ମୋ’ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋ ସରକାର’ରେ ସାମିଲ ହେଲା ଆଉ ୫ଟି ବିଭାଗ। ଏଥିସହିତ ରାଜ୍ୟ ସରକାରଙ୍କ ମୋଟ୍ ୨୨ଟି ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି।
ସୋମବାର ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟର...
ସୋସିଆଲ ମିଡିଆ ଛାଡ଼ିବେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ୟାନ୍ ଓ ଫଲୋୟର୍ସମାନଙ୍କ ପାଇଁ ଦୁଃଖଦ ଖବର। ଏହି ରବିବାରଠାରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆକୁ ବାଏ ବାଏ କହି ପାରନ୍ତି। ଏନେଇ ନିଜେ ମୋଦୀ ତାଙ୍କ ଟୁଇଟର୍...
ରାତି ଅଧିଆ ଖର୍ଚ୍ଚ ଉପରେ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ଶେଷ ହୋଇ ଆସୁଥିବା କାରଣରୁ ଶେଷ ମୁହୂର୍ତ୍ତରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଯେଉଁ ଆତୁରତା ପ୍ରକାଶ ପାଏ ତା’ ଉପରେ ସରକାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି।...
ପୁଣି ଘୁଞ୍ଚିଲା ଫାଶୀ, କୋର୍ଟ ବାହାରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟ ଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀ ଘୁଞ୍ଚିଛି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଫାଶୀ ଘୁଞ୍ଚାଇବା ପରେ ନିର୍ଭୟାଙ୍କ ମା’ ଆଶାଦେବୀ କାନ୍ଦି ପକାଇଛନ୍ତି।
‘‘କାହିଁକି ବାରମ୍ବାର ଫାଶୀ ଘୁଞ୍ଚୁଛି ?...
ନିର୍ଭୟା କାଣ୍ଡ: ପୁଣି ଘୁଞ୍ଚିଲା ଫାଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ମିଳିବନି ଫାଶୀ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି। ତୃତୀୟ ଥର ପାଇଁ ଏହି ରୋକ୍ ଲାଗିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ...
ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଆରମ୍ଭ ହେଲା ନିର୍ମାଣ ଶ୍ରମିକ ସେବା ସପ୍ତାହ। ଭୁବନେଶ୍ୱରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆଜି ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି...
ରାଜ୍ୟସଭା ରାଜନୀତି – ପାଟ୍ଟଶାଣୀ କହିଲେ ନବୀନଙ୍କ ଉପରେ ବିଶ୍ୱାସ ଅଛି
ଓଡ଼ିଶାଲାଇଭ୍ ବ୍ୟୁରୋ
“ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରି ଦେଖାନ୍ତି। ନହେଲେ ସେ ଏତେ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇନଥାନ୍ତେ। ସେ ରାଜ୍ୟସଭା ପାଇଁ ମୋ ନାଁ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏହାପରେ...
ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି।
ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ସହିତ...
ପୁରୀର ଆସାମ ଭବନ ମାଟିରେ ମିଶିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସହରରେ ଥିବା ଆସାମ ଭବନକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଆସାମ ସରକାରଙ୍କ ଏହି ଭବନ ମେଘନାଦ ପାଚେରୀର ୭୫ ମିଟର ଭିତରେ ଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ...
ଶାହ ଦେଲେ ଟାସ୍କ – ଓଡ଼ିଶାରେ ନମ୍ବର-୧ ଦଳ କେମିତି ହେବ ବିଜେପି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘୨୦୧୯ ନିର୍ବାଚନରେ ବିଜେପିକୁ ଓଡ଼ିଶାରେ ୯୧ ଲକ୍ଷ ଭୋଟ ମିଳିଥିଲା। ନବୀନ ବାବୁଙ୍କ ବିଜେଡିକୁ ମିଳିଥିଲା ୧.୧ କୋଟି ଭୋଟ। ଆଉ ଗୋଟିଏ ଲମ୍ଫ ଦେଲେ ବିଜେପି ୧ ନମ୍ବର...




















