ଛତ୍ରପୁର ଥାନାରେ ହାଜର ହେଲେନି ଗୋଲକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନାରେ ଆଜି ହାଜର ହେଲେନି ବିଜେପି ନେତା ଗୋଲକ ମହାପାତ୍ର। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ଥାନାରେ ହାଜର ହୋଇ ନାହାନ୍ତି। ଗୋଲକଙ୍କ ଓକିଲ ଆଜି ଏନେଇ...

ଗଜପତିରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲା ଗସ୍ତ କରିଛନ୍ତି।...

ନିର୍ବାଚନମଣ୍ଡଳୀ ଜଗତସିଂହପୁର : ଚିରଞ୍ଜିବଙ୍କ ଭାବମୂର୍ତ୍ତି ବିଜେଡି ପାଇଁ ବିପଦ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଜଗତସିଂହପୁର ବିଧାନସଭା ଆସନରେ କଂଗ୍ରେସର ଚିରଞ୍ଜିବ ବିଶ୍ୱାଳଙ୍କୁ ଟକ୍କର ଦେବା ପାଇଁ ବିଜେଡି ଓ ବିଜେପି ଶିବିରରେ ଚାଲିଛି ରଣନୀତି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଗତସିଂହପୁର ଆସନ ପାଇଁ...

ଅତନୁଙ୍କ ଗଡ଼ରେ ବାଇକରେ ବୁଲିଲେ ବୈଜୟନ୍ତ – କହିଲେ, “ଏଥର ପ୍ରତିନିଧି ବଦଳାଅ”

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଗସ୍ତ ବେଳେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ନାକେଦମ୍ ହେବାକୁ ପଡ଼ିଛି। ଗତ ୪ ତାରିଖରେ ବୈଜୟନ୍ତ ଏହି ମହାକାଳପଡ଼ା ନିର୍ବାଚନମଣ୍ଡଳୀର ମାର୍ଶାଘାଇ...

‘ଭାରତ କେ ମନକି ବାତ, ମୋଦି କା ସାଥ’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପି ପାର୍ଟି ଅଫିସରେ 'ଭାରତ କେ ମନକି ବାତ, ମୋଦି କା ସାଥ' ଭ୍ରାମ୍ୟମାଣ ଗାଡ଼ିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ଏହି ଗାଡ଼ି ୧୪୭ ବିଧାନସଭା ଓ...

ରାହୁଲ ଓଡ଼ିଶାରେ କ’ଣ କହିଲେ – ୧୦ଟି ଜାଣିବା କଥା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବୁଧବାର ଦିନ ଭବାନିପାଟଣା ଓ ରାଉରକେଲାରେ ଦୁଇଟି ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ରାହୁଲଙ୍କର ଏହା ଥିଲା ବର୍ଷ ଆରମ୍ଭ ପରେ ଦ୍ୱିତୀୟ ଗସ୍ତ।...

ସବୁଦଳ ଏବେ ପଶ୍ଚିମ ମୁହାଁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସ, ବିଜେପି ଓ ବିଜେଡି ଫୋକସ୍‌ରେ ପଶ୍ଚିମ ଓଡ଼ିଶା। ଲୋକସଭା ଓ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଓଡ଼ିଶାର ରାଜନୈତିକ ଦଳମାନେ ସେତିକି ସେତିକି ପଶ୍ଚିମ ଓଡ଼ିଶା ଉପରେ...

ପଶ୍ଚିମ ଓଡ଼ିଶାରେ ଘର ସଜାଡ଼ି ପାରିବ କି କଂଗ୍ରେସ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପଶ୍ଚିମ ଓଡ଼ିଶାରେ କାମ କରିବ କି ରାହୁଲ ଗାନ୍ଧିଙ୍କ ମନ୍ତ୍ର? ୨୦୧୯ ନିର୍ବାଚନ ପୂର୍ବରୁ ଆଜି ପଶ୍ଚିମ ଓଡ଼ିଶାରେ ହାଇଭୋଲଟେଜ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପଶ୍ଚିମ ଓଡ଼ିଶାର...

ପୁରୀରେ ଜନଜାତି ଅଧିବେଶନରେ କ’ଣ କହିଲେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=5ZOAkyObIjk] ପୁରୀରେ ଉଦ୍‌ଘାଟିତ ହୋଇଛି ବିଜେପିର ଜନଜାତି ରାଷ୍ଟ୍ରୀୟ ଅଧିବେଶନ। ଫେବ୍ରୁଆରି ୩ରେ ଏହି ଅଧିବଶେନରେ ଯୋଗ ଦେଇ ଅମିତ ଶାହ ଅନୂସୂଚିତ ଜାତି ଜନଜାତିଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ...

ରାଉରକେଲାରେ ରାହୁଲ ବର୍ଷିଲେ, “ଚୌକିଦାର ଚୋର୍, ନବୀନ ରିମୋଟ୍ କଣ୍ଟ୍ରୋଲ”

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭବାନିପାଟଣା ପରେ ଷ୍ଟିଲ ସିଟି ରାଉରକେଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ ନବୀନ ପଟ୍ଟନାୟକ ଏବଂ ନରେନ୍ଦ୍ର ମୋଦିଙ୍କୁ ତୀର ମାରିଛନ୍ତି। ମୋଦିଙ୍କୁ ଚୌକିଦାର ଚୋର୍ କହିବା ସହ...