ଆଇପିଏଲ୍‌ରେ ବଡ଼ ପରିବର୍ତ୍ତନ: ସିଏସ୍‌କେର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍‌)ରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗୁରୁବାର ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍‌କେ)ର ଅଧିନାୟକ ପଦବୀ ଛାଡ଼ିଛନ୍ତି। ଧୋନୀ ୨୦୦୮ ମସିହାରୁ ସିଏସ୍‌କେର ଅଧିନାୟକ ରହିଛନ୍ତି।...

ଭୁବନେଶ୍ଵରରେ ଭୋଟ ଦେଲେ ବିଏମ୍‌ସି ମେୟର ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି। ଭୁବନେଶ୍ଵର ମହାନଗର ନିଗମର ମେୟର ପ୍ରାର୍ଥୀମାନେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ମେୟର ପ୍ରାର୍ଥୀ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ପୁଷ୍କର ସିଂହ ଧାମି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମି। ଡେରାଡୁନର ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଧାମି ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଉତ୍ତରାଖଣ୍ଡର ବିକାଶ ପାଇଁ...

ମାର୍ଚ୍ଚ ୩୧ରୁ ହଟିବ କୋଭିଡ ମହାମାରୀ ଆଇନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ବର୍ଷ ପରେ ଶେଷ ହେବାକୁ ଯାଉଛି କୋଭିଡକୁ ନେଇ ଲାଗୁ ହୋଇଥିବା ସମସ୍ତ କଟକଣା। ଆସନ୍ତା ମାର୍ଚ୍ଚ ୩୧ ତାରିଖଠାରୁ କୋଭିଡ ୧୯ର ସମସ୍ତ କଟକଣା ହଟାଇବାକୁ କେନ୍ଦ୍ର ସରକାର...

ଏପ୍ରିଲରୁ ପୁଣି ମଧ୍ୟାହ୍ନ ଭୋଜନ ଖାଇବେ ସ୍କୁଲ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ଧରି ରାଜ୍ୟର ସମସ୍ତ ସ୍କୁଲରେ ବନ୍ଦ ରହିଥିଲା ମଧ୍ୟାହ୍ନ ଭୋଜନ। ଧୀରେ ଧୀରେ କୋଭିଡ ପ୍ରଭାବ କମିଥିବାରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି...

ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ବାଣପୁର ଜେଏମ୍ଏଫସି କୋର୍ଟ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ମଙ୍ଗଳବାର ବାଣପୁର ପୋଲିସ୍ ତାଙ୍କୁ...

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ। ଲଗାତର ଦ୍ଵିତୀୟ ଦିନରେ ଡିଜେଲ ଓ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହୋଇଛି। ଗତକାଲି ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରେ ପେଟ୍ରୋଲ ଏବଂ ଡିଜେଲ...

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ: ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ...

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ...

ପୌର ନିର୍ବାଚନ: ଶେଷ ଦିନ ପ୍ରଚାରରେ କମ୍ପିଲା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ   ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ଏବଂ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଶେଷ ଦିନରେ ବି...

ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମଙ୍ଗଳବାର ଗିରଫ କରିଛି ବାଣପୁର ପୋଲିସ। ତାଙ୍କୁ ଭୁବନେଶ୍ଵର କୋର୍ଟରେ ହାଜର କରିଯିବା ପରେ ବାଣପୁର କୋର୍ଟକୁ ନିଆଯିବ। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ସମ୍ପର୍କରେ...