ସିଆଇଆଇ ବାର୍ଷିକ ସମ୍ମିଳନୀରେ କହିଲେ ମୋଦୀ – ‘‘ବ୍ୟବସାୟୀମାନେ ଗୋଟେ ପାଦ ବଢ଼ାନ୍ତୁ, ସରକାର ଚାରି ପାଦ ବଢ଼ାଇବେ’’
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ମୁଁ ବ୍ୟବସାୟୀମାନଙ୍କ ସହିତ ସବୁବେଳେ ରହିଛି। ଭାରତର ଶିଳ୍ପ କେମିତି ଅଗକୁ ଯିବ ସେଥିପାଇଁ କେନ୍ଦ୍ର ସରକାର ସବୁବେଳେ ଉଦ୍ୟମ କରୁଛନ୍ତି। ଭାରତୀୟ ଶିଳ୍ପକୁ ଆହୁରି ଆଗକୁ ନେବାକୁ ହେଲେ ବ୍ୟବସାୟୀମାନେ...
ଜୁନ ୧୯ରେ ୧୮ ରାଜ୍ୟସଭା ଆସନ ପାଇଁ ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୯ ତାରିଖରେ ରାଜ୍ୟସଭାର ୧୮ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କରୋନା ମହାମାରୀ ଆସିବା ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ୧୯ ତାରିଖ ସନ୍ଧ୍ୟାରେ ଭୋଟ ଗଣତି କରାଯିବ...
କୃଷି, ଉଠାଦୋକାନୀ ଏବଂ ଏମ୍ଏସ୍ଏମ୍ଇ ସେକ୍ଟର ପାଇଁ ବଡ଼ ଘୋଷଣା କଲେ ମୋଦୀ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଲକ୍ଡାଉନରେ ଅଧିକ ପ୍ରଭାବିତ ହୋଇଥିବା କୃଷି, ଏମଏସଏମଇ ଏବଂ ଉଠା ଦୋକାନୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦୀ ସରକାର। କେନ୍ଦ୍ର କ୍ୟାବିନେଟ୍ ଏମଏସ୍ଏମଇ କ୍ଷେତ୍ର ପାଇଁ ୨୦ ହଜାର...
ଧାନ କୁଇଣ୍ଟାଲ ୧୮୬୮ ଟଙ୍କାକୁ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାନର ଏମ୍ଏସ୍ପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୁଇଣ୍ଟାଲ ୧୮୬୮ ଟଙ୍କା ବଢ଼ାଇଛନ୍ତି କେନ୍ଦ୍ର ସରକାର। ଖାଲି ସେତିକି ନୁହେଁ, ୧୪ଟି ଶସ୍ୟର ଏମ୍ଏସ୍ପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।...
ଜୁନ୍ ୩୦ ଯାଏଁ ପ୍ରତି ଶନିବାର, ରବିବାର ଓଡ଼ିଶାର ୧୧ଟି ଜିଲ୍ଲା ସଟ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାର ୧୧ଟି ଜିଲ୍ଲାକୁ ପ୍ରତି ଶନିବାର ଓ ରବିବାର ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଜୁନ୍ ୩୦ ଯାଏଁ ଏହା ବଳବତ୍ତର ରହିବ।...
ଦିଲ୍ଲୀ ସରକାର ପାଖରେ ଦରମା ଦେବାକୁ ନାହିଁ ଟଙ୍କା, କେନ୍ଦ୍ରକୁ ମାଗିଲେ ୫ ହଜାର କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ ସଙ୍କଟ ମଧ୍ୟରେ ସମୟ କାଟୁଥିବା ଦିଲ୍ଲୀ ସରକାର ପାଖରେ ଏବେ ନିଜ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। ଏଥିପାଇଁ ଦିଲ୍ଲୀର ଅର୍ଥମନ୍ତ୍ରୀ ମନିଷ ସିସୋଦିଆ କେନ୍ଦ୍ର...
‘ମନ୍ କି ବାତ୍’ରେ ଓଡ଼ିଶାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ବାତ୍ୟା ଅମ୍ପନକୁ ଓଡ଼ିଶା ଓ ପଶ୍ଚିମବଙ୍ଗର ଲୋକମାନେ ସାହାସର ସହ ମୁକାବିଲା କରିଛନ୍ତି ବୋଲି...
ଜୁନ୍ ପହିଲାରୁ ଖୋଲିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ସୋମବାରଠାରୁ ଭାରତ ଖୋଲିବାକୁ ଯାଉଛି। ମାର୍ଚ୍ଚ ୨୪ରେ ଲକଡ଼ାଉନ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଦେଶରେ ଅଧିକାଂଶ କଥା କୋହଳ ହେବ। ଗୃହ ମନ୍ତ୍ରାଳୟ ଏଥିପାଇଁ ତିନି...
କଣ୍ଟେନମେଣ୍ଟ ଜୋନରେ ଲକ୍ଡାଉନ୍ ୫.୦ – କ’ଣ ଖୋଲା ରହିବ, କ’ଣ ବନ୍ଦ?
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଦେଶରେ ଲକ୍ଡାଉନ୍ ୫.୦ ଲାଗୁ କରିଛନ୍ତି। ହେଲେ ଏହା କେବଳ କଣ୍ଟେନମେଣ୍ଟ ଜୋନରେ ହିଁ ଲାଗୁ ହୋଇଛି। କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକ୍ଡାଉନ୍ କଟକଣାକୁ ପୂରା କୋହଳ କରାଯାଇଛି।...
ବଢ଼ିବ କି ଲକଡାଉନ୍ ? ମୋଦୀଙ୍କୁ ଭେଟି ଆଲୋଚନା କଲେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ ଅବଧି ପୁଣି ବଢ଼ିବ କି? ସମସ୍ତ ଦେଶବାସୀଙ୍କ ପାଇଁ ଏବେ ଏହା ଆଉ ଗୋଟିଏ ବଡ଼ ପ୍ରଶ୍ନ ହୋଇଯାଇଛି। ଦେଶରେ ଏବେ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ହେବା...




















