ହରିୟାଣାରେ ବିଜେପିକୁ ସାହା ସ୍ୱାଧୀନ ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ହରିୟାଣାରେ ସରକାର ଗଢ଼ିବାକୁ ବିଜେପି କଷୁଛି ଗଣିତ। ହରିୟାଣାରେ ପୁଣି ବିଜେପି ସରକାର। ମନୋହରଲାଲ୍‌ ଖଟ୍ଟର ହେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ। ସରକାର ଗଠନ...

ହରିୟାଣାରେ ଦୁଷ୍ୟନ୍ତ ସାଜିବେ କିଙ୍ଗମେକର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ହରିଆଣାରେ କାମ କଲାନି ମୋଦି ମ୍ୟାଜିକ୍‌। ‘ଅବ୍‌ କି ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ପ୍ରଚାର କରିଥିବା ବିଜେପି ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବାକୁ ବି ସମର୍ଥ ହେଲାନି।...

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଉଦ୍ଧବ କହିଲେ ଏଥର ଫିପ୍ଟି-ଫିପ୍ଟି ଫର୍ମୁଲା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେପି-ଶିବସେନା ମେଣ୍ଟ ସପକ୍ଷରେ ଜନାଦେଶ ଦେଇଛନ୍ତି ମହାରାଷ୍ଟ୍ର ଭୋଟର। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ୧୩୮ଟି ଆସନ ପାଇଥିବା ବେଳେ ୨୧ ଆସନରେ ଆଗରେ...

ହରିୟାଣାରେ ଝୁଲା ବିଧାନସଭା – ଦୁଷ୍ୟନ୍ତ ସାଜିବେ କିଙ୍ଗମେକର!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ହରିୟାଣାରେ କାମ କଲାନି ମୋଦି ମ୍ୟାଜିକ୍‌। ‘ଅବ୍‌ କି ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ପ୍ରଚାର କରିଥିବା ବିଜେପି ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବାକୁ ବି ସମର୍ଥ ହେଲାନି।...

ମହାରାଷ୍ଟ୍ରରେ ବିଜେପିକୁ ଝଟକା – ଫଡନାବିସ୍‌ଙ୍କ କ୍ୟାବିନେଟର ୬ ମନ୍ତ୍ରୀ ପଛରେ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭୋଟଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ବିଜେପି ଓ ଶିବସେନା ମେଣ୍ଟ ଆଗରେ ରହିଛନ୍ତି। ତେବେ ଭୋଟ ଗଣତିରେ ବିଜେପିର ୬ ଜଣ ମନ୍ତ୍ରୀ ପଛରେ ପଡ଼ିଛନ୍ତି।...

ଆଜି ମହାରାଷ୍ଟ୍ର ଓ ହରିଆଣା ଫଳାଫଳ – ମନୋହର ଲାଲ, ଦେବେନ୍ଦ୍ରଙ୍କ ପାଇଁ ବଡ଼ ପରୀକ୍ଷା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଜି ଆସିବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନର ଫଳାଫଳ। ଗୁରବାର ସକାଳ ୮ଟାରୁ କଡ଼ା ସୁରକ୍ଷା ବଳୟ ଭିତରେ ଆରମ୍ଭ ହୋଇଛି ଭୋଟ୍ ଗଣତି। ଏହା ସହିତ ୧୮ଟି...

ଭୋଟ୍‌ ଦେଲେ ତେନ୍ଦୁଲକର, କ୍ରିକେଟ ବଲ୍‌ରେ ପୋଲିଂ ଅଫିସର ନେଲେ ଅଟୋଗ୍ରାଫ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ପାଇଁ ଚାଲିଛି ଭୋଟିଂ। ପ୍ରତି ବୁଥ୍‌ରେ ଲମ୍ବା ଲାଇନ୍‌ ଲାଗିଛି। ବହୁ ସେଲିବ୍ରିଟି ଏବଂ କ୍ରିକେଟର ମଧ୍ୟ ବୁଥ୍‌କୁ ଆସି ମତଦାନ କରୁଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର...

ସରିଲା ପ୍ରଚାର – ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ବିଜେପି-ଶିବସେନା ଏବଂ କଂଗ୍ରେସ-ଏନ୍‌ସିପି ଶକ୍ତି ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ରରେ ସରକାର ଗଢ଼ିବା ପାଇଁ ବିଜେପି-ଶିବସେନା...

ମୁମ୍ବାଇରେ ବର୍ଷିଲେ ନରେନ୍ଦ୍ର ମୋଦୀ – ‘‘ଯିଏ ଅର୍ଥ ବ୍ୟବସ୍ଥାକୁ ବରବାଦ କରିଥିଲେ ସେ ଏବେ ଜେଲ୍‌ରେ’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ  ‘’୧୦ ବର୍ଷ ଧରି ଯିଏ ଭାରତର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଥିଲେ ସେମାନଙ୍କ ଭିତରୁ କିଏ ତିହାର ତ ଆଉ କିଏ ମୁମ୍ବାଇ ଜେଲ୍‌ରେ ଅଛନ୍ତି’’, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ମହାରାଷ୍ଟ୍ରରେ ମୋଦୀଙ୍କ ମାରାଥନ ପ୍ରଚାର, ୨୧ରେ ଭୋଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନିଟି ରାଲି କରିଥିଲେ। ପରଲି, ସତାରା ଏବଂ ପୁଣେରେ ରାଲି କରି ମୋଦୀ କଂଗ୍ରେସକୁ ସିଧା ସମାଲୋଚନା...