ନୂତନ ‘ଅଶୋକ ସ୍ତମ୍ଭ’କୁ ନେଇ ବଢୁଛି ବିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ନୂତନ ‘ଅଶୋକ ସ୍ତମ୍ଭ’କୁ ନେଇ ଆରମ୍ଭ ହୋଇଛି ବିବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ନୂଆ ସଂସଦ ଭବନ ଛାତ ଉପରେ ସ୍ଥାପନ କରାଯାଇଥିବା ରାଷ୍ଟ୍ରୀୟ ପ୍ରତୀକ ଚିହ୍ନ...
ବିଧାନସଭାରେ ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସଡିପିଓଙ୍କ ମାଡ଼ ପ୍ରସଙ୍ଗ: ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଏବଂ ନିର୍ଯାତନା ଦେବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ବିଧାସଭାରେ ସୂଚନା ଦେଇଛନ୍ତି ଗୃହ...
ସୌମ୍ୟ ବାବୁଙ୍କ ନୂଆ ରୂପ କ’ଣ ଆଭାସ ଦେଉଛି?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବେଶ୍ କିଛିଦିନ ହେବ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ଖୋଦ୍ ଶାସକ ଦଳରେ ଥାଇ ମଧ୍ୟ ସୌମ୍ୟଙ୍କର...
ସାର କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ସାର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ ଏବଂ ଅଧିରାଜ ପାଣିଗ୍ରାହୀ ଚାଷ ଏବଂ...
ଆଜିଠାରୁ ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସରକାରଙ୍କ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଆଲୋଚନା...
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ସମର୍ଥନ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାରି ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ରର...
ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଗୃହ ନିର୍ମାଣ ଋଣ ସହାୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି। ଏବେ ଗୃହ ନିର୍ମାଣ ସହାୟତା ରାଶି ୨୫...
ସଙ୍କଟରେ ଶ୍ରୀଲଙ୍କା: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିନା ଚାଲିଛି ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏବେ ମୁରବୀ ବିହୀନ ହୋଇପଡ଼ିଥିବା ଦେଶର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଜାରି ରହିଛି।
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ମୁରବୀ ବିହୀନ...
ଆତତାୟୀଙ୍କ ଟାର୍ଗେଟରେ ରାଜନେତା – ଆବ୍ରାହମ ଲିଙ୍କନଙ୍କଠାରୁ ସିଞ୍ଜୋ ଆବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରମ୍ବାର ଆତତାୟୀଙ୍କ ଆକ୍ରୋସର ଶିକାର ହେଉଛନ୍ତି ଚର୍ଚ୍ଚିତ ରାଜନେତା। ବର୍ତ୍ତମାନ ପର୍ଯ୍ୟନ୍ତ ଆତତାୟୀଙ୍କ ହାତରେ ପ୍ରାଣ ହରାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କଠାରୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ...
ଭାରତ ଉପରେ ପ୍ରଭାବ ପକାଇବ କି ବୋରିସ୍ ଜନସନଙ୍କ ଇସ୍ତଫା?
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନ ହେଉଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର। ବ୍ରିଟେନ ସହ ଭାରତର ବେଶ୍ ଭଲ ସମ୍ପର୍କ ରହିଛି। ବିଶେଷକରି ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କର ଭାରତ ସହିତ ଦୃଢ଼ ସମ୍ପର୍କ। ଭାରତ...


















