ଓଡ଼ିଶା ରାଜନୀତିରେ ‘ବାବୁ’ – ପ୍ୟାରୀଙ୍କଠାରୁ ବିଜୟ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ୟାରୀମୋହନ ମହାପାତ୍ରଙ୍କଠାରୁ ବିଜୟ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର୍‌। (ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଓଡ଼ିଶା ରାଜନୀତିରେ ଏବେ ‘ବାବୁ’ମାନଙ୍କ ଭିଡ଼। ଚାକିରି କାର୍ଯ୍ୟକାଳ...

ତୁର୍କୀ-ସିରିଆ ଭୂମିକମ୍ପ: ୨୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ଭଙ୍ଗା କୋଠା ତଳେ ଦବି ରହିଛି...

ଓଡ଼ିଶାଲାଇଭ୍ ବ୍ୟୁରୋ ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୧ ହଜାର ଟପିଛି। ଅନେକ ଜୀବନ ଏବେ ମଧ୍ୟ ଭଙ୍ଗା କୋଠା ତଳେ ଦବି ରହିଛି। ମୃତ୍ୟୁ ସଂଖ୍ୟା...

କଂଗ୍ରେସରେ ସାମିଲ ହେଲେ ବିଜୟ କୁମାର ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ କଂଗ୍ରେସରେ ସାମିଲ ହେଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। ଶୁକ୍ରବାର ଦିନ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟଠାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡ଼ିଶା ପ୍ରଭାରୀ...

ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ୧୨ ଦିନ। ଗୁରୁବାର ଦିନ ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆଠାରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ଦ୍ୱାଦଶାହ କାର୍ଯ୍ୟରେ...

ଫେବ୍ରୁଆରି ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକ-ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ଦୃଷ୍ଟିରେ ରଖି ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଉଭୟ...

ପୁଣି ୫ ଦିନ ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ ଦାସ: ନାର୍କୋ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିଲାଗି ବୁଧବାର ଦିନ ଅନୁମତି ଦେଇଛନ୍ତି ଝାରସୁଗୁଡ଼ା ଜେଏମଏଫସି କୋର୍ଟ। ପୂର୍ବରୁ ଦୁଇ...

ନବ ଦାସ ହତ୍ୟା ମାମଲା: ଘଟଣା ଅନୁଧ୍ୟାନ ପାଇଁ କ୍ରାଇମ ସ୍ପଟରେ ଜଷ୍ଟିସ ଜେପି ଦାସ ଓ ଡିଜିପି...

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କରିବା ପାଇଁ ବୁଧବାର ଦିନ ବ୍ରଜରାଜନଗର ଗାନ୍ଧୀଛକଠାରେ ପହଞ୍ଚିଛନ୍ତି ଜଷ୍ଟିସ ଜେପି ଦାସ ଏବଂ ଡିଜିପି ସୁନିଲ ବଂଶଲ। ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼...

ବନ୍ଧୁକ ଧରି ନବ ଦାସଙ୍କ ହତ୍ୟା ଘଟଣାର ଡେମୋ ଦେଖାଇଲେ ଗୋପାଳ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗର ଗାନ୍ଧୀଛକଠାରେ ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି କରିଥିଲେ ଗୋପାଳ ଦାସ? କ’ଣ ଘଟିଥିଲା ଜାନୁଆରି ୨୯ ତାରିଖ ଦିନ? ସୋମବାର ଦିନ ଘଟଣାସ୍ଥଳକୁ ଆସି ଡେମୋ ଦେଖାଇଛନ୍ତି ନବ...

ନବ ଦାସଙ୍କୁ ଗୁଳି, କାହିଁକି ମଟନ ଖାଇ ଖୁସି ହେଲେ ମୀନତି ବହିଦାର?

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ମଟନ ଖାଇ ଖୁସି ମନାଇଲେ କଟକର ମୀନତି ବହିଦାର।  ଚର୍ଚ୍ଚାରେ ମୀନତି ବହିଦାର। ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା...

ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୦ ଦିନ: ସିବିଆଇ ତଦନ୍ତ ଦାବି କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ “ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୧୦ ଦିନ ହେଲାଣି, ତଥାପି ହତ୍ୟାର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ। ୧୦ ଦିନ ହେଲା ତଦନ୍ତ ଆଳରେ ନବ ଦାସଙ୍କ ହତ୍ୟା ଘଟଣାର...