ଦ୍ୱନ୍ଦ୍ୱରେ ସୋନିଆ – ଶିବସେନାକୁ ସମର୍ଥନ ଦେବେ କି ନା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଶିବସେନାକୁ କଂଗ୍ରେସ ସମର୍ଥନ ଦେବ କି ନାହିଁ ତାକୁ ନେଇ ଚାଲିଛି ମାନସମନ୍ଥନ। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏହି ସମସ୍ୟା ଏବେ ବି ସମାଧାନ ହୋଇପାରୁନି। ଏନ୍‌ସିପି ଓ କଂଗ୍ରେସ...

ଭାଙ୍ଗିଗଲା ବିଜେପି-ଶିବସେନା ସମ୍ପର୍କ!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ନଛିଣ୍ଡିବାରୁ ବିଜେପି-ଶିବସେନା ଭିତରେ ୩୦ ବର୍ଷର ସମ୍ପର୍କ ଭାଙ୍ଗି ଯାଇଛି। ରାଜନୀତିରେ କେତେବେଳେ କ’ଣ ଘଟିବ ତାହା ଆଗୁଆ କଳନା କରିବା ମୁସ୍କିଲ୍‌। କାରଣ କ୍ଷମତା...

ମହାରାଷ୍ଟ୍ର ରାଜନୀତି ଗୋଳିଆ : ସରକାର ଗଠନ ପାଇଁ କଂଗ୍ରେସର ୧୪-୧୪ ଫର୍ମୁଲା

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାର ଗଠନକୁ ନେଇ ମହାରାଷ୍ଟ୍ର ରାଜନୀତି ଗୋଳିଆ ହୋଇଯାଇଛି। ସରକାର ଗଠନରୁ ବିଜେପି ଓହରି ଯିବା ପରେ ଏବେ ଶିବସେନା ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ବିରୋଧୀ ଏନ୍‌ସିପି-କଂଗ୍ରେସ...

ମହାରାଷ୍ଟ୍ର ମହାନାଟକ – ସରକାର ଗଠନ କରିବାକୁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହୋଇଛି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ। ଶେଷ ଦିନରେ ରାଜ୍ୟପାଳ ଭଗତ ସିଂହ ବିଜେପିକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ବିଜେପି ଚଳିତ ନିର୍ବାଚନରେ ସର୍ବ ବୃହତ୍ତ ପାର୍ଟି ଭାବେ...

ମହାରାଷ୍ଟ୍ର ମହାଅଡୁଆ – ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୁଟୁନି ଭାଗବଣ୍ଟା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୯୯୫ ଫର୍ମୁଲାରେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପି ଚାହୁଁଛି। ହେଲେ ଶିବସେନା ଏଥିରେ ରାଜି ହେବ କି? ଦିନ ପରେ ଦିନ ଗଡୁଛି ପଛେ ମହାରାଷ୍ଟ୍ରରେ ଅଡୁଆ ତୁଟୁନି। ମହାରାଷ୍ଟ୍ର...

ମହାରାଷ୍ଟ୍ର ମହାଭାରତ – ଶିବସେନାକୁ ସମର୍ଥନ ଦେବ କି କଂଗ୍ରେସ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସରକାର ଗଠନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ମହାଭାରତ ସୃଷ୍ଟି ହୋଇଛି। ଦିନ ପରେ ଦିନ ଗଡୁଛି, ହେଲେ ବିଜେପି-ଶିବସେନା ଭିତରେ ଦେଖାଦେଇଥିବା ବିବାଦ ସମାଧାନ ହେବାର ନାଁ ଧରୁନି।...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ – ୫ ପର୍ଯ୍ୟାୟରେ ଭୋଟ୍, ଡିସେମ୍ବର ୨୩ରେ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ୮୧ ବିଶିଷ୍ଟ ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଡିସେମ୍ବର ୨୩ରେ ରେଜଲ୍ଟ ବାହାରିବ ବୋଲି ମୁଖ୍ୟ ନିର୍ବାଚନ କମିସନର...

ମହାରାଷ୍ଟ୍ରରେ ବିଜେପି ବିଧାୟକ ଦଳର ନେତା ହେଲେ ଦେବେନ୍ଦ୍ର ଫଡ୍‌ନାବିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଭିତରେ ଛିଣ୍ଡୁନି ଗଣିତ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏହି ଦୁଇ ଦଳ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ। ଏହାରି ଭିତରେ ବୁଧବାର ବିଜେପି...

ମହାରାଷ୍ଟ୍ର-ହରିୟାଣାରେ କାହିଁକି ଫେଲ୍ ମାରିଲା ବିଜେପି ମିଶନ୍?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ପରେ ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର କାମ କଲାନି ମିଶନ। ମୋଦୀ ମ୍ୟାଜିକ୍‌ରେ ଆଉ ଚମକ ନାହିଁ। ଏହା ଆମେ କହୁନୁ, ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଏବଂ...

ହରିୟାଣାରେ ପୁଣି ଖଟ୍ଟର ସରକାର – ସାଧାରଣ ଚାଷୀ ପରିବାରରୁ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣାରେ ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି। ଜେଜେପି ସହ ମେଣ୍ଟ କରି ବିଜେପି ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ନେତା ମନୋହରଲାଲ୍ ଖଟ୍ଟର...