ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ – ୫ ପର୍ଯ୍ୟାୟରେ ଭୋଟ୍, ଡିସେମ୍ବର ୨୩ରେ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ୮୧ ବିଶିଷ୍ଟ ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଡିସେମ୍ବର ୨୩ରେ ରେଜଲ୍ଟ ବାହାରିବ ବୋଲି ମୁଖ୍ୟ ନିର୍ବାଚନ କମିସନର...

ମହାରାଷ୍ଟ୍ରରେ ବିଜେପି ବିଧାୟକ ଦଳର ନେତା ହେଲେ ଦେବେନ୍ଦ୍ର ଫଡ୍‌ନାବିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଭିତରେ ଛିଣ୍ଡୁନି ଗଣିତ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏହି ଦୁଇ ଦଳ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ। ଏହାରି ଭିତରେ ବୁଧବାର ବିଜେପି...

ମହାରାଷ୍ଟ୍ର-ହରିୟାଣାରେ କାହିଁକି ଫେଲ୍ ମାରିଲା ବିଜେପି ମିଶନ୍?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ପରେ ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର କାମ କଲାନି ମିଶନ। ମୋଦୀ ମ୍ୟାଜିକ୍‌ରେ ଆଉ ଚମକ ନାହିଁ। ଏହା ଆମେ କହୁନୁ, ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଏବଂ...

ହରିୟାଣାରେ ପୁଣି ଖଟ୍ଟର ସରକାର – ସାଧାରଣ ଚାଷୀ ପରିବାରରୁ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣାରେ ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି। ଜେଜେପି ସହ ମେଣ୍ଟ କରି ବିଜେପି ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ନେତା ମନୋହରଲାଲ୍ ଖଟ୍ଟର...

ହରିୟାଣାରେ ବିଜେପି-ଜେଜେପି ମେଣ୍ଟ – ବିଜେପିକୁ ମୁଖ୍ୟମନ୍ତ୍ରୀ, ଜେଜେପିକୁ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ସହ ମେଣ୍ଟ କରିବାକୁ ଶେଷରେ ରାଜି ହୋଇଛି ଜେଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚଉତାଲାଙ୍କ ସହ...

ହରିୟାଣାରେ ବିଜେପିକୁ ସାହା ସ୍ୱାଧୀନ ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ହରିୟାଣାରେ ସରକାର ଗଢ଼ିବାକୁ ବିଜେପି କଷୁଛି ଗଣିତ। ହରିୟାଣାରେ ପୁଣି ବିଜେପି ସରକାର। ମନୋହରଲାଲ୍‌ ଖଟ୍ଟର ହେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ। ସରକାର ଗଠନ...

ହରିୟାଣାରେ ଦୁଷ୍ୟନ୍ତ ସାଜିବେ କିଙ୍ଗମେକର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ହରିଆଣାରେ କାମ କଲାନି ମୋଦି ମ୍ୟାଜିକ୍‌। ‘ଅବ୍‌ କି ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ପ୍ରଚାର କରିଥିବା ବିଜେପି ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବାକୁ ବି ସମର୍ଥ ହେଲାନି।...

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଉଦ୍ଧବ କହିଲେ ଏଥର ଫିପ୍ଟି-ଫିପ୍ଟି ଫର୍ମୁଲା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେପି-ଶିବସେନା ମେଣ୍ଟ ସପକ୍ଷରେ ଜନାଦେଶ ଦେଇଛନ୍ତି ମହାରାଷ୍ଟ୍ର ଭୋଟର। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ୧୩୮ଟି ଆସନ ପାଇଥିବା ବେଳେ ୨୧ ଆସନରେ ଆଗରେ...

ହରିୟାଣାରେ ଝୁଲା ବିଧାନସଭା – ଦୁଷ୍ୟନ୍ତ ସାଜିବେ କିଙ୍ଗମେକର!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ହରିୟାଣାରେ କାମ କଲାନି ମୋଦି ମ୍ୟାଜିକ୍‌। ‘ଅବ୍‌ କି ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ପ୍ରଚାର କରିଥିବା ବିଜେପି ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବାକୁ ବି ସମର୍ଥ ହେଲାନି।...

ମହାରାଷ୍ଟ୍ରରେ ବିଜେପିକୁ ଝଟକା – ଫଡନାବିସ୍‌ଙ୍କ କ୍ୟାବିନେଟର ୬ ମନ୍ତ୍ରୀ ପଛରେ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭୋଟଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ବିଜେପି ଓ ଶିବସେନା ମେଣ୍ଟ ଆଗରେ ରହିଛନ୍ତି। ତେବେ ଭୋଟ ଗଣତିରେ ବିଜେପିର ୬ ଜଣ ମନ୍ତ୍ରୀ ପଛରେ ପଡ଼ିଛନ୍ତି।...