ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଚାଲିଥିବା କଂଗ୍ରେସର ମହାଅଧିବେଶନରେ ସୋନିଆ ଦେଇଥିବା କିଛି ସଙ୍କେତ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।...

ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ଵଭୂଷଣ ହରିଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରେ ଛତିଶଗଡ଼ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ଵଭୂଷଣ ହରିଚନ୍ଦନ। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଗୁରୁବାର ଦିନ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର...

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆର୍ଥିକ ବଜେଟ ୨୦୨୩-୨୪ରେ ଯୁବ ବର୍ଗଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଏହି ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ...

ଓଡ଼ିଶା ବଜେଟ ୨୦୨୩-୨୪: ‘ମିଶନ ଶକ୍ତି ସ୍କୁଟର’ ଯୋଜନାରେ ମିଳିବ ସ୍କୁଟର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ବଜେଟ ୨୦୨୩-୨୪ରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଆସୁଥିବା ରାଜ୍ୟ ସରକାର ଚଳିତ ବଜେଟରେ ମିଶନ ଶକ୍ତି ମା'ମାନଙ୍କୁ ଆହୁରି ସଶକ୍ତ କରିବା...

‘ଉତ୍କର୍ଷ କେନ୍ଦ୍ର’ରେ ପରିଣତ ହେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କୃଷି ଗବେଷଣା, ଶିକ୍ଷା ଓ ସଂପ୍ରସାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)। ଏହି ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ବା ସେଣ୍ଟର...

ବଜେଟ୍ ୨୦୨୩-୨୪: ଏଥର ନୂଆ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟ୍‌ ଆଗତ କରିଛନ୍ତି। ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥର ବଜେଟର ପରିମାଣ ୨ ଲକ୍ଷ ୩୦...

ଆଜି ବିଧାନସଭାରେ ଆସିବ ବଜେଟ, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ୨୦୨୪ ମସିହା ନିର୍ବାଚନ ପୂର୍ବରୁ ଏହି ବଜେଟ...

ନବ ଦାସ ହତ୍ୟା ମାମଲା: ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ମିଳୁନି ନବ ଦାସଙ୍କ ଛାତିକୁ ବିଦ୍ଧ କରିଥିବା ଗୁଳି ଏଫବିଆଇ ତଦନ୍ତକୁ ନେଇ ପ୍ରଶ୍ନ “ଗୋପାଳକୁ ମାନସିକ ରୋଗୀ ପ୍ରମାଣ କରିବାକୁ ଚାଲିଛି ପ୍ରୟାସ” ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ...

ଆପ୍ ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଏମସିଡି ମେୟର ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ପଟେଲ ନଗର ୱାର୍ଡରୁ ପ୍ରଥମ ଥର କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ (ଏମସିଡି) ମେୟର ନିର୍ବାଚନ।...

ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ଦିନ: ନବ ଦାସଙ୍କ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ଵିତୀୟ ଦିନରେ ବି ସୁରୁଖୁରୁରେ ଚାଲି ପାରିଲାନି ଗୃହ କାର୍ଯ୍ୟ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବୀ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ବିଜେଟ ଅଧିବେଶନର ଦ୍ଵିତୀୟ...