ଜାତୀୟ ରାଜନୀତିର ନୂଆ ଚେହେରା – ବିଜେପିରୁ ଯୋଗୀ, ଆମ ଆଦମୀ ପାର୍ଟିରୁ କେଜରିୱାଲ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିକଟରେ ପ୍ରକାଶ ପାଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠୁ ୨୦୨୪ ପାଇଁ ଗଣିତ କଷା ଯାଉଛି। ଯୋଗୀ ଆଦିତ୍ୟନାଥ ଏବଂ ଅରବିନ୍ଦ କେଜରିୱାଲ ଜାତୀୟ ରାଜନୀତିର...

କମେଡିରୁ ରାଜନୀତି : ଭଗଓ୍ଵନ୍ତ ମାନ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନେ ହାସ୍ୟ ଅଭିନେତା ହୋଇ ଲୋକଙ୍କୁ ହସାଉ ଥିଲେ। ଏବେ ରାଜ୍ୟବାସୀଙ୍କ ଦାୟିତ୍ଵ ବୁଝିବେ। ପଞ୍ଜାବର ରାଜନୀତିର ମଙ୍ଗୁଆଳ ହେବେ ଭଗଓ୍ଵନ୍ତ ସିଂ ମାନ। ଭଗୱନ୍ତ ସିଂ ମାନ ଜଣେ ହାସ୍ୟ ଅଭିନେତା...

ପୌର ନିର୍ବାଚନ: ସବୁ ଦଳରେ ବିଦ୍ରୋହୀଙ୍କୁ ନେଇ ବଢ଼ୁଛି ଚିନ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଭୋଟରମାନେ ସିଧାସଳଖ ନିଜ ମେୟର ବାଛିବେ। ରାଜଧାନୀରେ ହାଇଭୋଲଟେଜ୍ ଲଢ଼େଇ ହେବ। ମନ୍ତ୍ରୀ, ବିଧାୟକମାନଙ୍କ ପତିଆରର ପରୀକ୍ଷା ହେବ। ତେଣୁ ଏଥର ପୌର ନିର୍ବାଚନରେ ଜୋରଦାର ଲଢ଼େଇ ହେବ।  ଚଳିତ ଥର...

ଗୋରଖପୁରରେ ଯୋଗୀଙ୍କ ଯାଦୁ: ୧ ଲକ୍ଷ ୨ହଜାର ଭୋଟରେ ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ   ଉତ୍ତର ପ୍ରଦେଶରେ ବିଜେପିର ଦବଦବା ଜାରି ରହିଛି। ଜନତା ପୁଣି ଭରସା କରିଛନ୍ତି ଯୋଗୀ ସରକାରଙ୍କ ଉପରେ। ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ...

ଗୋରଖପୁରରେ ଯୋଗୀଙ୍କ କରିସ୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପ୍ରଦେଶ ଗୋରଖପୁର ସଦର ଆସନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଚଳିତ ବିଧାନସଭା ନିର୍ବାଚନ ୨୦୨୨ରେ ଉତ୍ତର ପ୍ରଦେଶରେ ବିଜେପିକୁ ବିପୁଳ ସମର୍ଥନ ମିଳିଛି।...

ଉତ୍ତର ପ୍ରଦେଶରେ ପୁଣି ସରକାର ଗଢ଼ିବ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ସିଟ୍ ସଂଖ୍ୟା କମିବ, କିନ୍ତୁ ଉତ୍ତର ପ୍ରଦେଶ(ୟୁପି)ରେ ପୁଣି ବିଜେପି ସରକାର ଗଢ଼ିବାର ଚିତ୍ର ସ୍ପଷ୍ଟ ହୋଇଛି। ଯୋଗୀ ସରକାରଙ୍କ ଉପରେ ଏଥର ବି ଭରସା କରିଛନ୍ତି ଜନତା। ଉତ୍ତର ପ୍ରଦେଶର...

ପଟିଆଲା ଆସନରୁ ହାରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ

ଓଡ଼ିଶାଲାଇଭ ବ୍ୟୁରୋ ପଞ୍ଜାବରେ ଦେଖିବାକୁ ମିଳିଛି ‘ଝାଡ଼ୁ’ର ଝଡ଼। ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରି ବିଜୟ ବାନା ଉଡ଼ାଉଛି ଆମ୍ ଆଦମୀ ପାର୍ଟି। ୧୧୭ ଆସନରୁ ଆମ୍ ଆଦମି ପାର୍ଟି (ଆପ୍) ୯୦ଟି...

ବିଧାନସଭା ନିର୍ବାଚନ ୨୦୨୨ : ଉତ୍ତର ପ୍ରଦେଶରେ ବିଜେପି ଓ ପଞ୍ଜାବରେ ଆଗରେ ରହିଛି ଆପ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଜଣାପଡ଼ିବ ୫ ରାଜ୍ୟରେ କିଏ ଗଢ଼ିବ ସରକାର। ୫ ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଞ୍ଚଳ, ମଣିପୁର ଏବଂ ଗୋଆର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର...

ମାର୍ଚ୍ଚ ୧୦ ତାରିଖ ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି

ଓଡ଼ିଶାଲାଇଭ୍ ବ୍ୟୁରୋ   ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଅଟକି ରହିଛି। ଏହି ୫ଟି ରାଜ୍ୟରେ ନିର୍ବାଚନ ସରିଥିବାବେଳେ ଆସନ୍ତା କାଲି...

କେନ୍ଦ୍ରାପଡ଼ା ପୌର ନିର୍ବାଚନ: ତିନି ଦଳ ମଧ୍ୟରେ ହେବ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌର ନିର୍ବାଚନ ପାଇଁ ଶେଷ ଦିନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ବିଏସପି ଏବଂ ଓଡ଼ିଶା ଜନତା ପାର୍ଟି ପକ୍ଷରୁ ପୌର ଅଧ୍ୟକ୍ଷ ପ୍ରାର୍ଥୀମାନେ...