ଚାଲିଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବିଭିନ୍ନ ସ୍ଥାନରେ ଉତ୍ତେଜନା

ଓଡ଼ିଶାଲାଇଭ୍ ବ୍ୟୁରୋ ନାଏବ ସରପଞ୍ଚ ବଛା ସରିବା ପରେ ଶନିବାର ଚାଲିଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ସରଗରମ ହୋଇଛି ରାଜନୀତି । ସକାଳ ୧୦.୩୦ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦିନ...

ଜାତୀୟ ରାଜନୀତିର ନୂଆ ଚେହେରା – ବିଜେପିରୁ ଯୋଗୀ, ଆମ ଆଦମୀ ପାର୍ଟିରୁ କେଜରିୱାଲ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିକଟରେ ପ୍ରକାଶ ପାଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠୁ ୨୦୨୪ ପାଇଁ ଗଣିତ କଷା ଯାଉଛି। ଯୋଗୀ ଆଦିତ୍ୟନାଥ ଏବଂ ଅରବିନ୍ଦ କେଜରିୱାଲ ଜାତୀୟ ରାଜନୀତିର...

କମେଡିରୁ ରାଜନୀତି : ଭଗଓ୍ଵନ୍ତ ମାନ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନେ ହାସ୍ୟ ଅଭିନେତା ହୋଇ ଲୋକଙ୍କୁ ହସାଉ ଥିଲେ। ଏବେ ରାଜ୍ୟବାସୀଙ୍କ ଦାୟିତ୍ଵ ବୁଝିବେ। ପଞ୍ଜାବର ରାଜନୀତିର ମଙ୍ଗୁଆଳ ହେବେ ଭଗଓ୍ଵନ୍ତ ସିଂ ମାନ। ଭଗୱନ୍ତ ସିଂ ମାନ ଜଣେ ହାସ୍ୟ ଅଭିନେତା...

ଚନ୍ନିଙ୍କୁ ମାତ୍ ଦେଇଥିବା ଲଭ୍ ସିଂ ଉଗୋକ କିଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ ଦେଶବାସୀଙ୍କୁ ଚକିତ କରିଛି। ବର୍ଷ ବର୍ଷ ଧରି ପଞ୍ଜାବରେ ରାଜ କରୁଥିବା କଂଗ୍ରେସକୁ ଜବରଦସ୍ତ ଝଟକା ଦେଇଛି ଆମ ଆଦମୀ ପାର୍ଟି। ଜଣେ ମୋବାଇଲ...

ପୌର ନିର୍ବାଚନ: ସବୁ ଦଳରେ ବିଦ୍ରୋହୀଙ୍କୁ ନେଇ ବଢ଼ୁଛି ଚିନ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଭୋଟରମାନେ ସିଧାସଳଖ ନିଜ ମେୟର ବାଛିବେ। ରାଜଧାନୀରେ ହାଇଭୋଲଟେଜ୍ ଲଢ଼େଇ ହେବ। ମନ୍ତ୍ରୀ, ବିଧାୟକମାନଙ୍କ ପତିଆରର ପରୀକ୍ଷା ହେବ। ତେଣୁ ଏଥର ପୌର ନିର୍ବାଚନରେ ଜୋରଦାର ଲଢ଼େଇ ହେବ।  ଚଳିତ ଥର...

ଗୋରଖପୁରରେ ଯୋଗୀଙ୍କ ଯାଦୁ: ୧ ଲକ୍ଷ ୨ହଜାର ଭୋଟରେ ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ   ଉତ୍ତର ପ୍ରଦେଶରେ ବିଜେପିର ଦବଦବା ଜାରି ରହିଛି। ଜନତା ପୁଣି ଭରସା କରିଛନ୍ତି ଯୋଗୀ ସରକାରଙ୍କ ଉପରେ। ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ...

ମୋଦୀ ପାଇଁ ‘ଉପଯୋଗୀ’ ସାବ୍ୟସ୍ତ ହେଲେ ବାବା, ରାସନ ଓ ସୁଶାସନର ଦବଦବା ବଜାୟ

ଓଡ଼ିଶାଲାଇଭ ବ୍ୟୁରୋ ୫ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ପରିସଂଖ୍ୟାନକୁ ଦେଖିଲେ ବିଜେପି ବଡ଼ ବ୍ୟବଧାନରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ମୋଦୀ-ଶାହ ପରେ ବିଜେପି ଜାତୀୟ...

ଗୋରଖପୁରରେ ଯୋଗୀଙ୍କ କରିସ୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପ୍ରଦେଶ ଗୋରଖପୁର ସଦର ଆସନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଚଳିତ ବିଧାନସଭା ନିର୍ବାଚନ ୨୦୨୨ରେ ଉତ୍ତର ପ୍ରଦେଶରେ ବିଜେପିକୁ ବିପୁଳ ସମର୍ଥନ ମିଳିଛି।...

ପଛରେ ପଡ଼ିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ଵତ

ଓଡ଼ିଶାଲାଇଭ ବ୍ୟୁରୋ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି। ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନୋଟି ଆସନରେ ସ୍ୱାଧୀନ...

ଉତ୍ତର ପ୍ରଦେଶରେ ପୁଣି ସରକାର ଗଢ଼ିବ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ସିଟ୍ ସଂଖ୍ୟା କମିବ, କିନ୍ତୁ ଉତ୍ତର ପ୍ରଦେଶ(ୟୁପି)ରେ ପୁଣି ବିଜେପି ସରକାର ଗଢ଼ିବାର ଚିତ୍ର ସ୍ପଷ୍ଟ ହୋଇଛି। ଯୋଗୀ ସରକାରଙ୍କ ଉପରେ ଏଥର ବି ଭରସା କରିଛନ୍ତି ଜନତା। ଉତ୍ତର ପ୍ରଦେଶର...