ପୌର ନିର୍ବାଚନ: ମାର୍ଚ୍ଚ ୨୨ରେ ପ୍ରଚାର ଶେଷ, ୨୪ରେ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୌର ନିର୍ବାଚନ ପାଇଁ ଏବେ ପ୍ରସ୍ତୁତି ଜୋରଦାର ହେବା ସହ ସବୁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋର ଚାଲିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ...

ପଞ୍ଜାବର ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କଲେ ମାନ: ମନ୍ତ୍ରୀ ପଦର ଶପଥ ନେଲେ ୧୦ ବିଧାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କ ମନ୍ତ୍ରୀ ମଣ୍ଡଳର ୧୦ ଜଣ ମାର୍ଚ୍ଚ ୧୯ ତାରିଖ ମନ୍ତ୍ରୀ ପଦର ଶପଥ...

‘ଦ କଶ୍ମୀର ଫାଇଲ୍ସ’ ଚର୍ଚ୍ଚା ଯେତିକି ବିବାଦ ସେତିକି

ଓଡ଼ିଶାଲାଇଭ୍ ବ୍ୟୁରୋ ୯୦ ଦଶକରେ କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଘଟଣାକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି। ୩୦...

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନ ୨୦୨୨ରେ  ବିପୁଳ ଜନ ସମର୍ଥନ ପାଇଥିବା ଆମ ଆଦମୀ ପାର୍ଟି(ଆପ)ର ଭଗବନ୍ତ ସିଂ ମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆପ୍‌ର ବିପୁଳ ବିଜୟ ପରେ...

ପଞ୍ଜାବରେ ପରାଜୟ ପରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

ଓଡ଼ିଶାଲାଇଭ୍ ବ୍ୟୁରୋ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୨ରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏହା ପରେ ସମସ୍ତ ୫ ରାଜ୍ୟର କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ...

ପୌର ନିର୍ବାଚନ: ମୈଦାନରେ ୮୨ କାଉନସିଲର ଓ ୪ ପୌର ଅଧ୍ୟକ୍ଷ ପ୍ରାର୍ଥୀ

 ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୮୨ ଜଣ ଓ୍ଵାର୍ଡ କାଉନସିଲର ପ୍ରାର୍ଥୀ ଏବଂ ୪ଜଣ ପୌର ଅଧ୍ୟକ୍ଷ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନ ପାଇଁ ମାର୍ଚ୍ଚ ୧୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ...

ଇତିହାସ ରଚିଲା ବିଜେଡି : ଦଖଲ କଲା ୩୦ ଜିଲ୍ଲା ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଦଖଲରେ ଏବେ ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ। ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରି ଇତିହାସ ରଚିଛି ବିଜେଡି। ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ବିଜୁ ଜନତା...

ଆଜିଠୁ ଆରମ୍ଭ ହେଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଜମ୍ମୁକାଶ୍ମୀର ପାଇଁ ଆଜି ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ସରକାରଙ୍କୁ ଘେରିବା...

କଟକରେ ଜମୁଛି ଲଢ଼େଇ – କିଏ ହେବେ ମହାନଗର ନିଗମର ମେୟର?  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୁରାତନ ରାଜଧାନୀ ଏବଂ ଭାଇଚାରାର ସହର କଟକରେ ନିର୍ବାଚନ ପାଣିପାଗ ସରଗରମ ହୋଇଛି। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ...

ବାଣପୁରରେ ବର୍ବର କାଣ୍ଡ : ଗାଡ଼ି ଚଢ଼ାଇଲେ, ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ଚିଲିକା ବିଧାୟକ

 ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଛି। ଇତି ମଧ୍ୟରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି...