ମୋ ବାପାଙ୍କ ହତ୍ୟାକୁ ନେଇ ରାଜନୀତି କରାନଯାଉ – ଦୀପାଳି ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ “ବାପାଙ୍କୁ ହରାଇ ଆମ ପରିବାର ମର୍ମାହତ। ଏତେ ବଡ଼ ଝଡ଼ ଆସିବ ବୋଲି ଆମେ କେବେ କଳ୍ପନା କରିନଥିଲୁ। ବର୍ତ୍ତମାନ ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆମର ଭରସା ଅଛି। ନ୍ୟାୟ...

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୩: ‘ଦ କାଶ୍ମୀର ଫାଇଲ୍ସ’ ବେଷ୍ଟ ଫିଲ୍ମ ଓ ‘ଆରଆରଆର’...

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଦ କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ବେଷ୍ଟ ଫିଲ୍ମ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ସେହିପରି ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦ ଇୟର ଆଓ୍ଵାର୍ଡ।...

ବିଧାନସଭା ବଜେଟ ଅଧିବେଶନ: ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରି ବିରୋଧୀଙ୍କ ଗୃହ ତ୍ୟାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳରେ ଗୃହ କମ୍ପିଛି। ବଜେଟ ଅଧିବେଶନରେ ପ୍ରଥମେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି। ଏହାକୁ...

ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି, ମୁତୟନ ହେବେ ୩୦ ପ୍ଲାଟୁନ...

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ବିଧାନସଭାରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ବଜେଟ ଅଧିବେଶନ ପାଇଁ ସୋମବାର ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ...

‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ସମ୍ପର୍କୀତ ଜାତୀୟ କର୍ମଶାଳା: ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିଙ୍କ ନେତୃତ୍ଵ ସ୍ଵାଗତଯୋଗ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ “ଓଡ଼ିଶାରେ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦିଆଯିବାର ପରମ୍ପରା ମୂଳରୁ ରହିଆସିଛି। ବର୍ତ୍ତମାନ ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିମାନେ ଯେଉଁଭଳି ଭାବେ ନେତୃତ୍ଵ ନେଉଛନ୍ତି ତାହା ସ୍ଵାଗତଯୋଗ୍ୟ। ମହିଳା ପ୍ରତିନିଧିମାନେ ତୃଣମୂଳସ୍ତରରେ ସକ୍ରିୟ ନଥିଲେ...

ନବ ଦାସ ହତ୍ୟା ଘଟଣା: ଅଭିଯୁକ୍ତ ଗୋପାଳଙ୍କୁ ଝାରସୁଗୁଡାରୁ ଚୌଦ୍ୱାର ଜେଲ ସ୍ଥାନାନ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଉପକାରାଗାରରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ...

ଫିଜିଓଥେରାପିଷ୍ଟଙ୍କ ନେତୃତ୍ଵରେ ଫିଟ୍ ରହିବ ଭାରତ – ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ୁଛି ଫିଜିଓ ଥେରାପିଷ୍ଟଙ୍କ ଚାହିଦା ଭିଡିଓ ପରାମର୍ଶ ଏବଂ ଟେଲି-ମେଡିସିନର ଉପାୟ ବିକଶିତ କରିବାକୁ ମୋଦୀଙ୍କ ପରାମର୍ଶ “ଫିଜିଓଥେରାପି ଯୋଗ ଯୁକ୍ତ ହେଲେ ଏହାର ଶକ୍ତି ବହୁଗୁଣା ହୋଇଯିବ” ଫିଜିଓ ଥେରାପିଷ୍ଟମାନଙ୍କ...

କଂଗ୍ରେସ ଭବନରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କଲେ ବିଜୟ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରେ ଯୋଗ ଦେବା ପରେ ଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜୟଙ୍କୁ କଂଗ୍ରେସ କର୍ମୀମାନେ ବିପୁଳ ସ୍ୱାଗତ...

ସରିଲା ରିମାଣ୍ଡ ଅବଧି, ଜେଲ୍ ଗଲେ ଅଭିଯୁକ୍ତ ଗୋପାଳ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ ଗଲେ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ। ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ଦିନ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ ଝାରସୁଗୁଡ଼ା...

ବିଶ୍ଵଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ର ନୂତନ ରାଜ୍ୟପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵଭୂଷଣ ହରିଚନ୍ଦନ ଛତିଶଗଡ଼ର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଛତିଶଗଡ଼ର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ଥାନରେ...