୧୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ଇପିଏଫ୍ ଭରିବେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ୍‌, ଜୁଲାଇ, ଅଗଷ୍ଟ ମାସର ଇପିଏଫ୍‌ ଜମା କରିବେ କେନ୍ଦ୍ର ସରକାର। ଆତ୍ମ ନିର୍ଭର ଭାରତ ଅଭିଯାନରେ କେନ୍ଦ୍ର ସରକାର ଇପିଏଫ୍‌ ଉପରେ ବଡ଼ ଘୋଷଣା କରିଛନ୍ତି। ଯେଉଁ କର୍ମଚାରୀମାନେ ୧୫ ହଜାର...

ଏମ୍ଏସ୍ଏମ୍ଇ ସେକ୍ଟରକୁ ବିନା ଗ୍ୟାରେଣ୍ଟିରେ ମିଳିବ ୩ ଲକ୍ଷ କୋଟି ଟଙ୍କାର ୠଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦୀ ସରକାରଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ବଡ଼ ଘୋଷଣା ବିନା ଗ୍ୟାରେଣ୍ଟିରେ ମିଳିବ ୩ ଲକ୍ଷ କୋଟିର ୠଣ ୪ ବର୍ଷ ପାଇଁ ମିଳିବ...

ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନିଆଯିବ: ନିର୍ମଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଲୋକାଲ ବ୍ରାଣ୍ଡକୁ ସାରା ବିଶ୍ୱରେ ଉପଯୁକ୍ତ ପରିଚୟ ଦେବା ପାଇଁ ଉଦ୍ୟମ କରାଯିବ। ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଆତ୍ମନିର୍ଭରଶୀଳ ଭାରତ। ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନିଆଯିବ’’, କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସମିଟର ଲାଇଭ୍ ଅପଡେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସମିଟ୍। ଜାଣନ୍ତୁ, ପ୍ରତିଟି ଅପଡେଟ୍ ଆୟକର ରିଟର୍ଣ୍ଣର ତାରିଖ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଗଲା: ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଯେଉଁ କମ୍ପାନୀଗୁଡିକର ଟିକସ...

‘ଆତ୍ମ ନିର୍ଭର ଭାରତ’ ଅଭିଯାନ – ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଘୋଷଣା କରିଛନ୍ତି। ଏହି ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର...

ଲକଡାଉନ୍ – ହ୍ୱାଟ୍‌ସ୍‌ଆପ୍‌ରେ ତାଲିକା ପଠାଇଲେ ସୁନ୍ଦରଗଡ଼ରେ ଘରେ ପହଞ୍ଚୁଛି ଗ୍ରୋସରୀ ସାମଗ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ମ୍ୟୁନିସିପାଲିଟି ଜରିଆରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଘରେ ଘରେ ପହଞ୍ଚୁଛି ରାସନ ସାମଗ୍ରୀ ତିନି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ଦାୟିତ୍ବ ସୁନ୍ଦରଗଡ଼ ରେଡକ୍ରସ୍‌ ପକ୍ଷରୁ ଆର୍ଥିକ...

ମନମୋହନ ସିଂଙ୍କ ସ୍ୱାସ୍ଥ୍ୟରେ ସୁଧାର – ହସ୍ପିଟାଲରୁ ହେଲେ ଡିସ୍‌ଚାର୍ଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ମଙ୍ଗଳବାର ଦ୍ୱିପ୍ରହରରେ ତାଙ୍କ ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଘରକୁ ଆସିବାକୁ...

ଆଜି ଦେଶବାସୀଙ୍କୁ କ’ଣ କହିବେ ମୋଦୀ – ବଢ଼ିବ କି ଲକ୍‌ଡାଉନ୍‌ ଅବଧି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ମାସରେ ପଞ୍ଚମ ଥର ପାଇଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ରାତି ୮ଟାରେ ଏହି କାର୍ଯ୍ୟକ୍ରମ ରହିଛି। ତେବେ...

ଲକଡାଉନ ପୁଣି ବଢ଼ିବ – ଆପଣଙ୍କୁ କ’ଣ ଲାଗୁଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କ’ଣ ଆସନ୍ତାକାଲି ଲକଡାଉନ ପୁଣି ଥରେ ବଢ଼ିବାର ଘୋଷଣା ଆସିବ? ଏହି ପ୍ରଶ୍ନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସୋମବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ବେଳେ ଅଧିକାଂଶ...

ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ – ‘‘କରୋନା ସଂକ୍ରମଣ ଗାଁରେ ନପହଞ୍ଚୁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ଏବଂ ପ୍ରବାସୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘‘ଲୋକମାନେ ଏବେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। ମାନବିକତା ଦୃଷ୍ଟିକୋଣରୁ ଏହାକୁ ରୋକିହେବ ନାହିଁ। ଏହାକୁ ଦୃଷ୍ଟିରେ...