ନଡ୍ଡାଙ୍କ ନୂଆ ଟିମରେ ସ୍ଥାନ ପାଇଲେ ୪ ଓଡ଼ିଆ –  ବୈଜୟନ୍ତ ପୁଣି ଉପ-ସଭାପତି, ସମ୍ବିତ ଓ ଅପରାଜିତା...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିର ଜାତୀୟ କାର୍ଯ୍ୟକର୍ତ୍ତାରେ ସ୍ଥାନ ପାଇଲେ ୪ ଓଡ଼ିଆ। ନଡ୍ଡାଙ୍କ ନୂଆ ଟିମରେ ସ୍ଥାନ ପାଇଲେ ୪ ଓଡ଼ିଆ। ପୂର୍ବରୁ ରାଷ୍ଟ୍ରୀୟ ଉପ-ସଭାପତି ଥିବା ବୈଜୟନ୍ତ ପଣ୍ଡାଙ୍କ ସହିତ ମୁଖପାତ୍ର ଡାକ୍ତର ସମ୍ବିତ...

ରାଜନୈତିକ ମହଲରେ ପ୍ରଶ୍ନ – ଖାଲି ଥିବା ଆସନରେ ଉପନିର୍ବାଚନ ତାରିଖ ଘୋଷଣା ହେଲାନାହିଁ କାହିଁକି?

କମଳାକାନ୍ତ ପତି ଭାରତର ନିର୍ବାଚନ କମିଶନ ଶୁକ୍ରବାର ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କିନ୍ତୁ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ଆସନଗୁଡ଼ିକରେ ଏକ ସଙ୍ଗେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଗଲା...

ନଡ୍ଡାଙ୍କ ନୂଆ ଟିମ୍ – ନିଯୁକ୍ତ ହେଲେ ୧୨ ଉପ-ସଭାପତି, ୮ ସାଧାରଣ ସମ୍ପାଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ଅଧ୍ୟକ୍ଷ ହେବାର ନଅ ମାସ ପରେ ନିଜର ନୂଆ ଟିମ୍ ଘୋଷଣା କଲେ ଜେପି ନଡ୍ଡା। ଭାରତୀୟ ଜନତା ପାର୍ଟି ଆଜି ନିଜର ନୂଆ କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା...

ବାଲେଶ୍ୱର ଉପ-ନିର୍ବାଚନ: ଟିକେଟ୍ ରେସରେ ବିଜେଡି ପାଇଁ ନୂଆ ମୁହଁ କିଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ କିଏ ପାଇବ ବିଜେଡି ଟିକେଟ୍? ବାଲେଶ୍ୱର ଉପ ନିର୍ବାଚନ ପାଇଁ କୌଣସି ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀତ୍ୱକୁ ନେଇ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିପାରନାହାନ୍ତି। ବିଜେପିକୁ ନେଇ ଭୋଟରଙ୍କ ଯେତିକି ଦ୍ୱନ୍ଦ୍ୱ ନାହିଁ,ସବୁଠାରୁ...

ବିହାର ନିର୍ବାଚନ – ମୋଦୀଙ୍କଠାରୁ ଓୟେସୀ, ୬ ପ୍ରଭାବୀ ଚେହେରା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଏଠି ବିକାଶ ବି ଚାଲେ, ଜାତି ଆଧାରରେ ଭୋଟ ବି ଚାଲେ। ବିକାଶକୁ ନେଇ ନୀତିଶ ଲଗାତର ଜିତୁଥିବା ବେଳେ, ଜାତିକୁ...

ଆଜି ମିଳିତ ଜାତିସଂଘରେ ଅଭିଭାଷଣ ରଖିବେ ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ମିଳିତ ଜାତିସଂଘର ୭୫ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। କରୋନା ମହାମାରୀ ପାଇଁ ଚଳିତ ବର୍ଷ ଏହାକୁ ଭର୍ଚୁଆଲ ମାଧ୍ୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ନିୟୁ ଓ୍ଵର୍କସ୍ଥିତ ଜାତିସଂଘର...

୮୮ ବର୍ଷରେ ମନମୋହନ ସିଂହ – ସରଳ ବ୍ୟକ୍ତିତ୍ୱ ତାଙ୍କର ଅନ୍ୟତମ ପରିଚୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ୮୮ ବର୍ଷ ବୟସରେ ପାଦ ଦେଇଛନ୍ତି । ଏହି ଅବସରରେ ବହୁ ବରିଷ୍ଠ ନେତା ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଦଳୀୟ ନେତା କର୍ମୀଙ୍କ ବ୍ୟତୀତ...

କରୋନା କବଳରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପୁଣି ଜଣେ ମନ୍ତ୍ରୀ କରୋନା କବଳକୁ ଆସିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ତାଙ୍କ ରିପୋର୍ଟ...

ପୁଣି ତେଜିବ ରାଫେଲ୍ ରାଜନୀତି ! ବିହାର ଭୋଟ୍ ପୂର୍ବରୁ ସିଏଜି କଣ୍ଟା

କମଳାକାନ୍ତ ପତି ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଫେଲ୍ ଯୁଦ୍ଧ ବିମାନ କ୍ରୟକୁ ନେଇ ପ୍ରଶ୍ନ ଉଠାଇ ରାଜନୀତିକୁ ସରଗରମ କରିଥିଲା କଂଗ୍ରେସ। ଏବେ ସିଏଜି ରିପୋର୍ଟ ସେହି ରାଜନୀତିକୁ ତେଜିବ କି? ନିର୍ବାଚନ କମିଶନ...

ଛାତ୍ର ଓ ଯୁବ ବିଜେଡି ସଭାପତି ପଦକୁ ନେଇ ଛିଣ୍ଡୁନି ଅଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ କାହିଁକି ଘୋଷଣା ହେଉନି ଯୁବ ଓ ଛାତ୍ର ବିଜେଡି ସଭାପତିଙ୍କ ନାଁ? ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଙ୍ଗଠନର ସଭାପତି କିଏ ହେବ ସେନେଇ ଛିଣ୍ଡୁନି ଅଙ୍କ। ଦଳର ସୁପ୍ରିମୋ...