ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଟଙ୍କା ଜରିମାନା
ଓଡ଼ିଶାଲାଇଭ ବ୍ୟୁରୋ
ଡୋରଣ୍ଡା ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ୍ ଓ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ପୁଣି ଜେଲ୍ ଯିବେ ଲାଲୁ ଯାଦବ।...
କେନ୍ଦ୍ରାପଡ଼ାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ, ମହିଳା ଭୋଟରଙ୍କ ସଂଖ୍ୟା ଅଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି। ଜିଲ୍ଲାରେ ଚଳିତ ଥର ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ...
ମାଓବାଦୀଙ୍କ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଭଣ୍ଡୁର ଉଦ୍ୟମ ବିଫଳ, ନିୟମଗିରି ପାହାଡ଼ ନିକଟରୁ ଟିଫିନ ବୋମା ଠାବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଲାଲ ବାହିନୀର ଉଦ୍ୟମ ବିଫଳ ହୋଇଛି। ଯବାନମାନଙ୍କୁ ଟାର୍ଗଟେ କରି...
ରାୟଗଡ଼ା: ଭୋଟର ତାଲିକାରେ ନାଁ ନଥିବାରୁ ଭୋଟବାକ୍ସ ଉଠାଇନେଲେ ଡଙ୍ଗରିଆ ସମ୍ପ୍ରଦାୟର ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଧ୍ୟ ଭୋଟ ବିଭ୍ରାଟ ଦେଖାଯାଇଛି। ଭୋଟର ତାଲିକାରେ ନାଁ ନ ଥିବାରୁ ମତଦାନରୁ ବଞ୍ଚିତ ହୋଇ ରାୟଗଡ଼ା ଜିଲ୍ଲାରେ...
ଯାଜପୁର ଜିଲ୍ଲା ବାମଦେବପୁରରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ, ୪୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକାଛଳ ପଞ୍ଚାୟତ ବାମଦେବପୁରରେ ଗତ ରବିବାର ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବଚାନ ପାଇଁ ମତଦାନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି...
ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୧ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଗତ ରବିବାର ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ କରିଛନ୍ତି ଭୋଟର। ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ତୃତୀୟ...
ସରିଲା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ତୃତୀୟ ପର୍ଯ୍ୟାୟ ପାଇଁ ସଜବାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୮.୩ ପ୍ରତିଶତ ମତଦାନ ହୋଇଥିବା...
ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଖୁସି ଅଛି ଆଉ ଆପଣମାନଙ୍କ ସମ୍ମୁଖରେ ଅଛି। ଯେବେ ଯେବେ ନିର୍ବାଚନ ସମୟ ଆସେ ମୋର ଅସୁସ୍ଥତାକୁ ନେଇ ଅନେକ ଗୁଜବ ଉଠେ”, ହସି ହସି...
ସରିଲା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୭୧ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଶୁକ୍ରବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା...
ଉତ୍ତରପ୍ରଦେଶ ନିର୍ବାଚନ – ଏଥର ଯୋଗୀଙ୍କୁ ପାର କରିବେ କି ରାମ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଯୋଗୀ ଆଦିତ୍ୟନାଥଙ୍କୁ ନେଇ ରାଜନୀତିରେ ଗଣିତ କଷୁଛି ବିଜେପି।
ଜାତି ଓ ଧର୍ମକୁ ନେଇ ଉତ୍ତରପ୍ରଦେଶ ରାଜନୀତି ସବୁବେଳେ ସରଗରମ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଧର୍ମକୁ ନେଇ ରାଜନୀତି...




















