍ଲାର ୪୧୬ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ପର୍ଯ୍ୟାୟର ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି। ପ୍ରଥମ ଏବଂ ଦ୍ଵିତୀୟ ଦୁଇଟି ପର୍ଯ୍ୟାୟରେ ମୋଟ ୩,୯୭୮ଟି ସ୍କୁଲର ରୂପାନ୍ତରଣ...

ସ୍କୁଲ ରୂପାନ୍ତରଣର ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତା’ ସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି। ପାଠ ସହ ଖେଳ ଆଦି କ୍ରିଏଟିଭ୍ ଟାଲେଣ୍ଟର...

ସ୍କୁଲ ରୂପାନ୍ତରଣର ଦ୍ଵିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ୪ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୪ଟି ଜିଲ୍ଲାର ୪୪୦ଟି ରୂପାନ୍ତର ସ୍କୁଲକୁ ଲୋକାର୍ପଣ କରିଛନ୍ତି। ଏଥିରେ ରହିଛି କେନ୍ଦୁଝର ଜିଲ୍ଲାର ୧୪୫ଟି ହାଇସ୍କୁଲ, ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି, ରାୟଗଡ଼ାର ୭୦ଟି...

ସୌମ୍ୟରଞ୍ଜନ: ଓଡ଼ିଆ ସ୍ୱାଭିମାନର ସ୍ୱରୂପ

କପିଳାସ ଭୂୟାଁ ଅଗଷ୍ଟ ମାସ ୧୮ ତାରିଖ। ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଉଛି ଏହି ଦିନଟିକୁ। କାରଣ ଏହା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସକାଳେ ସ୍ଥାନୀୟ ଇଡକଲ ପ୍ରେକ୍ଷାଳୟରେ ରାଜ୍ୟ...

ସୋସିଆଲ୍ ମିଡିଆ, ଶଦ୍ଦ, ନିଃଶଦ୍ଦ, ନୀରବତା ଓ ସଂଗୀତ ଇତ୍ୟାଦି ସମ୍ପର୍କରେ…

କପିଳାସ ଭୂୟାଁ ସିନେମା ତିଆରି ବେଳେ ସାଉଣ୍ଡ ଇଞ୍ଜିନିୟର ଓ ଡିଜାଇନର୍‌ମାନେ ଯେଉଁ ମୂଳ ତତ୍ତ୍ୱକୁ ଘେନି କାମ କରନ୍ତି, ତା'ହେଲା ‘ସାଉଣ୍ଡ୍ ଇଜ୍‌ କନ୍ସସ୍ପିକସ୍‌ ଇନ୍‌ ଇଟ୍‌ସ୍‌ ଆବ୍‌ସେନ୍ସ', ଅର୍ଥାତ, ନିଶଃଦ୍ଦ ବା ନୀରବରତାରେ ହିଁ ଶବ୍ଦର ଗୁରୁତ୍ତ୍ୱ ବୁଝିହୁଏ।...

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ହେଲୋ’ରେ ଓଡ଼ିଶାଲାଇଭ୍ ଛୁଇଁଲା ୧୭ ଲକ୍ଷ ଭିଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାଲାଇଭ୍‌ର ପ୍ରତ୍ୟେକ ଖବର, ଫଟୋ, ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହୋଲୋ’ରେ ପାଠକଙ୍କ ମନ ଛୁଉଁଛି। ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ‘ହେଲୋ’ରେ ଓଡ଼ିଶାଲାଇଭ୍‌ ଗୁରୁବାର (୨୬ ମାର୍ଚ୍ଚ ୨୦୨୦) ଦିନ ୧୭ ଲକ୍ଷ...

ସୋନପୁର: ପୋଲିସ୍ ଅଧିକାରୀଙ୍କ କାର୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଦିନ ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକଠାରେ। ଜଣେ ପୋଲିସ୍ ଅଧିକାରୀଙ୍କ କାର୍ ରାସ୍ତା କଡ଼ରେ ଛିଡ଼ା...

ସୋନପୁର: ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଦିନ ସକାଳୁ ସକାଳୁ ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ...