ଏନ୍‌ସିପି ନେତା ଅଜିତ ପାଓ୍ୱାର ବିଶ୍ୱାସଘାତକ – ଶିବସେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ବିଜେପିର ସରକାର ଗଠନ କରିବା ପରେ ଏନ୍‌ସିପିକୁ ଟାର୍ଗେଟ କଲା ଶିବସେନା। ଶିବସେନା ମୁଖପାତ୍ର ସଞ୍ଜୟ ରାଓ୍ୱତ ସିଧାସଳଖ ଟାର୍ଗେଟ କରି ଏନସିପି ନେତା ତଥା ମହାରାଷ୍ଟ୍ରର ନୂଆ ଉପମୁଖମନ୍ତ୍ରୀ...

ଶପଥ ନେଲା ପରେ ଫଡନାଭିସ କହିଲେ, ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଶୋଭା ଦେଉନଥିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ରାତାରାତି ନୂଆ ମୋଡ଼ ଆସିବା ପରେ ନାଟକୀୟ ଢଙ୍ଗରେ ସରକାର ଗଠନ କରିଛି ବିଜେପି। ସମସ୍ତଙ୍କୁ ଚକିତ କରି ଶନିବାର ସକାଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର...

ଅଚାନକ ଶପଥ ନେଲେ ଫଡନାଭିସ୍‌, ଶିବସେନା ଶିଶୁପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ରାଜନୀତିରେ ରାତାରାତି ନୂଆ ମୋଡ଼। ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଢ଼ିଲା ବିଜେପି। ଦେବେନ୍ଦ୍ର ଫଡ଼ନାଭିସ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ନେଇଛନ୍ତି। ଏନ୍‌ସିପିର ବରିଷ୍ଠ...

ନିର୍ବାଚନ ପୂର୍ବରୁ ଝାଡଖଣ୍ଡରେ ନକ୍ସଲ ହମ୍‌ଲା -–୪ ପୋଲିସ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୩୦ରେ ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଜମୁଛି। ହେଲେ ନିର୍ବାଚନ ପୂର୍ବରୁ ନକ୍ସଲମାନେ ବଡ଼ ଧରଣର ହମ୍‌ଲା କରିଛନ୍ତି। ପୋଲିସ ବାହିନୀ ଉପରକୁ...

ମହାରାଷ୍ଟ୍ର ପଲିଟିକାଲ ଡ୍ରାମା – ଦିଲ୍ଲୀରେ ପାୱାର-ସୋନିଆ ଆଲୋଚନା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଦିଲ୍ଲୀରେ ମାନସ ମନ୍ଥନ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ମାନ୍ଥନ ଚାଲିଥିଲା। ପ୍ରାୟ ୫୦ ମିନିଟ୍ ଧରି ଆଲୋଚନା ଚାଲିଥିଲା।...

ସଂସଦରେ ଏନ୍‌ସିପିକୁ ପ୍ରଶଂସା – ମହାରାଷ୍ଟ୍ର ପାଇଁ ମୋଦୀ ଖେଳିଲେ ମାଇଣ୍ଡ ଗେମ୍‌!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ସରକାର ଗଠନ ପାଇଁ ଅଫର୍‌ ଦେଲେ କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୀତି ଗଣିତ ବୁଝିବା କାଠିକର ପାଠ।...

ଝାଡ଼ଖଣ୍ଡ ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା – ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଛି। ହେଲେ ବିଡ଼ମ୍ବନାର ବିଷୟ ଏହି ୪୦ ଜଣିଆ ତାଲିକାରେ ଏଆଇସିସି ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ...

ମହାରାଷ୍ଟ୍ର ମହାପାଲା, ଆଜି ଯାଏଁ ଯାହା ହେଲା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୯ ଦିନ ଧରି ମହାରାଷ୍ଟ୍ରରେ ଚାଲିଥିଲା ମହାନାଟକ। ରାଷ୍ଟ୍ରପତି ଶାସନ ପରେ ନାଟକ ହେଲା ଶେଷ। ଗତ ୧୯ ଦିନ ହେଲା ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ପାଲା ଚାଲିଛି। ଅକ୍ଟୋବର...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ! ରାଜ୍ୟପାଳଙ୍କ ପ୍ରସ୍ତାବରେ କେନ୍ଦ୍ର କ୍ୟାବିନେଟ୍‌ ମାରିଲା ମୋହର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ଜାରି ହେବ ରାଷ୍ଟ୍ରପତି ଶାସନ। ଏନେଇ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି କେନ୍ଦ୍ର ସରକାରଙ୍କୁ ପଠାଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି। କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ...

ମହାରାଷ୍ଟ୍ର ମହାନାଟକ – ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା ଶିବସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିବସେନା ଉଠାଇଲା ପ୍ରଶ୍ନ – ବିଜେପିକୁ ୪୮ ଘଣ୍ଟା ଆମକୁ ୨୪ ଘଣ୍ଟା ସମୟ କାହିଁକି? ମହାରାଷ୍ଟ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି। ସରକାର ଗଠନକୁ ନେଇ ଏବେ ବି ଅସ୍ଥିରତା ଲାଗି ରହିଛି।...