ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ – ‘‘ମିଳିମିଶି ଲଢ଼ିବା, କରୋନାକୁ ହରାଇବା’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭିଡିଓ କନଫରେନ୍ସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ମୁକାବିଲା ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ...

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ – ଭାରତ ଅନ୍ୟ ଦେଶ ପାଇଁ ଉଦାହରଣ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)। କରୋନା ମୁକାବିଲା ପାଇଁ ଭାରତ ସରକାର ଯେଭଳି ପନ୍ଥା ଆପଣାଇଛନ୍ତି ତାହା ସାରା ବିଶ୍ୱ ପାଇଁ ଉଦାହରଣ। ସମସ୍ତ...

ଆଇଏଏସ୍‌, ଆଇପିଏସ୍‌ଙ୍କୁ ଅଧା ଦରମା – ମୁଖ୍ୟମନ୍ତ୍ରୀ ଓ ବିଧାୟକମାନଙ୍କୁ ମିଳିବ ୩୦ ପ୍ରତିଶତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନେତା, ଅଫିସରଙ୍କ ଦରମା ବାବଦରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଇଏଏସ୍‌, ଆଇପିଏସ୍‌, ଆଇଏଫଏସ୍‌ ଅଫିସରଙ୍କୁ ଅଧା ଦରମା ମିଳିବ ବୋଲି...

କରୋନାର ତାଜା ସୂଚନା ଦେଲେ ରାଜ୍ୟ ସରକାର – ‘‘ଆସନ୍ତା ୧୫ ଦିନ ଗୁରୁତ୍ୱପୂର୍ଣ୍ଣ, ସଜାଗ ରହନ୍ତୁ’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶରୁ ଦେଶକୁ ବ୍ୟାପି ଚାଲିଛି କରୋନା। ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ବିଭିନ୍ନ ଦେଶରେ ଅଣାୟତ୍ତ ହୋଇପଡ଼ିଛି। କରୋନାର ତାଜା ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କ’ଣ...

ଭିନିଲକ୍ରିଷ୍ଣା ହେଲେ ବାଲକ୍ରିଷ୍ଣାଙ୍କ ଓଏସ୍‌ଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏଏସ ଅଫିସର ଭିନିଲ କ୍ରିଷ୍ଣାଙ୍କୁ ସରକାର ଆହୁରି ଅଧିକ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ସେ ଅଦ୍ୟାବଧି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ଓ କ୍ରୀଡ଼ା ବିଭାଗର...

କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କଲେ ନରସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ବହୁ ବଡ଼ ବଡ଼ ଦେଶ ଏହି ଭାଇରସ୍‌ କବଳରୁ ମୁକଳି ପାରୁ ନାହାନ୍ତି। ଏଣୁ ଓଡ଼ିଶାରେ ଏହହର ମୁକାବିଲା ପାଇଁ...

ଲୋକସେବା ଭବନରେ ବିଧାନସଭା ଅଧିବେଶନ, ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସେବା ଭବନ କନଭେନସନ୍‌ ହଲ୍‌ରେ ଚାଲିଛି ବିଧାନସଭା ଅଧିବେଶନ। ଏହି ଅଧିବେଶନରେ ଆଜି ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ ହେବାର ଅଛି। ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ବିରୋଧୀ...

ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟାର ସମାଧାନ ପାଇଁ ନିଆଯାଉଛି ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟାକୁ ନେଇ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବେିଷ୍ଠ ନେତାମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା...

ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ଅପିଲ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି। ରାଜ୍ୟ ବାହାରେ ଥିବା ଓଡ଼ିଆ ସଙ୍ଗଠନମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି...

କରୋନା ଲକ୍‌ଡାଉନ୍‌ – ଲୋକଙ୍କୁ ହାତଯୋଡ଼ି ଘରୁ ନବାହାରିବାକୁ ଅନୁରୋଧ କଲା ବିହାର ପୋଲିସ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲାଠି ମାଡ଼ ନୁହେଁ, ଲୋକଙ୍କୁ ହାତଯୋଡ଼ି ଘରୁ ନବାହାରିବାକୁ ଅନୁରୋଧ କରୁଛି ବିହାର ପୋଲିସ। କରୋନା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌। ଏହି ନିୟମକୁ କଡ଼ାକଡ଼ି ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...