ମେ’ ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ସୋମବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ମେ’ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ...

ବିଡିଓଙ୍କୁ ମାଡ଼ ମାରି ଦେବଗଡ଼ ବିଧାୟକ ଗିରଫ: ବିଜେପି-ବିଜେଡି ମଧ୍ୟରେ ଟୁଇଟର ଓ୍ଵାର

ଓଡ଼ିଶାଲାଇଭ୍ ବ୍ୟୁରୋ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ମହଲ ସରଗରମ ହୋଇଛି। ଏହି ଘଟଣାକୁ ନେଇ...

କୋର୍ଟରେ ଆଞ୍ଚଳିକ ଭାଷାକୁ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋର୍ଟଗୁଡ଼ିକରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହା ଦ୍ଵାରା ନ୍ୟାୟିକ ବ୍ୟବସ୍ଥା ଉପରେ ସାଧାରଣ ନାଗରିକମାନଙ୍କର ବିଶ୍ଵାସ ବଢ଼ିବ। ଦିଲ୍ଲୀ ବିଜ୍ଞାନ...

ପୁରୀରେ ପଦଯାତ୍ରା ପାଇଁ ମିଳିଲାନି ଅନୁମତି, ମହାପ୍ରଭୁଙ୍କ ଦର୍ଶନ କରି ଫେରିଲେ ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଅନ୍ୟପଟେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି...

କିଏ ଧରିବ ଓଡ଼ିଶା କଂଗ୍ରେସର ମଙ୍ଗ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ   କିଏ ଧରିବ ଓଡ଼ିଶା କଂଗ୍ରେସର ମଙ୍ଗ? ହାଇକମାଣ୍ଡ ନୂଆ ତଥା ଯୁବ ଚେହେରାଙ୍କ ଉପରେ ଭରସା କରିବେ ନା ପୁରୁଖା ନେତାଙ୍କ ମୁଣ୍ଡରେ ପାଗ ଭିଡ଼ିବେ ତାହା ହିଁ ଏବେ...

ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ଝାରଖଣ୍ଡ ହାଇକୋର୍ଟ। ଲାଲୁ...

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ସାଂସଦ ପଦବୀରୁ ଗୁରୁବାର ଇସ୍ତଫା ଦେଇଛନ୍ତି କଟକ ମେୟର ସୁବାସ ସିଂ। ମେୟର ନିର୍ବାଚିତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ସେ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି...

ତାରା ବାହିନୀପତି କହିଲେ, “ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ”

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ଦଳ ଭିତରେ ରହିଥିବା ବିରୋଧର ସ୍ଵର ଏବେ ତେଜିବାରେ ଲାଗିଛି। ପିସିସି ସଭାପତି ପରିବର୍ତ୍ତନକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଏବେ ଜୋର ଧରିଛି। କେବଳ ପିସିସି ସଭାପତି ନୁହନ୍ତି...

ଜୁଲାଇ ପହିଲାରୁ ପଞ୍ଜାବବାସୀଙ୍କୁ ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ନିଜର ୩୦ ଦିନର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ପଞ୍ଜାବ ସରକାର ଏକ ମାସ ମଧ୍ୟରେ କେଉଁ କାମ ସବୁ କରିଛନ୍ତି ଏହି...

କାର୍ଯ୍ୟକାଳ ପୂର୍ବରୁ କ୍ଷମତା ହରାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ: ପୂର୍ବରୁ ଅନେକ, ଏବେ ଇମ୍ରାନ ଖାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଯିଏ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଗାଦିରେ ବସୁଛନ୍ତି, ସ୍ଵଳ୍ପ ସମୟ ମଧ୍ୟରେ କ୍ଷମତା ହରାଉଛନ୍ତି। ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ବଦଳରେ ଆଗକୁ ବଢ଼ିଚାଲିଛି। ପଡ଼ୋଶୀ ପାକିସ୍ତାନ...