ଆଜିଠାରୁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ହେବ ଅଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜାପାନ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେବେ। ଏହାସହ ସେ ଓସକା ଓ କ୍ୟୋଟୋ...
ଢେଙ୍କାନାଳ: ହିନ୍ଦୋଳରେ ଏନଏସି ନିର୍ବାଚନ ପାଇଁ ଜାରି ରହିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ଏହି ନିର୍ବାଚନ ଲାଗି ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା...
ବରଗଡ଼: ଅତାବିରା ଏନଏସି ନିର୍ବାଚନ ପାଇଁ ଚାଲିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼): ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ଆଜି ସକାଳୁ ସକାଳୁ ବିଭିନ୍ନ...
୬ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ, ଶେଷ ଦିନରେ ବ୍ୟୟମଞ୍ଜୁରି ବିଲ୍ ପାରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ହୋଇଯାଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ଯାଏଁ ଚାଲିବାକୁ ଥିବା ବଜେଟ ଅଧିବେଶନ ଶୁକ୍ରବାର ୬ ଦିନ ପୂର୍ବରୁ ଶେଷ ହୋଇଛି। ଏନେଇ ବାଚସ୍ପତି ବିକ୍ରମ...
ବାପା ଥିଲେ ଆଜି ବହୁତ ଖୁସି ହେଇଥାନ୍ତେ – ଦୀପାଳି ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=te1W4y-CG84]
“ଆଜି ମୋ ପାଇଁ ଏବଂ ଆମ ପରିବାର ଲାଗି ବହୁତ ବଡ଼ ଦିନ। ବାପା ଚାହୁଁଥିଲେ ମୁଁ ରାଜନୀତିକୁ ଆସେ ବୋଲି, ଆଜି ତାଙ୍କ ସ୍ଵପ୍ନ ପୂରଣ ହେଲା। କିନ୍ତୁ...
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ: ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।
ଦୀପାଳି ଦାସ ହେଉଛନ୍ତି...
ମେ’ ୧୦ରେ ଉପନିର୍ବାଚନ – ଏଥର କୁଆଡ଼େ ଯିବ ଝାରସୁଗୁଡ଼ା ବିଧାନସଭା ଆସନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଝାରସୁଗୁଡ଼ା ଉପନିର୍ବାଚନରେ କେଉଁ ଦଳ ହେବ ଭୋଟରଙ୍କ ପ୍ରଥମ ପସନ୍ଦ? ଝାରସୁଗୁଡ଼ାବାସୀ କାହାକୁ ଦେବେ ଭୋଟ?
ଝାରସୁଗୁଡ଼ା ବିଧାନସଭା ଆସନରେ ମେ’ ୧୦ରେ ହେବ ଉପନିର୍ବାଚନ। ଏନେଇ ନିର୍ବାଚନ କମିଶନ ତାରିଖ...
କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍, ମେ’ ୧୦ରେ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ବାଜିଲା ନିର୍ବାଚନୀ ବିଗୁଲ। ମଙ୍ଗଳବାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମେ’ ମାସ ୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଏହାପରେ ମେ’...
ମେ’ ୧୦ରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ଏ ନେଇ ବୁଧବାର ଦିନ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ...
୨୦୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ: ଦିଲ୍ଲୀ ଦଖଲ ପାଇଁ ବିଜେପିକୁ ଦରକାର ୪ଟି ଗଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେବ ଏକାଧିକ ନିର୍ବାଚନ, ଯାହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବ। ୨୦୨୩ରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ କର୍ଣ୍ଣାଟକ ନିର୍ବାଚନ ଫଳାଫଳ...




















