ଏବେ କରୋନା ଚିକିତ୍ସାର ପୂରାପୂରି ଦାୟିତ୍ଵ ରାଜ୍ୟ ସରକାରଙ୍କର, କୋଭିଡ୍‌ ହସ୍ପିଟାଲ୍‌ ଓ ଭେଣ୍ଟିଲେଟର୍ ଭରସା! 

ନୀଳାମ୍ବର ରଥ କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ସବୁଠୁ ବଡ଼ ଆବଶ୍ୟକତା ହେବ ଭେଣ୍ଟିଲେଟର। ରାଜ୍ୟ ସରକାର ଏବେ ଘୋଷଣା କରିଛନ୍ତି ଯେ, ରାଜ୍ୟର ସମସ୍ତ କରୋନା ରୋଗୀଙ୍କର ଚିକିତ୍ସା କେବଳ ସରକାର ପ୍ରସ୍ତୁତ କରିଥିବା...

କରୋନା ବେଳେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ! ଉଦ୍ଧବ ଠାକ୍‌ରେ କେମିତି ବଞ୍ଚାଇବେ ମୁଖ୍ୟମନ୍ତ୍ରୀ ଚୌକି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମେ’ ୨୮ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେବାକୁ ପଡ଼ିବ ଅଗ୍ନିପରୀକ୍ଷା। ସାରା ଦେଶ ଏବେ କରୋନା ଭାଇରସ୍‌ ସହିତ ଲଢ଼େଇ କରୁଛି। ଗାଁଠୁ ସହର ସବୁଠି କରୋନାକୁ ଚିନ୍ତା...

ଲକ୍‌ଡାଉନ ବଢ଼ିବ? ଏହି ୮ଟି ବିଷୟ ଉପରେ ଘମାଘୋଟ ଚର୍ଚ୍ଚା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ଅବଧି ସାରା ଦେଶରେ ବଢ଼ିବ କି ନା ତାକୁ ନେଇ ଚର୍ଚ୍ଚା ଜୋର୍‌। ୨୧ ଦିନ ଲକଡାଉନ ସମୟ ଶେଷ ହୋଇ ଆସୁଥିବା ବେଳେ ଏହାକୁ ବଢ଼ାଯିବ କି ନା ସେନେଇ...

୬୨ ଜିଲ୍ଲା ଉପରେ ନଜର, ଲକ୍‌ଡାଉନ ଏଠି ଜାରି ରହିବ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଗତ ସାତ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏ ହି ସଂଖ୍ୟା ଏବେ ୪୫୦୦ ଡେଇଁଛି। ତେବେ ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଆକ୍ରାନ୍ତ...

କରୋନା ସଙ୍କଟ – ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ନେବେ ୩୦ ପ୍ରତିଶତ କମ୍ ଦରମା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କ ଦରମାରୁ ୩୦ ପ୍ରତିଶତ ହ୍ରାସ କରାଯିବ। କରୋନା ମୁକାବିଲା ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ...

ବିଜେପି ପ୍ରତିଷ୍ଠା ଦିବସରେ ମୋଦୀ କହିଲେ, ‘‘ଆମର କରୋନା ମୁକାବିଲା ଭଲ’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ବିରୋଧରେ ଲମ୍ବା ଲଢ଼େଇ ଲଢ଼ିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘‘କରୋନା ବିରୋଧରେ ଆମେ ଲମ୍ବା ଲଢ଼େଇ ଲଢ଼ିବା। ଏହି ଲଢ଼େଇରେ ଆମେ ଥକିବା ନାହିଁ କି ହାରିବା...

ବିଜେପିକୁ ପୂରିଲା ୪୦ ବର୍ଷ, ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନତା ପାର୍ଟିର ଆଜି ପ୍ରତିଷ୍ଠା ଦିବସ। ବିଶ୍ୱର ସବୁଠୁ ବୃହତ୍ତମ ରାଜନୈତିକ ଦଳ କୁହାଯାଉଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ଆଜି ପ୍ରତିଷ୍ଠା ଦିବସ। ୧୯୮୦ ମସିହା ଏପ୍ରିଲ ୬ ତାରିଖରେ...

କରୋନା କଟକଣା – ସୁନ୍ଦରପଦା ଓ କପିଳପ୍ରସାଦର କିଛି ଅଞ୍ଚଳ ସିଲ୍‌ କଲା ବିଏମ୍‌ସି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂବୋର୍ଡ କଲୋନୀ ଫେଜ୍‌-୨ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ। ଲୋକଙ୍କ ସୁରକ୍ଷା ପାଇଁ...

କରୋନା ମୁକାବିଲା – ସୋନିଆ, ମନମୋହନଙ୍କ ସହ କଥା ହେଲେ ମୋଦୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ସମ୍ପର୍କରେ ବିରୋଦୀ ଦଳର ନେତାମାନଙ୍କ ସହ କଥା ହୋଇଛନ୍ତି। ମୋଦୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ...

ନଡ୍ଡାଙ୍କ ଚେତାବନୀ – କରୋନାକୁ ସାମ୍ପ୍ରଦାୟିକ ରଙ୍ଗ ଦିଅନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ସଭାପତି ଜେପି ନଡ୍ଡା ଦଳର ନେତାମାନଙ୍କୁ ତାଗିଦ କରିଛନ୍ତି। କରୋନା ସଂକ୍ରମଣକୁ ଅଯଥା ସାମ୍ପ୍ରଦାୟିକ ରଙ୍ଗ ନ ଦେବା ପାଇଁ ସେ ଦଳର ନେତାମାନଙ୍କୁ କହିଛନ୍ତି। ଏହି ମହାମାରୀକୁ ନେଇ...