ବିହାର ନିର୍ବାଚନ: କାହାକୁ ବହୁମତ ନ ମିଳିଲେ କେମିତି ଗଠନ ହେବ ସରକାର?

ଓଡ଼ିଶାଲାଇଭ୍ ବ୍ୟୁରୋ କୌଣସି ମେଣ୍ଟକୁ ବହୁମତ ନ ମିଳିଲେ ବିହାରରେ କେମିତି ଗଠନ ହେବ ସରକାର? ତିନୋଟି ପର୍ଯ୍ୟାୟରେ ବିଧାନସଭା ଭୋଟ୍ ଶେଷ ହେବା ପରେ ଆଜି ବିହାରରେ ଚାଲିଛି ଭୋଟ୍ ଗଣତି। ଯେଉଁଥିରେ ନୀତିଶଙ୍କ...

ବିହାର ନିର୍ବାଚନ ଫଳ – ମହାମେଣ୍ଟ ଓ ଏନଡିଏ ଭିତରେ ଜୋରଦାର ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ତଥ୍ୟ ଅନୁସାରେ ଉଭୟ ମେଣ୍ଟ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ଭୋଟ ଗଣତିରେ କେତେବେଳେ ଏନଡିଏ ଆଗରେ ରହୁଥିବାବେଳେ...

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପିଆଜ, ପଥର ଫିଙ୍ଗିଲେ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ଚାଲିଛି। ଏହା ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚଳାଇଛନ୍ତି। ହେଲେ...

ଆଜି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ – ୧୪୬୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍। ରାଜ୍ୟର ୯୪ଟି ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ହେବ। ଯେଉଁଥିରେ ପ୍ରାୟ ୧୫୦୦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ନିର୍ବାଚନ ଜିତିବାକୁ...

ରବୀଶ କୁମାରଙ୍କ ପ୍ରଶ୍ନ – ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ନାମକ ପ୍ରାଣୀ କାମ କ’ଣ କରନ୍ତି?

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ସାମ୍ବାଦିକ ରବୀଶ କୁମାରଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା। ବିହାରରେ ଏବେ ବିଧାନସଭା ନିର୍ବାଚନ ଜାରି ରହିଛି। ମହାମେଣ୍ଟଠାରୁ ଆରମ୍ଭ କରି ଏନଡିଏ ପର୍ଯ୍ୟନ୍ତ ସମସ୍ତେ ଭୋଟରମାନଙ୍କୁ ଲୋଭନୀୟ ପ୍ରସ୍ତାବ ଦେଇ...

ପଦ୍ମଫୁଲ ଚିହ୍ନିତ ମାସ୍କ ପିନ୍ଧି ଅଡୁଆରେ ବିହାର କୃଷି ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନତା ପାର୍ଟିର ‘ପଦ୍ମ ଫୁଲ’ ଚିହ୍ନିତ ମାସ୍କ ପିନ୍ଧି ଭୋଟ୍ ଦେବାକୁ ଯିବା ବିହାରର କୃଷିମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିର୍ବାଚନ ଆଚରଣ ବିଧି ଉଂଲ୍ଲଘନ କରିଥିବାରୁ ତାଙ୍କ ବିରୋଧରେ ଏତଲା...

ବିହାରରେ ମୋଦୀଙ୍କ ମାରାଥନ ପ୍ରଚାର – ତେଜସ୍ୱୀ ଯାଦବଙ୍କୁ କହିଲେ ‘ଜଙ୍ଗଲରାଜର ଯୁବରାଜ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାରାଥନ ପ୍ରଚାର ଅଭିଯାନ ଚଳାଇଛନ୍ତି। ପ୍ରଥମେ ଦରଭଙ୍ଗାରେ ମୋଦୀ ନିର୍ବାଚନୀ ରାଲି କରିବା ସହିତ ଏହାପରେ ମୁଜାଫରପୁର ଓ ପାଟଣାରେ ଲୋକଙ୍କୁ...

ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ – ୧,୦୬୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ବୁଧବାର ବିହାରରେ ୭୧ଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟଗ୍ରହଣ ହେବ। ଯେଉଁଥିରେ ପ୍ରାୟ ୧,୦୬୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ...

ବିହାରରେ ଆରମ୍ଭ ହେଲା ‘ପିଆଜ ପଲିଟିକ୍ସ’, ପିଆଜ ମାଳ ଧରି ନୀତୀଶଙ୍କୁ ଟାର୍ଗେଟ କଲେ ତେଜସ୍ୱୀ ଯାଦବ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ଏବେ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। କରୋନା କାଳରେ ପିଆଜର ଏହି ଦରବୃଦ୍ଧି ଖାଉଟିଙ୍କୁ ଅଧିକ ଦହଗଞ୍ଜ କରୁଛି। ଅନ୍ୟପଟେ ପିଆଜର ଏହି ଦରବୃଦ୍ଧି ଯୋଗୁ...

ବିହାର ଭୋଟ୍ ପୂର୍ବରୁ ଏନଡିଏର ଅଡୁଆ ବଢ଼ିଲା – ୭ ଜଣ ନେତା କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨୮ ତାରିଖରୁ ବିହାରରେ ବିଧାନସଭା ପାଇଁ ଭୋଟଗ୍ରହଣ ହେବ। ଏହାପୂର୍ବରୁ କିନ୍ତୁ ଏନଡିଏ ପାଇଁ ଅଡୁଆ ବଢ଼ିଯାଇଛି। ଦଳର ୭ ଜଣ ବରିଷ୍ଠ ନେତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...