ଦେଢ଼ ଲକ୍ଷ କୋଟି ଟଙ୍କାର ଚିଠା ବଜେଟ୍‌କୁ ଅନୁମୋଦନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଫେବ୍ରୁଆରି ୧୮ରେ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ମନ୍ତ୍ରୀପରିଷଦ ବୈଠକରେ ଦେଢ଼ ଲକ୍ଷ କୋଟି ଟଙ୍କାର ଚିଠା ବଜେଟ୍‌କୁ ଶୁକ୍ରବାର...

ରାହୁଲ ଗାନ୍ଧୀଙ୍କ ‘ଠେଙ୍ଗା’ ଉପାଖ୍ୟାନ ସଂସଦରେ ଆଣିଲା ଝଡ଼

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଠେଙ୍ଗା’ ଉପାଖ୍ୟାନ ରାଜନୀତିରେ ଆଣିଛି ଝଡ଼। ଏହି ମନ୍ତବ୍ୟକୁ ନେଇ ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ...

କ୍ୟାବିନେଟ୍‌ରେ ନିଷ୍ପତ୍ତି – ଚାକିରି କାଳ ଭିତରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରର ଜଣଙ୍କୁ ‘ଗ୍ରୁପ୍-ଡି’ରେ ମିଳିବ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନ କଲେ ରାଜ୍ୟ ସରକାର। ସରକାରୀ ଚାକିରିଆ ପରିବାରଙ୍କ ପାଇଁ ଖୁସି ଖବର। କାର୍ଯ୍ୟକାଳ ଭିତରେ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ...

କେବେ ମିଳିବ ନିର୍ଭୟା ଦୋଷୀଙ୍କୁ ଫାଶୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଚାରି ଦୋଷୀ? ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଆବେଦନ ଖାରଜ ହେବା ପରେ ଏହି ପ୍ରଶ୍ନ ଏବେ ସବୁ ବର୍ଗର ଲୋକଙ୍କ ମନରେ...

ରେଳ ବଜେଟ୍ – କମିଲା ଓଡ଼ିଶାର ଭାଗ, ତେଜିଲା ରାଜନୀତି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୨୦-୨୧ ରେଳ ବଜେଟ୍‌ରେ ଓଡ଼ିଶାର ଭାଗ କମିବାକୁ ନେଇ ତେଜିଲା ରାଜନୀତି। ରେଳ ବଜେଟ୍‌ରେ ଓଡ଼ିଶାର ଭାଗ କମିଛି। ଏହାକୁ ନେଇ ରାଜନୀତି ତେଜିଛି। ବିଜେଡି ଓ କଂଗ୍ରେସ ଏହାକୁ ନେଇ...

ଦିଲ୍ଲୀରେ ସରିଲା ପ୍ରଚାର: ଶେଷ ଦିନରେ ଶକ୍ତି ଦେଖାଇଲେ ଆପ୍-ବିଜେପି-କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀରେ ସରିଲା ହାଇଭୋଲ୍‌ଟେଜ ପ୍ରଚାର। ୮ରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ଦିଲ୍ଲୀ ବିଧାନସଭା ଆସନ ପାଇଁ ଶେଷ ହେଲା ପ୍ରଚାର। ମୋଟ ୭୦ଟି ଆସନ ପାଇଁ ୮ରେ ହେବ ଭୋଟ। ପ୍ରଚାରର...

ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା – ‘‘ଭାରତୀୟ ନାଗରିକଙ୍କ ଉପରେ ସିଏଏ କୌଣସି ପ୍ରଭାବ ପକାଇବ ନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘‘ନାଗରିକତା ସଂଶୋଧନ ଆଇନ୍‌ ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କେତେକ ରାଜନୈତିକ ଦଳ...

ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି –  କହିଲା ଝିଣ୍ଟିକା ମାରି ବଣି ପୋଷୁଛନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ “ରାଜ୍ୟର ଏ ସରକାର ଲୋକମାନଙ୍କୁ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଲୋକମାନେ ଏବେ ବି ଅଧିକ ଦାମ ଦେଇ ବିଜୁଳି କିଣୁଛନ୍ତି”, ଗୁରୁବାର...

୮ରେ ଦିଲ୍ଲୀ ନିର୍ବାଚନ – ଆଜି ସରୁଛି ପ୍ରଚାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ବିଜେପି, ଆପ୍‌, କଂଗ୍ରେସ ମଧ୍ୟରେ ପ୍ରଚାର ମଇଦାନରେ...

ବିଜୁଳି ଦର ବଢ଼ାଇବା ପାଇଁ ଦାବି କଲା ଗ୍ରୀଡ୍‌କୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓପିଜିସି ଏବଂ ଓଏଚ୍‌ପିସି ପରେ ବିଜୁଳି ଦର ବଢ଼ାଇବା ପାଇଁ ଦାବି କଲା ଗ୍ରୀଡ୍‌କୋ। ରାଜ୍ୟ ବାହାରୁ ବିଜୁଳି କିଣିବାକୁ ପଡୁଥିବାରୁ ଆଉ ପୂର୍ବ ଦରରେ ବିଜୁଳି ଯୋଗାଇବା ସମ୍ଭବ ନୁହେଁ...