ବିଜେପିରେ ବଡ଼ ପରିବର୍ତ୍ତନ: ସଂସଦୀୟ ବୋର୍ଡରୁ ବାଦ ପଡ଼ିଲେ ନିତିନ ଗଡ଼କରୀ ଏବଂ ଶିବରାଜ ସିଂ ଚୌହ୍ଵାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡରେ ବଡ଼ ପରିବର୍ତ୍ତନ ହୋଇଛି। କେନ୍ଦ୍ରୀମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ବାଦ ଦିଆଯାଇଛି। ଏହା ସହିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନଙ୍କୁ...
ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବ ଉପରେ ମୋହର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବରେ ମୋହର ଲାଗିଛି। ବୈଠକର ନିଷ୍ପତ୍ତି ଅନୁସାରେ ସମ୍ପ୍ରସାରିତ ହେବ ମିଲେଟ ମିଶନ। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର...
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୟୂରୟଭଞ୍ଜ ଗସ୍ତରୁ ଫେରି ସନ୍ଧ୍ୟା ୫ଟା ୪୫ରେ ଅନୁଷ୍ଠିତ ହେବାକୁ ଥିବା...
ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ନବନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନ ୧୨ଟା ୩୦ ମିନିଟରେ ଦେଶର...
ସୁନୀଲ ବଂଶଲ ରାଜ୍ୟ ବିଜେପି ପ୍ରଭାରୀ ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ଡି ପୁରନ୍ଦେଶ୍ଵରୀଙ୍କ ସ୍ଥାନରେ ରାଜ୍ୟ ବିଜେପି ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ନିଯୁକ୍ତି ମିଳିଛି। ଏ ନେଇ ବିଜେପି ପକ୍ଷରୁ ବିଜ୍ଞପ୍ତି...
ବିହାର – ପୁଣି ନୀତିଶ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ନୂଆ ମେଣ୍ଟ ସହ ବିହାରରେ ପୁଣି ସରକାର ଗଢ଼ିଛନ୍ତି ନୀତିଶ କୁମାର। ନୀତିଶଙ୍କ ଅଷ୍ଟମ ଇନିଂସରେ କ’ଣ ରହିବ ରଣନୀତି...
ବିହାର ରାଜନୀତି: ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର। ବୁଧବାର ଦିନ ସେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ସହ ସମ୍ପର୍କ ତୁଟାଇବା ପରେ ଆରଜେଡି...
ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରରେ ରାଜନୈତିକ ଅସ୍ଥିରତା। ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ମେଣ୍ଟ ଭାଙ୍ଗିବା ପରେ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର। ରାଜ୍ୟପାଳଙ୍କୁ ସାକ୍ଷାତ କରି ମଙ୍ଗଳବାର ଦିନ ନୀତିଶ କୁମାର...
ଅମିତ ଶାହ କହିଲେ – “୨୦୨୪ରେ ଓଡ଼ିଶାରେ ବିଜେପି ସରକାର”
ଓଡ଼ିଶାଲାଇଭ୍ ବ୍ୟୁରୋ
“ବିଜେପିକୁ ଲୋକେ ହିନ୍ଦୀ ଭାଷୀ ଦଳ ବୋଲି କହୁଥିଲେ। ଉତ୍ତର ପୂର୍ବାଞ୍ଚଳରେ ବିଜେପି ସରକାର ଚାଲିଛି। ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ଆମ ସରକାର। ତେଣୁ ଆସନ୍ତା ୨୦୨୪ ମସିହାରେ...
ଜଗଦୀପ ଧନଖଡ଼: ଓକିଲାତିରୁ ଦେଶର ଉପରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ନୂଆ ଉପରାଷ୍ଟ୍ରପତି ହୋଇଛନ୍ତି ଜଗଦୀପ ଧନଖଡ଼। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ସେ ଏନଡିଏର ପ୍ରାର୍ଥୀ ହୋଇଥିଲେ। ଜଗଦୀପ ଧନଖଡ଼ ପ୍ରାୟ ୭୩ ପ୍ରତିଶତ ଭୋଟରେ ବିଜୟ ହାସଲ କରି ଦେଶର...




















