ଧାମନଗର ବିଧାନସଭା ଉପନିର୍ବାଚନ: ସରିଲା ମତଦାନ, ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା। ଏବେ ଇଭିଏମରେ ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୬ ତାରିଖରେ ଜଣାପଡ଼ିବ କାହାର ହେବ ଧାମନଗର। ଆଜି ସକାଳ ୭ଟାରୁ...

ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୨୪ ତାରିଖରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଶୀତ...

ଧାମନଗର ବିଧାନସଭା ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଦିନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ସାବ୍ୟସ୍ତ କରିଛନ୍ତି ଧାମନଗର ଭୋଟର। ଏ ନେଇ ରାଜ୍ୟ...

ଗୁଜରାଟରେ ବାଜିଲା ନିର୍ବାଚନ ବିଗୁଲ – ଡିସେମ୍ବର ୧ ଓ ୫ରେ ବିଧାନସଭା ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏନେଇ ଦିଲ୍ଲୀ ସ୍ଥିତ ଆକାଶବାଣୀ ଭାବନରେ ହୋଇଥିବା ଏକ ସାମ୍ବାଦିକ...

ଧାମନଗର ବିଧାନସଭା ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଦିନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ମତଦାନ କରିଛନ୍ତି ଧାମନଗର ଭୋଟର। ଏହା ପୂର୍ବରୁ ଦିନ ୧୧ଟା...

ଧାମନଗର ବିଧାନସଭା ଉପନିର୍ବାଚନ: ମତଦାନ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ କରୁଛନ୍ତି ଧାମନଗର ଭୋଟର। ଏହାରି ମଧ୍ୟରେ ମତଦାନ କରିଛନ୍ତି ବିଜେଡି...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଧାମନଗର ଉପନିର୍ବାଚନ ପାଇଁ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଆଜି ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ କରୁଛନ୍ତି ଧାମନଗର ଭୋଟର। ଧାମନଗର ନିର୍ବାଚନ ମଣ୍ଡଳୀର ୨,୩୮,୪୧୭ ଜଣ ଭୋଟର...

ରାତି ପାହିଲେ ଧାମନଗରରେ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ଦିନ ସରିଛି ପ୍ରଚାର କାର୍ଯ୍ୟ। ଆସନ୍ତାକାଲି ହେବ ଭୋଟ ଗ୍ରହଣ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଉପନିର୍ବାଚନ ଲାଗି...

ଧାମନଗରର ବିକାଶ ଦାୟିତ୍ଵ ମୋର – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ପ୍ରଚାର...

ଧାମନଗର ଉପନିର୍ବାଚନ ପାଇଁ ଚାଲିଛି କସରତ: ହେଭିଓ୍ଵେଟଙ୍କ ପ୍ରଚାରରେ କମ୍ପୁଛି ମଇଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ଧାମନଗର ବିଧାନସଭା ଉପନିର୍ବାଚନ। ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ପ୍ରଚାରରେ ଲାଗି ପଡ଼ିଛନ୍ତି ହେଭିଓ୍ଵେଟ। ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ। ଆସନ୍ତା...